CHARIDHAM
Browsing Category

ରାଜ୍ୟ

ଖୁସି ଖବର : ଓଡ଼ିଶାରେ ଆଜି ୭୫୬୪ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୧।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୭୫୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ପୁରୀରେ ଚନ୍ଦନ ଯାତ୍ରା ଏବଂ ରଥ ନିର୍ମାଣ କାର୍ଯ୍ୟ ପାଇଁ ଲାଗୁ ହେବ ୧୪୪ ଧାରା

ପୁରୀ, ୧୧/୫: ସମସ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ୧୪୪ ଧାରା ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାର୍ଷିକ ଚନ୍ଦନ ଯାତ୍ରା ପୁରୀର ନରେନ୍ଦ୍ର ପୁଷ୍କରିଣୀ ଅନୁଷ୍ଠିତ ହେବ ।  ମଙ୍ଗଳବାର ଏନେଇ ଛତିଶା ନିଯୋଗ ସହ ବୈଠକ ପରେ…

ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ନବୀନ

ଭୁବନେଶ୍ୱର, ୧୧/୫: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତେବେ ଏବେବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ସେପଟେ ଆଜି ତାଙ୍କ…

ଭୁବନେଶ୍ୱରରେ ଆଜି ୧୧୯୬ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

ସରିଲା ସମୀକ୍ଷା: କରୋନାକୁ ନେଇ କ’ଣ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୧ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ପଜିଟିଭ ହାର ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

କରୋନାକୁ ହରାଇଲେ ୩ ଶିଶୁ

ବ୍ରହ୍ମପୁର, ୧୧/୫: ରାଜ୍ୟରେ ଜାରି ରହିଛି କରୋନାର ପ୍ରକୋପ  । କରୋନାର ଦ୍ୱିତୀୟ ଲହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ତେବେ ଏହାରି ଭିତରେ ଦେଖିବାକୁ…

୧୬ଟି ଜିଲ୍ଲାରେ ଆରଟିପିସିଆର୍ ଲ୍ୟାବ୍ ପାଇଁ ଖର୍ଚ୍ଚ ହେବ ୨୦ କୋଟି

ଭୁବନେଶ୍ୱର, ୧୧/୦୫(ଓଡିଶା ଭାସ୍କର) : ରାଜ୍ୟର ୧୬ଟି ଜିଲ୍ଲା ସଦର ମହକୁମାରେ ହେବ ଆରଟିପିସିଆର୍ ଲ୍ୟାବ୍ । ଏହି ଲ୍ୟାବ୍ ଗୁଡିକର ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କାକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ…

ଅନଲାଇନ୍ ଟିକାକରଣ ନାଁରେ ମାତିଛନ୍ତି ସାଇବର୍ ଲୁଟେରା, ଫୋନକୁ ଆସୁଛି ଫେକ୍ ଲିଙ୍କ୍

ଭୁବନେଶ୍ୱର, ୧୧/୦୫ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଟିକାକରଣ କେନ୍ଦ୍ରରେ ଭିଡ ଜମୁଥିବାରୁ ଅନଲାଇନରେ ସ୍ଲଟ୍ ବୁକିଂ…

କରୋନା ସଂକ୍ରମିତ ବୋଲି ପ୍ରମାଣ ନାହିଁ, ତଥାପି ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ

ଗୁଣୁପୁର, ୧୧ା୫ (ଓଡିଶା ଭାସ୍କର): କରୋନା ପାଇଁ ଆଜି ନିଜ ଲୋକ ପର ହୋଇଯାଉଛନ୍ତି । ସଂକ୍ରମଣ ଭୟରେ ରକ୍ତ ରକ୍ତଠାରୁ ଦୂରେଇ ଯାଉଛି । ଏଭଳି ଉଦାହରଣ ଦେଖିବାକୁ ମିଳିଛି ଗୁଣୁପୁର ଅଞ୍ଚଳରେ । ପଦ୍ମଚରଣ ତୁଳ (୫୭) ନାମକ…

ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ

ଭୁବନେଶ୍ୱର, ୧୧/୦୫ (ଓଡିଶା ଭାସ୍କର) : ରାଜଧାନୀରେ ଭୁବନେଶ୍ୱରରେ ବଜ୍ରପାତ ଆଲର୍ଟ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହର, ବ୍ଲକ୍ ଓ ବାଲିଅନନ୍ତା ବ୍ଲକ୍ କୁ ଆଲର୍ଟ କରାଯାଇଛି । ଦିନ ୧୨ଟା ୪୫…