Browsing Category
ରାଜ୍ୟ
କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୮ା୭(ଓଡ଼ିଶା ଭାସ୍କର): ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସରେ ଏହି ବ୍ୟବସ୍ଥାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
କଟକ ସହରରେ ଆଜି ୪୧ ପଜିଟିଭ ଚିହ୍ନଟ
କଟକ, ୨୮ା୭(ଓଡ଼ିଶା ଭାସ୍କର): କଟକ ସହରରୁ ଆଜି ମଧ୍ୟ ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…
ଆଲବମ୍ କୁଇନ ଦୀପା ସାହୁଙ୍କ ପୁନଃ ଜନ୍ମ! ଲୋକପ୍ରିୟ ଅଭିନେତା ସବ୍ୟସାଚୀ ଟୁଇଟରରେ ପୋଷ୍ଟ କଲେ କିଛି ଏପରି
ଭୁବନେଶ୍ୱର, ୨୮ା୭(ଓଡ଼ିଶା ଭାସ୍କର): ଆଉ ଆମ ଗହଣରେ ନାହାନ୍ତି ଲୋକପ୍ରିୟ ଆଲବମ୍ କୁଇନ ଦୀପା ସାହୁ । ସେ ଶତାଧିକ ଆଲବମରେ ଅଭିନୟ କରିଛନ୍ତି । ତାଙ୍କ ବିୟୋଗରେ ଆଲବମ ଜଗତରେ ଅପୂରଣୀୟ କ୍ଷତି ଘଟିଛି । ଗତକାଲି…
ଅପରାହ୍ନ ୫.୩୦ ସୁଦ୍ଧା ୧୮ଜିଲ୍ଲା ସାବଧାନ!
ଭୁବନେଶ୍ୱର, ୨୮ା୭(ଓଡ଼ିଶା ଭାସ୍କର): ଶ୍ରାବଣ ମାସରେ ହଜିଯାଇଛି ବର୍ଷା । ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିଲେ ମଧ୍ୟ ବର୍ଷା ହେବାର ନାଁ ଗନ୍ଧ ନାହିଁ । କିନ୍ତୁ ଏହାରି ମଧ୍ୟରେ ଆଜି ଅପରାହ୍ନ ୫ଟା ୩୦ ସୁଦ୍ଧା…
ପୁରୀରେ ଆସନ୍ତା କାଲିଠାରୁ ରଥ ଖୋଲା କାର୍ଯ୍ୟ ଆରମ୍ଭ
ପୁରୀ, ୨୮ା୭(ଓଡ଼ିଶା ଭାସ୍କର): ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ପୁରୀରେ ଆସନ୍ତକ।।ଲିଠାରୁ ରଥଖୋଲା କାର୍ଯ୍ୟ ଆରମ୍ଭ ହେବ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା…
ଖୁସି ଖବର: ଗଞ୍ଜାମରେ ସଫଳ ହେଲା ପ୍ଲାଜମା ଥେରାପି
ଗଞ୍ଜାମ,୨୮ ।୭(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ କରୋନା ମୁକାବିଲା ଦିଗରେ ସଫଳ ହୋଇଛି ପ୍ଲାଜମା ଥେରାପି । ଗଞ୍ଜାମରେ ପ୍ଲଜମା ଥେରାପି ନେଇଥିବା ୩ କରୋନା ରୋଗୀ…
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର,୨୮ା୭(ଓଡ଼ିଶା ଭାସ୍କର): ୨୦୧୯-୨୦ ବର୍ଷ ପାଇଁ ଓଡ଼ିଶାକୁ ୫,୧୨୨ କୋଟିର ଜିଏସଟି କ୍ଷତିପୂରଣ ବାବଦରେ ମିଳିଛି । ସେହିପରି ସବୁ ରାଜ୍ୟକୁ ଏହି କ୍ଷତିପୂରଣ ବାବଦରେ ସମୁଦାୟ ୧,୬୫,୩୦୨ କୋଟି ଟଙ୍କା ମିଳିଛି ।…
ଏଣିକି ଗଜପତିରେ ୪ ଦିନିଆ ସଟଡାଉନ୍
ଗଜପତି,୨୮ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ପାଇଁ ଏଣିକି ଗଜପତିରେ ୪ ଦିନିଆ ସଟଡାଉନ ଲାଗୁ ହେବ । ପ୍ରତି ସପ୍ତାହର ଗୁରୁବାରଠାରୁ ରବିବାର ଯାଏଁ ୯୬ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି । ଗଜପତିରେ ଆସନ୍ତା ୩୦ରୁ ୪…
ରାଜ୍ୟରେ ଆଜି ଆଉ ୭ ପ୍ରାଣ ନେଲା କରୋନା, ସାମିଲ ଅଛି ୫ ବର୍ଷର ଶିଶୁ
ଭୁବନେଶ୍ୱର,୨୮ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭…
ଗୋଟିଏ ଦିନରେ ୧୨୧୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୮ ।୭(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୨୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫୩ ଜଣ ଓ ସ୍ଥାନୀୟ…