Browsing Category

ରାଜ୍ୟ

ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ରାଉରକେଲା,୪।୨(ଓଡିଶା ଭାସ୍କର) : ରାଉରକେଲା ବିଶ୍ରା ମହିପାଣି ନିକଟରେ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ। ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍‌ବାହୀ ଟ୍ରେନ । ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ

ଭୁବନେଶ୍ୱର,  ୩ ।୨  ;ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ଙ୍କୁ ଭେଟିଲେ ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କଲେ ସେଲ୍‌ ଅଧ୍ୟକ୍ଷା । ସେଲ୍‌ ଅଧ୍ୟକ୍ଷା ହେବା…

ବିଷାକ୍ତ ଖାଦ୍ୟ ଖାଇ ୬ ଅଙ୍ଗନବାଡି ଶିଶୁ ଗୁରୁତର

ମାଲକାନଗିରି,୩ ।୨: ମାଲକାନଗିରିର ଏକ ଅଙ୍ଗନବାଡି କେନ୍ଦ୍ରରେ ଅଘଟଣା ଘଟିଛି । ବିଷାକ୍ତ ଖାଦ୍ୟ ଖାଇ ୬ ଶିଶୁ ଗୁରୁତର ହୋଇଛନ୍ତି । ଝାଡାବାନ୍ତି ଯୋଗୁଁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ହଟିଲା ଅନ୍ଧାର: ପଳାଶୁଣି ଛକରୁ ଲିଙ୍ଗିପୁର ଛକ ଆଲୋକୀକରଣ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): କଟକ -ପୁରୀ ବାଇପାସ୍ ରାସ୍ତାରୁ ହଟିଲା ଅନ୍ଧାର । ପଳାଶୁଣି ଛକରୁ ଲିଙ୍ଗିପୁର ଛକ ଯାଏ ୧୨ କିମି ରାସ୍ତାରୁ ଅନ୍ଧାର ହଟିଛି । ଏହି ଆଲୋକୀକରଣ ବ୍ୟବସ୍ଥାର ଆଜି ଉଦଘାଟନ କରିଛନ୍ତି…

କାଲି ସକାଳ ସୁଦ୍ଧା ୮ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଆସନ୍ତାକାଲି ସକାଳ ସୁଦ୍ଧା ୮ ଜିଲ୍ଲାରେ ଶୀତ ଲହରି ଜାରି ରହିବାର ଆଶଙ୍କା ରହିଛି । ଫଳରେ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି…

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବିନିକା,୩ ।୨(ଓଡିଶା ଭାସ୍କର): ଭିଜିଲାନ୍ସରେ ଜାଲରେ ଫସିଲେ ବିନିକା ଫରେଷ୍ଟର ଜଗବନ୍ଧୁ ବାରିକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ହୋଇଛି। ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକା ସାଙ୍ଗରେ ୩ଟି ସ୍ଥାନରେ…

ବଢିଲା ୧୦ମ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ମାଟ୍ରିକ ଫର୍ମପୂରଣ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ମାଟ୍ରିକ୍ ପିଲାଙ୍କ ଫର୍ମପୂରଣ ଅବଧି ୧୦ ଫେବ୍ରୁଆରୀ ଯାଏଁ ବୃଦ୍ଧି ପାଇଛି । ପୂର୍ବରୁ ଫର୍ମପୂରଣର ଅବଧି ଫେବ୍ରୁଆରୀ ୨…

ଝରାଫୁଲ ମୃତ୍ୟୁ ମାମଲା: ଗେଷ୍ଟ ହାଉସରେ ଅଭିଯୁକ୍ତ ରାକେଶ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ରାମେଶ ସ୍ୱାଇଁକୁ ନେଇ ଭୁବନେଶ୍ୱରରେ ପହଞ୍ଚିଛି ପୋଲିସ ।…

ITI ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ଆଇଟିଆଇ ଛାତ୍ରାଛାତ୍ରୀମାନଙ୍କର ହଷ୍ଟେଲ ଫି ଛାଡ କରାଯିବ । ୯ ମାସର ହଷ୍ଟେଲ ଫି’ ଛାଡ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୯ମାସର ହଷ୍ଟେଲ ଫି’ ୧୧୨୫…