Browsing Category

ରାଜ୍ୟ

ସୌନ୍ଦର୍ଯ୍ୟ-ପ୍ରେମ-ଶାନ୍ତିର ଭୂମି ଓଡ଼ିଶା: ଗଣେଶୀ ଲାଲ୍; ଆଉ କଣ କହିଲେ ରାଜ୍ୟପାଳ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରାଚୀନ ଉତ୍କଳର ଗୌରବମୟ ଗାଥାକୁ ବହନ କରି ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ହୋଇଛି ଓଡ଼ିଶା । ଏଥିସହ ସ୍ନେହ-ଶାନ୍ତି-ସଂହତିର ଦେବଭୂମି ଓଡ଼ିଶା । ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ମୋ…

ପୁଲିସ ପଞ୍ଝାରେ ରସିକିଆ ବର, ଟଙ୍କା ପାଇଁ କରିଥିଲା ଏକାଧିକ ବିବାହ

ଭୁବନେଶ୍ୱର(ଓଡିଶା ଭାସ୍କର): ଧନୀ ଝିଅ ସାବଧାନ । ଟିକେ ଅସାବଧାନ ଆପଣଙ୍କୁ ଭୟଙ୍କର ଭାବେ ଫସାଇ ଦେଇପାରେ । ସାବଧାନ ଥାଆନ୍ତୁ ଶୋ ଅଫ୍ ବରପାତ୍ରଙ୍କ ଠାରୁ । ଏମିତି ଯୁବକଙ୍କ ହାବୁଡ଼ରେ ପଡିବ ପୂର୍ବରୁ ଭଲ ଭାବରେ…

୧୧ରୁ ଖୋଲିବ ହୀରାକୁଦ୍ ଗେଟ୍, ହେବ ବନ୍ୟାଜଳ ନିଷ୍କାସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୧ ତାରିଖରେ ଖୋଲିବ ହୀରାକୁଦ୍ ଗେଟ୍ । ୧୧ ତାରିଖ ଦିନ ୧୧ଟା ସମୟରେ ହୀରାକୁଦ୍ ରୁ ବନ୍ୟା ଜଳ ନିଷ୍କାସନ ହେବ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ଡ୍ୟାମ କର୍ତ୍ତୃପକ୍ଷ…

ଚତୁର୍ଦ୍ଦଶୀରେ ସରିଲା ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ(ଓଡ଼ିଶା ଭାସ୍କର): ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ବନକଲାଗି କରାଯାଇଛି । ଏଥିସହ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡିପ୍ରସାଦ…

ବର୍ଷା ମୋ ପରିବାର ପାଇଁ ବିପଦ: ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଥମିବାର ନାଁ ଧରୁନାହିଁ ବର୍ଷା-ଅନୁଭବଙ୍କ ପାରିବାରିକ ସମସ୍ୟା । ଅନେକ ଦିନ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏବେ ପୁଣି ଥରେ ସେମାନେ ଚର୍ଚ୍ଚାକୁ ଆସିଛନ୍ତି । ସାଂସଦ…

ବାକ୍ସ୍ ଭିତରୁ ବାହାରିଲେ ବୟ ଫ୍ରେଣ୍ଡ୍, ଦେଖନ୍ତୁ ପୂରା ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ବାକ୍ସ ଭିତରୁ ବାହାରିଲେ ବୟ ଫ୍ରେଣ୍ଡ୍ । ନିଜ ଗର୍ଲଫ୍ରେଣ୍ଡକୁ ଭେଟିବା ପାଇଁ ଲୁଚି ଲୁଚି ଆସିଥିଲେ ବୟ ଫ୍ରେଣ୍ଡ୍ । ହେଲେ ପରିବାର ଲୋକଙ୍କ ଭୟରେ ଗର୍ଲଫ୍ରେଣ୍ଡ ବାକ୍ସ ଭିତରେ ବୟ ଫ୍ରେଣ୍ଡ୍ କୁ…

ଅନଲାଇନରେ ନିଲାମ ହେବ ଓଡ଼ିଶାର ୧୧ ଖଣି; ଜାଣନ୍ତୁ କଣ ରହିଛି ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୀର୍ଘ ଏକ ବର୍ଷ ପରେ ଓଡ଼ିଶା ସରକାର ଖଣି ନିଲାମୀ ପାଇଁ ଇସ୍ତାହାର ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଖଣିର ନିଲାମୀ ନେଇ ବିଜ୍ଞାପନ ପ୍ରକାଶ ପାଇଛି । କେନ୍ଦ୍ର…

‘ପଖାଳ’ ବଢ଼ାଏ ଶକ୍ତି, AIIMSର ନୂଆ ଅଧ୍ୟୟନରୁ ଆହୁରି କଣ ଜଣାପଡ଼ିଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଖାଳ ସହ ସମସ୍ତ ଓଡ଼ିଆ ବେଶ୍ ପରିଚିତ । ପଖାଳ ମୁଠାଏରେ ଓଡ଼ିଆଙ୍କ ମନପ୍ରାଣ । ଜଗତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଟଙ୍କ ତୋରାଣୀ । କି ଗରିବ କି ଧନୀ, ପଖାଳ କଂସାଏ…

ଇ-ଲେକଚର ଲୋକାର୍ପିତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଶିକ୍ଷାଦାନ ଉପରେ ବିଶେଷ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ପାଇଁ ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ…

ଭାଉଜକୁ ଦୁଷ୍କର୍ମ କଲା ଦିଅର, ସହଯୋଗ କଲା ଆଉଜଣେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାଉଜକୁ ଲୋଭ! ଦେହ ପାଗଳ ଦିଅର ଦୁଷ୍କର୍ମ ପାଇଁ ଭିଆଇଲା ବଡ଼ ଅଜବ କାଣ୍ଡ । ଏମିତି ବି ଖତରନାକ୍ ହୋଇପାରେ ଦିଅର! ଏହି କଥା ଏବେ ସବୁଠି ଚର୍ଚ୍ଚା । ସହଯୋଗୀ ସହିତ ମିଶି ଚକ୍ରାନ୍ତ କଲା ଦିଅର…