Browsing Category
ରାଜ୍ୟ
କୋଭିଡ କଟକଣାକୁ ଫୁ’, ସିଲ୍ ହେଲା KFC
ବ୍ରହ୍ମପୁର(ଓଡ଼ିଶା ଭାସ୍କର): କରୋନା ମୁକାବିଲା ପାଇଁ ସରକାର ଯେତେେ କଟକଣା ଲାଗୁ କଲେ ବି ଲୋକମାନେ ଏହକୁ ଫୁ’ କରି ଉଡ଼ାଉଦେଉଛନ୍ତି । ଫଳରେ କରୋନା ସଂକ୍ରମଣ କମିବା ବଦଳରେ ପୁଣି ବଢ଼ିବାର ସମ୍ଭାବନା ରହିଛି । ଏହାରି…
ଛତିଶଗଡ଼ରେ ବଡ଼ ଧରଣର ଲାଲ୍ ବାହିନୀ ହମଲା
ଛତିଶଗଡ: ନକ୍ସଲ ମାନଙ୍କ ଆଡ୍ଡା ପାଲଟିଥିବା ଛତିଶଗଡ ସୀମାରେ ଆଜି ପୁଣି ବଡ଼ ଧରଣର ହମଲା ହୋଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ ଧରଣର ନକ୍ସଲ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ…
ଭିଜିଲାନ୍ସ ଜାଲରେ ଫସିଲେ ଭିଜିଲାନ୍ସ ପିପି
କଳାହାଣ୍ଡି (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଭିଜିଲାନ୍ସ କର୍ମଚାରୀ । କଳାହାଣ୍ଡିରେ ଭିଜିଲାନ୍ସ ବିଭାଗର ସରକାରୀ ଓକିଲଙ୍କୁ ଧରିଛି ଭିଜିଲାନ୍ସ । ଧରାପଡିଥିବା ଓକିଲ ଜଣକ ହେଉଛନ୍ତି ଭବାନୀପାଟଣାରେ…
‘ତୁରନ୍ତ ନିର୍ମାଣ କର ଡ୍ରେନ୍’, ରାଜ୍ୟ ସରକାରଙ୍କୁ ଅନୁରୋଧ କଲେ ଅପରାଜିତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷା ହେଲେ ଚିନ୍ତାବଢ଼େ ରାଜଧାନୀ ବାସିନ୍ଦାଙ୍କର । ବିଶେଷକରି ଏମିତି କିଛି ଅଞ୍ଚଳରେ ବେଙ୍ଗ ମୁତିଲେ ବି ପାଣି ହେଉଛି ବୋଲି ଲୋକେ ଅଭିଯୋଗ କରିବା ସହ ବଡ଼ ହନ୍ତସନ୍ତ ହେଉଛନ୍ତି । ସେହିପରି…
ଜଗତସିଂହପୁରରେ ଚାଞ୍ଚଲ୍ୟ: ସ୍ତ୍ରୀ ଓ ଝିଅକୁ ହାଣିବା ପରେ ଆତ୍ମହତ୍ୟା କଲା ସ୍ୱାମୀ
ଜଗତସିଂହପୁର(ଓଡ଼ିଶା ଭାସ୍କର): ପ୍ରଥମେ ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ ଘଟିଯାଇଛି । ଘର ଭିତର…
ରଥଯାତ୍ରା ଦେଖିବା ସମ୍ପର୍କରେ ବଦଳିଲା ନିଷ୍ପତ୍ତି, ଲାଗୁହେଲା କଟକଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ କରୋନା କାଳରେ ଅନୁଷ୍ଠିତ ହେବାକୁ ଯାଉଥିବା ରଥଯାତ୍ରା ପାଇଁ ନୂଆ କଟକଣା ଲାଗୁ କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରାକୁ ଭକ୍ତମାନେ ଛାତ ଉପରେ ଦେଖିପାରିବେ ନାହିଁ ।…
ଫେଲ୍ ମାରୁଛି ରାଜ୍ୟ ସରକାରଙ୍କ କୋଭିଡ୍ ରଣନୀତି, କ’ଣ କରାଯିବା ଦରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିପାରିନାହିଁ । ଆଜି ରାଜ୍ୟରେ ୪୫ ଜଣଙ୍କ ମୃତ୍ୟୁ ହେବା ସହ ୨୯୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ମାସ ୧୪…
ଆଜି ପୁଣି ରାଜ୍ୟରେ ୪୫ କରୋନା ରୋଗୀଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଉଛି ଚିନ୍ତା, ଆଜି ୨୯୧୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…
ଏଣିକି ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ, ଜାଣନ୍ତୁ କେବେଠାରୁ ଓ କେଉଁ ସ୍ଥାନରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସମସ୍ତଙ୍କର ଆଶଙ୍କା ବଢ଼ି ଚାଲିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା…