Browsing Category

ରାଜ୍ୟ

ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଚାଷୀ ମାନଙ୍କୁ  ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯାଇଛି ।ଡିବିଟି ମାଧ୍ୟମରେ କାଳିଆ ସହାୟତା ପ୍ରଦାନ କଲେ ଓଡିଶା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର…

କେନ୍ଦ୍ର ସରକାର ବାଇ-ଲ’ ପ୍ରତ୍ୟାହାର କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ ବାଇ-ଲ’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି । ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର…

ରାଜ୍ୟରେ ଚିହ୍ନଟ ହେଲେ ୫୮ କରୋନା ପଜିଟିଭ୍

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୫୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ…

ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ସନ୍ଦେହ

କଳାହାଣ୍ଡି,୧୨ ।୨(ଓଡିଶା ଭାସ୍କର): କଳାହାଣ୍ଡି କାର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାର ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ହୋଇଥିବା ସନ୍ଦେହ ହେଉଛି ବୋଲି ପିସିସିଏଫ ଶଶୀ…

ଚାଷୀଙ୍କୁ ମିଳିବ ତୃତୀୟ କିସ୍ତି କାଳିଆ ଟଙ୍କା, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଚାଷୀଙ୍କୁ ମିଳିବ ତୃତୀୟ କିସ୍ତି କାଳିଆ ଟଙ୍କା । ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ କାଳିଆ ଟଙ୍କା ପ୍ରଦାନ କରାଯିବ । ୨୦୨୦-୨୧…

ଦୁର୍ଘଟଣାକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ: ୭ ପୋଲିସ କର୍ମଚାରୀ, ୩ ଗ୍ରାମବାସୀ ଆହତ

ସୋର, ୧୨ା୨ (ଓଡିଶା ଭାସ୍କର): ଗ୍ରାମବାସୀଙ୍କ ପଥର ମାଡ଼ରେ ୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଙ୍ଗୁଳା ଛକରେ ଘଟିଥିବା ଏକ ଦୁର୍ଘଟଣାକୁ ନେଇ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ତେବେ…

କୋଟିଆ ମାମଲାରେ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ,୧୨ ।୨: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଆଜି ଶୁଣାଣି ହୋଇଛି । ଓଡିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ…

ଖୁବଶୀଘ୍ର ହାଇଟେକ୍ ଜମାକାରୀ ଫେରିପାଇବେ ସେମାନଙ୍କର ପ୍ରାପ୍ୟ

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଖୁବଶୀଘ୍ର ହାଇଟେକ ଜମାକାରୀଙ୍କୁ ମିଳିବ ସେମାନଙ୍କର ଟଙ୍କା । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଜମାକାରୀମାନେ ଟଙ୍କା ଫେରସ୍ତ ପାଇବା ପାଇଁ…

ରିମାଣ୍ଡରେ ଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଦିନିକିଆ ରିମାଣ୍ଡରେ ଗଲେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ବ୍ରହ୍ମପୁର ଜେଲରୁ ଉଭୟଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ ।…