Browsing Category

ରାଜ୍ୟ

ପ୍ରଦୀପ ପାଣିଗ୍ରାହୀ ମାମଲା: ଲୋକାୟୁକ୍ତଙ୍କ ଆଦେଶ ହାଇକୋର୍ଟରେ ଖାରଜ

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ବିଧାୟକ ପ୍ରଦୀପ ପାଣିଗାହୀଙ୍କ ଲୋକାୟୁକ୍ତ ମାମଲାରେ ଆସିଛି ନୂଆ ତଥ୍ୟ । ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ । ଭିଜିଲାନ୍ସ ଏ ମାମଲାରେ ତଦନ୍ତ କରିପାରିବ…

ବନ୍ଧାହେଲେ ମୃଦୁ ପାନୀୟ ଫ୍ୟାକ୍ଟ୍ରି ମାଲିକ

ମଞ୍ଚେଶ୍ୱର,୩ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଓ କଟକରେ ଅନେକ ନକଲି ମାଲ୍ ଜବତ ହେବାରେ ଲାଗିଛି । ଏହାରି ମଧ୍ୟରେ ଗତକାଲି ଭୁବନେଶ୍ୱରର ମଞ୍ଚେଶ୍ୱରରୁ ନକଲି ମୃଦୁ ପାନୀୟ ଜବତ କରାଯାଇଥିଲା । ଏହି ମାମଲାରେ…

୫ଟି ସଚିବଙ୍କ ପଶ୍ଚିମ ଓଡ଼ିଶା ଗସ୍ତ: କଲେ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବରଗଡ଼, ୩ା୨ (ଓଡିଶା ଭାସ୍କର): ଆଜି ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ୫ଟି ସଚିବ ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି…

ରାଜ୍ୟସଭାରେ ହେବ ଚାଷୀ ଆଲୋଚନା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ପରେ ବି ଏହାର କୌଣସି ସମାଧାନ ହୋଇପାରୁ ନାହିଁ । ଚାଷୀ ଆନ୍ଦୋଳନ…

ଅଫିସରେ ଦିଆଯିବ କରୋନା ଟିକା

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମଚାରୀଙ୍କର ଟିକାକରଣ ହୋଇଛି । ଏହା ପରେ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରରେ ଟିକା ରୁମ୍ ହେବ । ଏନେଇ ପରିବାର…

୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହର

ଭୁବନେଶ୍ୱର, ୩ା୨ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଥଣ୍ଡା ଫେରିଛି । ଗତ ତିନିଦିନ ଧରି କ୍ରମାଗତ ଭାବେ ଥଣ୍ଡା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ…

ଶ୍ରୀଜଗନ୍ନାଥଙ୍କ ବନକଲାଗି: ଅପରାହ୍ଣ ୪ରୁ ରାତ୍ରି ୮ ବନ୍ଦ ରହିବ ଦର୍ଶନ

ପୁରୀ, ୩ା୨ (ଓଡିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଭୁଙ୍କ ଦର୍ଶନ ଅପରାହ୍ଣ ୪ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୪ ଘଣ୍ଟାରେ…

ଇସ୍ତଫା ଦେଲେ ଆମାଜନ୍ ସିଇଓ ଜେଫ୍ ବେଜୋସ୍

ନୂଆଦିଲ୍ଲୀ, ୩ା୨: ଅନ୍ତଃରାଷ୍ଟ୍ରୀୟ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସେ ନିଜ ପଦରେ ରହିବେ ବୋଲି ଜଣାପଡ଼ିଛି । ତେବେ ଆମାଜନ କମ୍ପାନୀ…

ଟ୍ରକ୍ ଓଲଟି ଜଣେ ମୃତ, ୩ ଆହତ

ନୟାଗଡ଼, ୩ା୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ଶିଖରପୁର ଗାଁରୁ ଭୁବନେଶ୍ୱର ଯାଉଥିବା ସମୟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାର ଜଣଙ୍କର ମୃତ୍ୟୁ ଘଟିବାସହ ୩ ଆହତ ହୋଇଛନ୍ତି । ତେବେ…

ମାଲକାନଗିରି ଜିଲ୍ଲାର ବିଜେଡି କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ ଦାସ

ମାଲକାନଗିରି୨/୨ ଆଜି ମାଲକାନଗିରି ଜିଲ୍ଲାକୁ ଏକାଧିକ ବିଜେଡ଼ି ମୁଖିଆ ଗ୍ରସ୍ଥ ଯୋଗୁଁ ବିଜେଡି ଦଳୀୟ କର୍ମୀଙ୍କ ଉତ୍ସାହ ବହୁଗୁଣିତ ହୋଇଥିଲା । ଜିଲ୍ଲା ବିଜେଡିର ସଭାପତି ତଥା ଚିତ୍ରକୋଣ୍ଡା ଏମଏଲଏ ପୂର୍ଣ ବାକା ଙ୍କ…