Browsing Category
ରାଜ୍ୟ
ଆଜିଠାରୁ ପୁଣି କଡ଼ାକଡ଼ି ହେବ କୋଭିଡ୍ କଟକଣା: ମାସ୍କ ନ ପିନ୍ଧିଲେ ଫାଇନ୍
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଦେଶର କିଛି ରାଜ୍ୟରେ କରୋନା ମହାମାରୀ ପୁଣି ଥରେ କାୟା ବିସ୍ତାର କରିବାକୁ ଲାଗିଲାରି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି…
ଅଶ୍ଳିଳ ଭିଡିଓ ବନାଇ ପ୍ରଫେସରଙ୍କୁ ବ୍ଲାକମେଲ୍: ମହିଳା ମାଗିଲେ ୧୦ ଲକ୍ଷ, ହେଲେ ଗିରଫ
ନୂଆଦିଲ୍ଲୀ, ୨୧ା୨: ଉତ୍ତରପ୍ରଦେଶରେ ଜଣେ ମହିଳା ସାମ୍ବାଦିକାଙ୍କ କଳାକାରନାମା ପଦାକୁ ଆସିଛି । ମହିଳାଜଣକ ଜଣେ ପ୍ରଫେସରଙ୍କ ଅଶ୍ଳିଳ ଭିଡିଓ ବନାଇବା ପରେ ୧୦ ଟଙ୍କା ଦାବି କରିଛନ୍ତି । ମହିଳାଜଣକ ଦୁଇଜଣ ସହଯୋଗୀଙ୍କ ସହ…
ଆସନ୍ତାକାଲିଠାରୁ ବଢ଼ିବ ତାପମାତ୍ରା
ଭୁବନେଶ୍ୱର, ୨୧ା୨ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ରାଜ୍ୟରେ ଖରାପ ପ୍ରକୋପ ବୃଦ୍ଧି ପାଇବ ଓ ଶୀତ ଫେରିବାର ସମ୍ଭାବନା କମ ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ…
ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): କୋଭିଡକୁ ନେଇ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖାଦେଲାଣି ।…
ଘାଟିରେ ଓଲଟିଲା ବସ୍, ୭ ଗୁରୁତର
ବାଲିଗୁଡା,୨୦ ।୨(ଓଡିଶା ଭାସ୍କର): ବାଲିଗୁଡା ଘାଟିରେ ନିୟନ୍ତ୍ରଣ ହରାଇ ଓଲଟି ପଡିଛି ବସ୍ । ବସ୍ ଓଲଟିବା ଫଳରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପେତାରବାଡି ଘାଟିରେ ବସଟି ଓଲଟିପଡିଥିବା ସୂଚନା ମିଳିଛି ।…
ମା, ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାୟଗଡା,୨୦ ।୨(ଓଡିଶା ଭାସ୍କର): ୪ ବର୍ଷର ପୁଅ ସହ ମହିଳାଙ୍କ ଝୁଲନ୍ତା ଉଦ୍ଧାର ହୋଇଛି । ରାୟଗଡା ଜିଲ୍ଲା ଜେକେ ପେପର ଏସପିଟି କଲୋନୀ ଘର ଭିତରୁ ୨ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ୨ ଜଣଙ୍କ ମୃତ୍ୟୁର କାରଣ…
ବଜେଟ୍ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ
ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): ବଜେଟ୍ ପୂର୍ବରୁ ବିଧାନସଭାରେ ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଜାତୀୟ ଆର୍ଥିକ ସଙ୍କୋଚନ ଠାରୁ ଓଡିଶାର ସଙ୍କୋଚନ କମ୍ ଆସିଛି । ୨୦୨୧-୨୧ରେ ଡିଜିପି…
ଗଞ୍ଜେଇ ଚାଲାଣ ବେଳେ କାବୁ କଲା ପୋଲିସ , ଦେଖନ୍ତୁ ଭିଡ଼ିଓ
https://www.youtube.com/watch?v=VuiPjdEY3uI
ରିମାଣ୍ଡରେ ଯିବ ସାଇବର ଠକ
ବାଲେଶ୍ୱର,୨୦ ।୨(ଓଡିଶା ଭାସ୍କର): ବାଲେଶ୍ୱରରୁ ସାଇବର ଠକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଇବର ଠକ ତଥା ବସ୍ତା ଥାନା ବାରମାଢ଼ିଆ ଗାଁର ସନମୟ ପରିଡ଼ାକୁ ପୋଲିସ ଗିରଫ କରିଛି । ବସ୍ତା ବଜାରରେ ତାଙ୍କର ଆଧାର କରେକ୍ସନ…
ରାଜଧାନୀରେ କଡ଼ାକଡ଼ି ହେବ କୋରୋନା କଟକଣା
ଭୁବନେଶ୍ୱର,୨୦ ।୨(ଓଡିଶା ଭାସ୍କର): କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ହେବ କଟକଣା । ମାସ୍କ ଓ ସାମାଜିକ ଦୂରତା ଚେକିଂ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ । ରାଜଧାନୀରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ…