Browsing Category

ରାଜ୍ୟ

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): ଆସନ୍ତାକାଲି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ମନ୍ତ୍ରୀଙ୍କଠାରୁ ବର୍ଷକର ହିସାବ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦିନ ୧୧ଟା ୪୫ରେ…

ପୁଣି ମାଡିଲା କରୋନା: ରାଜ୍ୟରେ ଆଉ ୬୭ ଚିହ୍ନଟ

ଭୁବନେଶ୍ୱର,୨୮ ।୫(ଓଡିଶା ଭାସ୍କର): ରାଜ୍ୟର ୧୦ଟି ଜିଲ୍ଲାରେ ୬୭ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏହି…

କରୋନା ପାଇଁ ନରବଳୀ! କଟୁରିରେ କାଟି ଅଲଗା କଲେ ମୁଣ୍ଡ-ଗଣ୍ଡି

ନରସିଂହପୁର,୨୮ ।୫(ଓଡିଶା ଭାସ୍କର): କଟକ ଜିଲ୍ଲା ନରସିଂହପୁର ବନ୍ଧହୁଡା ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ମାଆ ବ୍ରାହ୍ମଣୀ ଦେଇ ମନ୍ଦିର ଭିତରେ ଗାଁର ଜଣେ ବ୍ୟକ୍ତିଙ୍କ ମୁଣ୍ଡ ହାଣି ହତ୍ୟା କରିଛନ୍ତି ପୂଜାରି…

ରାଜ୍ୟରେ ଆଜିଠୁ ଗଡ଼ିବ ଘରୋଇ ବସ

ଭୁବନେଶ୍ୱର,୨୮/୫(ଓଡିଶା ଭାସ୍କର): ରାଜ୍ୟରେ ଆଜିଠୁ ଗଡିବ ଘରୋଇ ବସ । ବସ ଚଳାଚଳ ନେଇ ବସ ମାଲିକ ସଂଘ  ନିଷ୍ପତ୍ତି ନେଇଛି। କିନ୍ତୁ ବସ୍ ଭଡା ବଢିବ ନାହିଁ । ସିଟ୍ ସଂଖ୍ୟା ଅନୁଯାୟୀ ବସରେ ଯାତ୍ରା କରିବେ ଯାତ୍ରୀ ।…

ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ

ଗଂଜାମ, ୨୭/୫(ଓଡ଼ିଶା ଭାସ୍କର): ଗଞ୍ଜାମରେ ପ୍ରଥମ ଥର ପାଇଁ ୨ ହୋମ୍‌ଗାର୍ଡ ଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି।  ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ପୋଲସରା ଥାନା ଅଧୀନରେ ଦୁହେଁ କାର୍ଯ୍ୟରତ…

ବିଳମ୍ବିତ ରାତିରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡି

ପୁରୀ, ୨୭ା୫(ଓଡ଼ିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ରାତି ୧ଟାରୁ ଭୋର୍ ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ । ପରେ ଭୋର୍ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ । ଭୋର୍…

ଗ୍ରୀଷ୍ମ ପ୍ରବାହ ନେଇ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି ।ପଶ୍ଚିମ ଓଡ଼ିଶାର ୬ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି…

ବଢ଼ିବନି ବସ୍ ଭଡ଼ା: ଏସଟିଏ

ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏନେଇ ଟ୍ୱିଟ ଜରିଆରେ ବସ୍ ଭଡ଼ା ବଢ଼ିନଥିବା ସ୍ପଷ୍ଟ କରିଛି ଏସଟିଏ ।…