Browsing Category
ରାଜ୍ୟ
ରାଜ୍ୟର କରୋନା ଟ୍ରେଣ୍ଡକୁ ନଜରରେ ରଖି କେଉଁ ଜିଲ୍ଲାରୁ ଲକ୍ଡାଉନ୍ ହଟିବ, ଆଉ କେଉଁଠି ବଳବତ୍ତର ରହିବ: ଜାଣନ୍ତୁ କ’ଣ କହିଲେ…
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଲକ୍ଡାଉନ୍ ପ୍ରସଙ୍ଗରେ ମନ୍ତବ୍ୟ ରଖିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ କିଛି ଜିଲ୍ଲାରେ ସଂକ୍ରମଣ ବଢୁଥିବା ବେଳେ ଅନ୍ୟ କିଛି ଜିଲ୍ଲାରେ କମୁଛି । ତେଣୁ କରୋନା…
ଏହି ସବୁ ଟ୍ରେନ ବାତିଲ କଲା ପୂର୍ବତଟ ରେଳବାଇ, ପଢ଼ନ୍ତୁ ପୁରା ଖବର
କୋଭିଡ-୧୯ ସଙ୍କଟକୁ ନଜରରେ ରଖି ପୂର୍ବ ତଟ ରେଳବିଭାଗ ପକ୍ଷରୁ ଟ୍ରେନ ଚଳାଚଳ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଲକଡାଉନ ବଳବତ୍ତର ଥିବା ପର୍ୟ୍ୟନ୍ତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ରାତ୍ର ୮ ଘଟିକା…
୭୨ ପିଲାଙ୍କ ପାଇଁ ଦାୟୀ କିଏ? ସ୍କୁଲ୍ କଲା ଭୁଲ; ଅନ୍ଧାରରେ ବିଦ୍ୟାର୍ଥୀଙ୍କ ଭବିଷ୍ୟତ
ଭଞ୍ଜନଗର (ଓଡ଼ିଶା ଭାସ୍କର): ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କରୋନା କାରଣରୁ ରାଜ୍ୟରେ ରେକର୍ଡ ସଂଖ୍ୟକ ପାଶ ହାର ରହିଛି । ତେବେ ଏହା ମଧ୍ୟରେ କିଛି ସ୍ଥାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ମାର୍କକୁ…
୨୪ ଘଣ୍ଟାରେ ସମାଧାନ କର: ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ହୋଇପାରିନାହଁ ମାଟ୍ରିକ୍ ପରୀକ୍ଷା । ବୋର୍ଡ ତରଫରୁ ଛାତ୍ରଛାତ୍ରୀଙ୍କୁ ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାର୍କ ଦିଆଯାଇଛି । ସେପଟେ ମାଟ୍ରିକ୍ ରେଜଲ୍ଟରେ…
ଓଏସଆରଟିସି ସିଏମଡି ଭାବରେ ଦୀପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ପରିବହନ ବିଭାଗ(ଓଆରସିଟିସି)ର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଜେଲ୍ କାରାଗାର ବିଭାଗର…
‘ଫକୀରମୋହନ: ନବ ଜାଗୃତି ପୁରୁଷ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀର ମିଳିତ ସହଯୋଗରେ "ଫକୀରମୋହନ: ନବ ଜାଗୃତି ପୁରୁଷ' ଶୀର୍ଷକ ଏକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେଇଯାଇଛି । ଶାନ୍ତି ନିକେତନର ଓଡ଼ିଆ ବିଭାଗର ଅଧ୍ୟାପକ ତଥା…
ଭୁବନେଶ୍ୱରରୁ ଆଜି ୨୮୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୨୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୮୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
ଶ୍ରେଣୀଗୃହରେ ଶିକ୍ଷାଦାନ ଦାବିରେ ଏଆଇଏସଏଫର ବିକ୍ଷୋଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ୱାନରେ ସୋମବାର ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ସରକାର ୟୁଟ୍ୟୁବ୍…
ସିଲ୍ ହେଉଛି ରାଜଧାନୀରେ ଅନେକ ଦୋକାନ, ଆକ୍ସନ୍ ମୋଡରେ BMC ସ୍କ୍ୱାର୍ଡ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଚାଲିଛି ଅମାନିଆଙ୍କ ମନମାନି । କୋଭିଡ୍ କଟକଣାକୁ ଫୁ‘ କରି କରୁଛନ୍ତି ଭିତିରି କାରବାର । ବାରମ୍ବାର ତାଗିଦ୍ ପରେ ପରେ ବି ଶୁଣୁନାହାନ୍ତି । ଫଳରେ ବିଏମସିର ସ୍ୱତନ୍ତ୍ର ଟିମ୍…