Browsing Category

ରାଜ୍ୟ

୧୭ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ୧୭ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ବଜେଟ୍ ଅଧିବେଶନ…

ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲାଙ୍ଗୀର,୧୧ ।୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ବଲାଙ୍ଗୀର ବନ ବିଭାଗରେ ଡେପୁଟି ରେଞ୍ଜର କେଶବ କିଶୋର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେଶବଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ…

ମିଳିଲା ମୁଣ୍ଡବିହୀନ ମହିଳାଙ୍କ ପରିଚୟ

ଭୁବନେଶ୍ବର,୧୧ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ…

୩ ଦିନ ବଢିଲା ଟିକାଦାନ ଅବଧି

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ପାଇଁ ୩ ଦିନ ବଢିଛି ଅବଧି । ୧୩ ତାରିଖ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାପାଳ ଓ…

ଟ୍ରକ୍ ଧକ୍କାରେ ଦମ୍ପତ୍ତିଙ୍କ ମୃତ୍ୟୁ

ଯାଜପୁର,୧୦ ।୨(ଓଡିଶା ଭାସ୍କର) : ସଡ଼କ ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ । ଯାଜପୁର ଜିଲ୍ଲା ଜେନାପୁର ଥାନା NH-୧୫ ଚଢେଇଧରା ତଳ ଛକ ନିକଟରେ ସ୍କୁଟିକୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍ବାମୀ ଓ…

ନଦୀରେ ବୁଡି ଦୁଇ ନାବାଳକଙ୍କ ସଲିଳସମାଧି

ରାଉରକେଲା,୧୦ ।୨(ଓଡିଶା ଭାସ୍କର) : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର କୋଏଲ ନଦୀରେ ଅଘଟଣ । ଆଜି କୋଏଲ ନଦୀରେ ବୁଡି ଆଉ ଦୁଇଜଣ ନାବାଳକଙ୍କର ମୃତ୍ୟୁ ହୋଇଛି । ଭାଟା ବସ୍ତି ନିକଟ କୋଏଲ ନଦୀରୁ ୩ ନାବାଳକଙ୍କ ମୃତଦେହ…

୯ ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ୫T ଅଧିନରେ ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କାଗଜବିହୀନ ହେବ । ପ୍ରତମ ରାଜ୍ୟ ଭାବେ…

ବଢିଲା ମାଟ୍ରିକ୍ ଫର୍ମ ପୂରଣର ଅବଧି

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ମାଟ୍ରିକ୍ ପାର୍ଷିକ ପରୀକ୍ଷା ଫର୍ମ ପୂରଣ ଅବଧି ୨ ଦିନ ବୃଦ୍ଧି ପାଇଛି । ୧୨ ଫେବ୍ରୁଆରୀ ମଧ୍ୟରାତ୍ରୀ ଯାଏଁ ଫର୍ମ ପୂରଣର ଅବଧିକୁ ବୃଦ୍ଧି କରାଯାଇଛି । ଯଦି ପିଲା ଫର୍ମ ପୂରଣ…

ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣାରେ ଛାନଭିନ ଜାରି ରହିଛି । ଖୁବଶୀଘ୍ର ଖୋଲବାକୁ ଯାଉଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଯାଜପୁର ପୋଲିସକୁ ମିଳିଛି…