
Browsing Category
ରାଜ୍ୟ
ଅସମ୍ଭାଳ ସ୍ଥିତି: ଭୁବନେଶ୍ୱରରୁ ଆଜି ପୁଣି ୪୬୮ ପଜିଟିଭ ଚିହ୍ନଟ,୧୨୩ ସୁସ୍ଥ
ଭୁବନେଶ୍ୱର,୧୯।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…
୧ ମେ’ରୁ ୧୮ରୁ ଅଧିକ ବୟସ୍କଙ୍କୁ ଟିକା
ବିଶ୍ୱରେ କରୋନା ଭାଇରସର ଦ୍ୱିତୀୟ ଲହରର ଭୟାବହତା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ । ଭାରତରେ ମଧ୍ୟ ଟିକାକରଣକୁ ବ୍ୟାପକ କରାଯାଇଛି । ଏଭଳି ପରିସ୍ଥିତିରେ ଆଜି କେନ୍ଦ୍ର…
ଓଡିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍
ଭୁବନେଶ୍ୱର୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ବଢି ବଢ଼ି ଚାଲିଥିବା ବେଳେ ଆଜି ଏସଆରସି ଏକ ଗୁରୁତ୍ୱପୁର୍ଣ୍ଣ ସୂଚନା ଦେଇଛନ୍ତି । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍…
ଆସନ୍ତାକାଲି ରୁକୁଣା ରଥଯାତ୍ରା, ମୁତୟନ ହେବେ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ
ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ…
ସନ୍ଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ୱପୁର୍ଣ୍ଣ ସୁଚନା
ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : କରୋନା ସ୍ଥିତି ନେଇ ଆଜି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଶୁଣାଇପାରନ୍ତି ଏସଆରସି । ଆଜି ସନ୍ଧ୍ୟା ୭ଟାରେ ଏସଆରସି ଓଡିଶାବାସୀଙ୍କୁ ସୁଚନା ଦେବେ ବୋଲି ଜଣାପଡିଛି । ରାଜ୍ୟରେ…
ପିପିଲି ଉପନିର୍ବାଚନ: ରାଲି ବନ୍ଦ କଲା ବିଜେଡି
ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ପିପିଲି ରେ ପ୍ରଚାର ବନ୍ଦ କଲା ବିଜେଡି । ଆଜି ଏନେଇ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୁଚନା…
ଔଷଧ କଳାବଜାରୀ ରୋକିବା ପାଇଁ ଗଠନ ହେଲା ୨୩ଟି ଫ୍ଲାଇଂ ସ୍କ୍ୱାଡ୍
ଭୁବନେଶ୍ୱର୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ବଢିବାରେ ଲାଗିଛି । ଏହି ସମୟରେ ଔଷଧ ଏବଂ ଅନ୍ୟାନ ସାମଗ୍ରୀର କଳାବଜାରୀ ରୋକିବା ପାଇଁ ଏକ କମିଟି ଗଠନ କରାଯାଇଛି । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ…
ଘୁଞ୍ଚିଲା ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲାର ଶୁଣାଣି
ଭୁବନେଶ୍ୱର ୧୯ ।୪ (ଓଡିଶା ଭାସ୍କର) : ବର୍ଷା ଅନୁଭବଙ୍କ ଛାଡପତ୍ର ମାମଲାର ଘୁଞ୍ଚିଲା ଶୁଣାଣି । କଟକ ପରିବାର ଅଦାଲତରେ ହୋଇ ପାରିଲା ନାହିଁ ମାମଲାର ଶୁଣାଣି । ଅବେଦନକାରୀ ବର୍ଷାଙ୍କୁ ମାମଲାର କପି ଦିଆଯାଇ ନଥିବାରୁ…
ଟିକା ନେବା ପରେ ବି ହେବେ କରୋନା ସଂକ୍ରମିତ
ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : : ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାକୁ ଲାଗିଛି । ଆକ୍ରାନ୍ତଙ୍କ ବୃଦ୍ଧି ପାଉଥିବା ବେଳେ ସୁସ୍ଥହାର ମଧ୍ୟ ବଢ଼ିବାକୁ ଲାଗିଛି । ଏହି ପରିପ୍ରେକ୍ଷୀରେ ଜନସ୍ୱାସ୍ଥ୍ୟ…
ରାଜ୍ୟରେ ବିଗୁଡୁଛି କରୋନା ସ୍ଥିତି, ରୋଗୀଙ୍କ ପାଇଁ ରାଜ୍ୟରେ ଏତିକି ରହିଛି କୋଭିଡ୍ ବେଡ୍
ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଦୈନିକ ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାର ଅନେକ…