Browsing Category

ରାଜ୍ୟ

ଦିନକରେ ରାଜ୍ୟରେ ୨୨୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୨ ।୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୨୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୪ଜଣ…

କୋଭିଡ ଭ୍ୟାକସିନେସନ: ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ ରେଜିଷ୍ଟ୍ରେସନ

ଭୁବନେଶ୍ୱର, ୧୨ା୧ (ଓଡିଶା ଭାସ୍କର): ଆଜି ଭ୍ୟାକସିନ ରାଜ୍ୟରେ ପହଞ୍ଚିବା ପରେ ଲୋକଙ୍କୁ ପ୍ରଦାନ କରାଯିବ । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା ଭୁବନେଶ୍ୱରରେ ଆଜି ପହଞ୍ଚିବ । ତେବେ ଟିକା…

ପରୀ ମାମଲା: ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ,୧୨ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କଲାନି ଏସଆଇଟି । ଗତ ୧୬ରେ ଏସଆଇଟି ଦେଇଥିବା ଷ୍ଟାଟସ ରିପୋର୍ଟ ଖୋଲାଗଲା…

ଭୁବନେଶ୍ୱର ଓ ପୁନେ ମଧ୍ୟରେ ବିମାନ ସେବା

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରୁ ଓ ପୁନେ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଚଳାଚଳ କରିବ ଏୟାର ଏସିଆର ସ୍ୱତନ୍ତ୍ର ବିମାନ । ଏଥିପାଇଁ ଦରକାର ଥିବା ଆର୍ଥିକ ସହାୟତା ରାଜ୍ୟ ସରକାର…

ଭୁବନେଶ୍ୱରରେ ଆଜି ପହଞ୍ଚିବ କୋଭିସିଲ୍ଡ ଟିକା

ଭୁବନେଶ୍ୱର, ୧୨ା୧ (ଓଡିଶା ଭାସ୍କର): କରୋନା ଟିକାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହୋଇଆସୁଛି । ତେବେ ଆଜି କରୋନା ଟିକା ରାଜ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ଣ ୩ଟା ୧୫…

ଗଞ୍ଜା ଲଢ଼େଇକୁ ନେଇ ଜୁଆ ଖେଳ: ପୋଲିସକୁ ଆକ୍ରମଣ, ୧୬ ଗିରଫ

ମାଲକାନଗିରି, ୧୨ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଜୁଆ ଖେଳ ସମୟରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଏହି ଅତର୍କିତ ଆକ୍ରମଣ ଫଳରେ ୪ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ ୧୬ ଜଣକୁ ଗିରଫ କରାଯାଇଥିବା…

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୋନସ୍, ଜାଣନ୍ତୁ କେତେ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ଆସିଛି ବଡ ଖୁସି ଖବର । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍ ରାଶି ସମେତ ସହାୟତା ରାଶିକୁ ମଞ୍ଜୁରି ମିଳିଛି । ବୋନସ୍ ଓ ଅନ୍ୟାନ୍ୟ…

ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଅବସର ପରେ ଆଜି ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ସେ ଦାୟତ୍ବ ଗ୍ରହଣ କରିଛନ୍ତି ।…

କରୋନା ଟିକାକରଣକୁ ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଯିବ । କରୋନା ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ…

ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ବନ୍ଧାହେଲେ ବରିଷ୍ଠ କିରାଣୀ

ବଲାଙ୍ଗୀର. ୧୧ ।୧: ଭିଜିଲାନ୍ସ ଜାଲରେ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର । ବଲାଙ୍ଗିର ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ରେକର୍ଡ କିପର ଅସିତ ଯୋଶୀଙ୍କୁ ଧରିଲା ଭିଜିଲାନ୍ସ । ୨୮ ହଜାର ଟଙ୍କା ଲାଞ୍ଚ…