Browsing Category

ରାଜ୍ୟ

ଦୁଇ ଦିନ ବିଳମ୍ବରେ ଆସିବ ମୌସୁମୀ, ଜୁନ୍‌ ୩ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ପାଣିପାଗ ବିଭାଗ ମୌସୁମୀକୁ ନେଇ ବଡ ସୂଚନା ଦେଇଛି । ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଯେ, ଚଳିତ ଥର ମୌସୁମୀ ଆଗୁଆ ଗୋଟିଏ ଦିନ ପୂର୍ବରୁ ଅର୍ଥାତ…

ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା

ଭୁବନେଶ୍ବର(ଓଡିଶା ଭାସ୍କର) : କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ରାଜ୍ୟର ୬ ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ରହିଛି । ୪୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ…

ଖୁସି ଖବର: ଓଡ଼ିଶାରୁ ଆଜି ୧୧ ହଜାର ୮୮୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୮୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଓଡିଶାର ୩ ଜିଲ୍ଲାରେ କୋହଳ ହେଲା ‘ଲକଡାଉନ’ କଟକଣା, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ ସଂକ୍ରମଣ କମିଥିବା ୩ ଜିଲ୍ଲାରେ ଲକଡାଉନ୍ କଟକଣା କୋହଳ…

କାୟା ମେଲାଉଛି କରୋନା: ଲୋକଙ୍କୁ ସଚେତନ କରିବାକୁ ଗୀତ ଗାଇଲେ ମହିଳା ଇନ୍ସପେକ୍ଟର

ଆନନ୍ଦପୁର(ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହରରେ କେବେ ସଂକ୍ରମଣ ବଢୁଛି ତ କେବେ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ କିଛି ଫରକ୍ ପଡୁନି । ପ୍ରତିଦିନ ୩୦ରୁ ଅଧିକ ଲୋକଙ୍କର ପ୍ରାଣ ନେଉଛି କରୋନା । ଲୋକମାନଙ୍କ…

ଭୁବନେଶ୍ୱରରୁ ଆଜି ୧୦୦୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୧୦୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ସସପେଣ୍ଡ ହେଲେ ଝାରପଡ଼ା ଜେଲ୍ ଚିଫ୍ ୱାର୍ଡର

ଭୁବନେଶ୍ୱର: ସସପେଣ୍ଡ ହେଲେ ଭୁବନେଶ୍ୱର ଝାରପଡ଼ା ଜେଲ୍ ଚିଫ୍ ୱାର୍ଡର । ଜେଲରୁ ଗଞ୍ଜେଇ ଜବତ ହେବା ଘଟଣାରେ ସସପେଣ୍ଡ ହେଲେ ଚିଫ୍ ୱାର୍ଡର ସୁଦର୍ଶନ ବାରିକ ସସପେଣ୍ଡ । ରାଜ୍ୟରେ ଚାଲିଥିବା ‘ଅପରେସନ୍ କ୍ଲିନ୍ ଅପ୍'…

ରାଜ୍ୟରେ ଜୁନ୍ ୧୭ ଯାଏ ବଢ଼ିଲା ଲକଡାଉନ୍ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ସମୟରେ ପୂର୍ବବତ୍ ଶନିବାର ଏବଂ ରବିବାର ସପ୍ତାହାନ୍ତ…

ଓଡ଼ିଶାରେ ୨୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ, ୩ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ମହାମାରୀ ଭାବରେ ଠିଆ ହୋଇଛି । ଏଯାବତ୍ ଏହା ଦ୍ୱାରା ୨୫ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ପ୍ରେସମିଟ୍…

ରାଜ୍ୟରେ କମୁଛି ନୁତନ ସଂକ୍ରମଣ ହାର: ଏସିଏସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ସ୍ଥିତିକୁ ନେଇ ଆଜି ଏସିଏସି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ପଜିଟିଭ୍ ହାର ହ୍ରାସ ପାଉଛି । ଆଜି ସୁଦ୍ଧା ଏହି ହାର ୧୪…