Browsing Category
ରାଜ୍ୟ
ଲର୍ଡ ଗୁଞ୍ଜନ ଆପାର୍ଟମେଣ୍ଟ ସିଲ୍; ରାଜଧାନୀରେ ଆଉ ଏକ କଣ୍ଟେନମେଣ୍ଟ ଜୋନ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀରେ ଆଜି ଆଉ ଏକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଦେଖିବାକୁ ମିଳିଛି । ରସୁଲଗଡରେ ରହିଥିବା ଲର୍ଡ ଗୁଞ୍ଜନ ଆପାର୍ଟମେଣ୍ଟକୁ ସିଲ୍ କରି ଦେଇଛି ବିଏମସି । ମହାମାରୀ ଆଇନ ୧୮୯୭ର ଧାରା…
ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୫୬୩ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୫୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
ମାଟ୍ରିକ ପରୀକ୍ଷା: ଅଫଲାଇନ୍ ପରୀକ୍ଷା ପାଇଁ ୧୫,୧୫୬ ପିଲାଙ୍କ ଆବେଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଯୋଗୁଁ ଚଳିତବର୍ଷ ପ୍ରଥମଥର ପାଇଁ ବିନା ପରୀକ୍ଷାରେ ମାଟ୍ରିକ ଫଳ ପ୍ରକାଶ। ମୂଲ୍ୟାୟନ ହୋଇଥିଲା ଭିନ୍ନ ଉପାୟରେ ଓ ଏହି ବିକଳ୍ପ ଉପାୟରେ ଫଳ ପ୍ରକାଶ ପାଇବାରେ ବିଭିନ୍ନ…
ଜଗାର ଅମାନିଆ ଭକ୍ତଙ୍କୁ ଖୋଜୁଛି ପୋଲିସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରଥଯାତ୍ରା ସମୟରେ ଏସଓପି ଓ କଟକଣା ଉଲଘଂନ କରିବା ଅଭିଯୋଗରେ ଗତକାଲି ପୁରୀ ବଡଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜକୁ ସିଲ୍ କରିବା ପରେ ଆଜି ଅକ୍ଷୟ ପାତ୍ର ଫାଉଣ୍ଡେସନ କୋଠାକୁ…
ଘୋଷଣା ହେଉନି ପରୀକ୍ଷା ତାରିଖ; ମାନସିକ ଦୁଶ୍ଚିନ୍ତାରେ ଡିଇଏଲ୍ଇଡି ଛାତ୍ରଛାତ୍ରୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଡି.ଇଏଲ୍.ଇଡି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଘଉଞ୍ଚାଇ ଦିଆଯାଇଛି । ଜୁନ୍ ୩୦ ସୁଦ୍ଧା ଶିକ୍ଷା ବର୍ଷ ଶେଷ ହେଉଥିବା ବେଳେ ଜୁଲାଇ-ଅଗଷ୍ଟ…
୨୬ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୩୮୫ କୋଟି କୋଭିଡ ସହାୟତା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ…
ଘୁଞ୍ଚିଲା ଜେଇଇ ମେନ୍ -୨୦୨୧ ; ଜାଣନ୍ତୁ କେବେ ହେବ ପରୀକ୍ଷା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଜେଇଇ ମେନର ଅନ୍ତିମ ଦୁଇ ଚରଣ ପରୀକ୍ଷା ବାକି ରହିଥିବା ବେଳେ…
ପୁଣିଥରେ ଚାଲିବ ମୋ ବସ୍, ଜାଣନ୍ତୁ କେବେ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍ ସଟଡାଉନ୍ ଭଳି ପଦକ୍ଷେପ ନିଆଯାଇଛି । ଏପରି ସ୍ଥିତିରେ ମୋ ବସ୍ ସେବାକୁ ମଧ୍ୟ ବନ୍ଦ ରଖାଯାଇଛି ।
ତେବେ ଆସନ୍ତା ୧୯ରୁ ଆରମ୍ଭ ହେବ…
ବସ୍ ମାଲିକଙ୍କୁ ୩ ମାସର ଟିକସ ରିହାତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶେଷରେ ବସ୍ ମାଲିକଙ୍କ ଦାବି ମାନି ନେଇଛନ୍ତି ରାଜ୍ୟ ସରକାର । ଦୀର୍ଘଦିନ ଧରି ଟିକସ ଛାଡ ପାଇଁ ବସ ମାଲିକ ମାନେ ଆବେଦନ କରୁଥିବା ବେଳେ ଶୁକ୍ରବାର ଏହାକୁ ମାନି ନେଇଛନ୍ତି ରାଜ୍ୟ ସରକାର ।…
କମଫର୍ଟ ହୋଟେଲ୍ ରେ ଚାଲିଥିଲା ସେକ୍ସ ରାକେଟ, କାବୁ କଲା ପୋଲିସ୍
ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲାର କମଫର୍ଟ ହୋଟେଲ । ନାଁ ଯେମିତି କାମ ବି ସେମିତି । ପୂରା କମଫର୍ଟରେ ଚାଲିଥିଲା ଦେହ କାରବାର । ସହରରେ ଲାଗିଥିଲା କଡ଼ା କଟକଣା ଆଉ ସେହି ନାଇଟ୍ କର୍ଫ୍ୟୁର ସୁଯୋଗରେ ମାତିଥିଲେ ଦେହ…