CHARIDHAM
Browsing Category

ରାଜ୍ୟ

୮ କୋଟି ଜାଲ୍ ନୋଟ୍ ଜବତ କଲା ପୋଲିସ

କୋରାପୁଟ, ୨ା୩ (ଓଡିଶା ଭାସ୍କର): କୋରାପୁଟରୁ ପ୍ରାୟ ୮ କୋଟି ଟଙ୍କାର ଜାଲ୍ ନୋଲ ଜବତ କରାଯାଇଛି । କାରରେ ଛତିଶଗଡ଼ ଯାଉଥିବା ବେଳେ ଏହି ନକଲି ନୋଟ୍ ଜବତ କରାଯିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି । । ସୂଚନା…

୧୦ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ୧୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର, ୨ା୩ (ଓଡିଶା ଭାସ୍କର): ୩ ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ ୧୦ ବରିଷ୍ଠ ଅଧିକାରୀ । ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ଶିକ୍ଷା, ସ୍ୱାସ୍ଥ୍ୟ,…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ ରେଡ୍

ଗଜପତି, ୨ା୩ (ଓଡିଶା ଭାସ୍କର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । କନିଷ୍ଠ ଯନ୍ତ୍ରୀ ନାଗେଶ୍ୱର ସେନାପତି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ…

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ

ପୁରୀ, ୨ା୩ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଇଁ ରଥକାଠ ବୌଦ୍ଧରୁ ଅଣାଯିବ । ତେଣୁ ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ଆଜି…

ବସ୍ ଓଲଟି ୧୦ ଆହତ

ମହାକାଳପଡ଼ା, ୨ା୩ (ଓଡିଶା ଭାସ୍କର): କେନ୍ଦ୍ରାପଡ଼ାରେ ଏକ ବସ୍ ଓଲଟି ପଡ଼ିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ବସଟି କଟକ ଆସୁଥିବା ସମୟରେ…

୩୯ ଡିଗ୍ରୀ ଟପିଲା ୬ ସହରର ତାପମାତ୍ରା

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ୩୯.୮ ଡିଗ୍ରୀ ସହ ବାରିପଦା ଓ ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ହୋଇଥିବା ବେଳେ…

ଜଉଗଡ ଐତିହ୍ୟ ମହୋତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଗଞ୍ଜାମର ପ୍ରସିଦ୍ଧ ଜଉଗଡ ଐତିହ୍ୟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିନ ତାପମାତ୍ରା ଆଉ ୫ଂ ବଢିବ !

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ । କିଛି ଜିଲ୍ଲାର ତାପମାତ୍ରାରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦିନର ତାପମାତ୍ରା…

ଓଲଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର

ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ନିକଟ ପୁଇଁତଳାରେ ଘଟିଛି ଏହି ଦୁର୍ଘଟଣା । ଆମୋନିଆ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ଓଲଟିପଡିଥିବା ଜଣାପଡିଛି…