fbpx
Browsing Category

ରାଜ୍ୟ

ଅଗ୍ନିଶମ ବିଭାଗର ନୂଆ ଡିଜି ହେଲେ ସୁନୀଲ ରାୟ

କଟକ,୨ ।୧୨(ଓଡିଶା ଭାସ୍କର): ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ ରାୟ । କଟକ ସ୍ଥିତ ଅଗ୍ନିଶମ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । 1987 ବ୍ୟାଚ୍‌ର IPS ଅଧିକାରୀ…

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛି ‘ପ୍ରଫୁଲ ଯୋଜନା’

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ମେ' ମାସ ୫ ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫନୀ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫନୀ କ୍ଷତିଗ୍ରସ୍ତ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା…

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ପିଏଲଜିଏ ସପ୍ତାହ ଆସନ୍ତା ୮ ତାରିଖ ଯାଏଁ ଚାଲିବ । ଏନେଇ ମାଓପ୍ରବଣ ଅଞ୍ଚଳମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା…

ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ASI ନିଲମ୍ବିତ, ୩ ଗିରଫ

ରାଇରଙ୍ଗପୁର,୧ ।୧୨(ଓଡିଶା ଭାସ୍କର): ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ASIଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ASI…

କୋଣାର୍କରେ ବାଲୁକା କଳା ମହୋତ୍ସବ ଉଦଘାଟିତ

ପୁରୀ,୧ା୧୨(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବର ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା, ନିଲମ୍ବନ ହେଲେ ଏସଆଇ

ମୟୂରଭଞ୍ଜ,୧ା୧୨(ଓଡ଼ିଶା ଭାସ୍କର): ମୟୂରଭଞ୍ଜରେ ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣା ଘଟିଥିଲା । ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିବା ଯୋଗୁଁ ଏସପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।…

ଋଣ ଦୁର୍ନୀତି ଅଭିଯୋଗରେ ୨ଜଣଙ୍କୁ ଗିରଫ କଲା ଇଓଡ଼ବ୍ଲୁ

ଭୁବନେଶ୍ୱର,୧ା୧୨(ଓଡ଼ିଶା ଭାସ୍କର): ସୁନ୍ଦରମ ଫାଇନାନ୍ସ ଋଣ ଜାଲିଆତି ପ୍ରଦାନ ଦୁର୍ନୀତି ଅଭିଯୋଗରେ ଆଜି ୨ଜଣଙ୍କୁ ଗିରଫ କରିଛି ଇଓଡ଼ବ୍ଲୁ । ଅଭିଯୁକ୍ତ ହେଉଛନ୍ତି ଦୁଇଭାଇ । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଋଣ ଦୁର୍ନୀତି…

ଭୁବନେଶ୍ୱରରୁ ସେକ୍ସ ର‌୍ୟାକେଟ ଠାବ

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରିରୁ ସେକ୍ସ ର‌୍ୟାକେଟ ଠାବ କରାଯାଇଛି । ୬ ବଙ୍ଗୀୟ ଯୁବତୀଙ୍କ ସହ ୪ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି । ତେବେ ଏମାନଙ୍କୁ ଏମସ ନଗର ଅଞ୍ଚଳର ଏକ…

‘ମୋ ସରକାର’ ଅଧିନରେ କାଳିଆ ଯୋଜନା

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ଆଜିଠାରୁ ‘ମୋ ସରକାର’ ଅଧିନରେ ଆସିବ ‘କାଳିଆ’ ଯୋଜନା । ଏହା ସହ ଅନ୍ୟ ୭ଟି ଯୋଜନା ମଧ୍ୟ ‘ମୋ ସରକାର’ ଅଧିନକୁ ଆସିବ । ସେହି ଯୋଜନା ଗୁଡିକ ହେଉଛି ଜାତୀୟ ଖାଦ୍ୟ ସୁରକ୍ଷା, ମମତା…

କ୍ୟାମେରାରେ କଏଦ ହୋଇ କଟିଲା ପ୍ରଥମ ଚାଲାଣ

ଭୁବନେଶ୍ୱର,୧ା୧୨(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଆଜିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ରାଜଧାନୀ ଭୁବନେଶ୍ୱର ରୂପାଲି ଛକରୁ ଆରମ୍ଭ ହେଲା କ୍ୟାମେରା ଚାଲାଣ । କ୍ୟାମେରା ମାଧ୍ୟମରେ…