Browsing Category
ରାଜ୍ୟ
କଟକରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗାର
କଟକ(ଓଡ଼ିଶା ଭାସ୍କର): କମିସନରେଟ୍ ପୋଲିସକୁ ଡ୍ରଗ୍ସ ବିରୋଧୀ ଅଭିଯାନରେ ଏକ ବଡ ସଫଳତା ମିଳିଛି । ଗତକାଲି କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି । ଏଥିସହିତ ଏହି ମାମଲାରେ ୩ଜଣଙ୍କୁ ଗିରଫ…
ସ୍ୟାଟ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ
କଟକ(ଓଡିଶା ଭାସ୍କର): ସ୍ୟାଟ ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ପ୍ରସଙ୍ଗରେ ଆସିଛି ବଡ ଖବର । ସ୍ୟାଟକୁ ବିରୋଧ କରି ରୁଜୁ କରାଯାଇଥିବା ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ…
ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କରୋନା, ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ନୂଆପଡା ବିଧାୟକ…
ଦୁର୍ଲ୍ଲଭ ECMO ମେସିନ୍ ପାଖରେ ବନ୍ଧା ପଡ଼ିଛି ଓଡ଼ିଶାବାସୀଙ୍କ ଜୀବନ: ଏୟାରଲିଫ୍ଟରେ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି ଗୁରୁତର କରୋନା…
ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନା ରୋଗୀଙ୍କ ପାଇଁ କାଳ ସାଜିଛି ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନ୍ । ଇସିଏମଓ ମେସିନ୍ ଅଭାବରୁ ଗୁରୁତର କରୋନା ରୋଗୀମାନେ ରାଜ୍ୟ ବାହାରକୁ…
ସୁସ୍ଥ ଭବିଷ୍ୟତ ପାଇଁ ଖାଦ୍ୟ ସୁରକ୍ଷା କରନ୍ତୁ, ଜାଣନ୍ତୁ ସ୍ୱତନ୍ତ୍ର ଦିବସର ଅନୁଚିନ୍ତା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଦେଶରେ ପ୍ରତି ବର୍ଷ ଦୂଷିତ ଖାଦ୍ୟ ବା ବ୍ୟାକ୍ଟେରିଆଯୁକ୍ତ ଖାଦ୍ୟ ପାଇଁ ପ୍ରତି ୧୦ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରେ…
ଆଜି ଏୟାରଲିଫ୍ଟ ହେବେ ଆଇପିଏସ୍ ଦେବାଶିଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଆଜି ଏୟାରଲିଫ୍ଟ ହେବେ । ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟ କରାଯିବ । ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତରଣ…
କରୋନାର ନାହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ବର୍ତ୍ତମାନ କୋଭିଡର ଦ୍ୱିତୀୟ ଲହର ଜାରି ରହିଛି । କିଛି ଦିନ ହେବ ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପାଇବାରେ ଲାଗିଛି । ଏହି ସମୟରେ ଟିକାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା…
ଓଡ଼ିଶାରୁ ୪୧ ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…
ଓଡ଼ିଶାରେ ନିମ୍ନମୁଖୀ ହେଲା କରୋନା ଗ୍ରାଫ୍: ଆଜି ଚିହ୍ନଟ ହେଲେ ୬୧୧୮ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…
କରୋନା ସଂକ୍ରମିତ ଶବଠୁ ଲୁଟ୍ : ସୁନାଚେନ ଓ ମୋବାଇଲ ଫୋନ ଜବତ, କୋଭିଡ ହସ୍ପିଟାଲ କର୍ମଚାରୀଙ୍କ ସମେତ ୩ ଗିରଫ
କେନ୍ଦୁଝର (ଓଡ଼ିଶା ଭାସ୍କର): କେନ୍ଦୁଝର କୋଭିଡ ଡାକ୍ତରଖାନାର ଅବ୍ୟବସ୍ଥା ବାବଦରେ ବିଗତ ଦିନରେ ଅନେକ ଥର ଖବର ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଏବଂ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା।…