Browsing Category
ରାଜ୍ୟ
ଫେରନ୍ତା ଶ୍ରମିକଙ୍କ ଖାଦ୍ୟ ନିରାପତ୍ତା ଉପରେ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଆଜି ବିଭିନ୍ନ ଜିଲ୍ଲାପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଭିଡ଼ିଓ କନଫରେନ୍ସ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ବସ୍ ଇନସୁରାନ୍ସ ଅବଧି ୬ମାସ ବୃଦ୍ଧି କରାଯାଉ: ପରିବହନ ମନ୍ତ୍ରୀ
ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ପରିବହନମନ୍ତ୍ରୀ ନୀତିନ ଗଡ଼କରିଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପଦ୍ମନାଭ ବେହେରା…
ବସ୍ ଯୋଗେ ସୁରତରୁ ଗଞ୍ଜାମ ଫେରୁଛନ୍ତି ଶ୍ରମିକ
ଗଞ୍ଜାମ, ୨୮ା୪(ଓଡ଼ିଶା ଭାସ୍କର): ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଓଡ଼ିଆ ଶ୍ରମିକମାନେ ଫସି ରହିଛନ୍ତି । ଆଜି ସୁରତରୁ ୪ଟି ବସରେ ଗଞ୍ଜାମକୁ ସେମାନଙ୍କୁ ଅଣାଯାଉଛି । ଗଞ୍ଜାମରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ…
ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ଖର୍ଚ୍ଚ ଭରିବେ ସରକାର
ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କ୍ୱାରେଣ୍ଟିନରେ ପ୍ରବାସୀଙ୍କ ପାଇଁ ସବୁ ଖର୍ଚ୍ଚ ବହନ କରିବେ ସରକାର । ୧୪ଦିନ…
ସର୍ଭିଲାନ୍ସ ଜୋନରେ ୩୨ପଞ୍ଚାୟତ
ଭଦ୍ରକ, ୨୮ା୪(ଓଡ଼ିଶା ଭାସ୍କର): କରୋନା ସତର୍କତାକୁ ନେଇ ଭଦ୍ରକର ୩୨ଟି ପଞ୍ଚାୟତକୁ ସର୍ଭିିଲାନ୍ସ ଜୋନ ଘୋଷଣା କରାଯାଇଛି । ୩୨ଟି ପଞ୍ଚାୟତରେ କଲିକତା ଫେରନ୍ତା ରହିଥିବା ନେଇ ସୂଚନା ମିଳିଛି । ପ୍ରତି ପଞ୍ଚାୟତରେ ଅତି…
ଆସିଲା ନୂଆ ୭ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ , ୩ଜଣଙ୍କର ପଶ୍ଚିମବଂଗ ଲିଙ୍କ
ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ରାଜ୍ୟରେ ଆଜି ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପଂହଚିଛି । ସେଥିରୁ ଭଦ୍ରକରୁ ୩ ଜଣ ହୋଇଥିବା ବେଳେ ସୁନ୍ଦରଗଡରୁ ୪ ଜଣ ।ଭଦ୍ରକରୁ ଚିହ୍ନଟ…
ଲୁଡୁ ଖେଳରେ ସ୍ତ୍ରୀଠୁ ହାରିଲା ସ୍ୱାମୀ, ରାଗରେ ମାରି ସ୍ତ୍ରୀ ମେରୁଦଣ୍ଡ ଭାଙ୍ଗିଦେଲା
ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): ମହଙ୍ଗା ପଡିଲା ଲୁଡୁ ଖେଳ । ତା ଠୁ ମହଙ୍ଗା ପଡିଲା ଖେଳରେ ସ୍ୱାମୀକୁ ହରାଇବା । ଲଗାତାର ୩ ବାଜି ସ୍ତ୍ରୀ ଠୁ ଲୁଡୁରେ ହାରି ଟେମ୍ପର ହରାଇଲା ସ୍ୱାମୀ ।ବରଦାସ୍ତ ହେଲାନି ପରାଜୟ…
ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି
ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ l ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି l ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ସୁନ୍ଦରଗଡ଼ର ୪ ଜଣ l ଏବେ ୮୦ ଜଣ…
୩ ତାରିଖ ଯାଏ ବର୍ଷାରୁ ନାହିଁ ନିସ୍ତାର ,ଚାଷୀ କରିବେ କଣ ?
ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): କାଳବୈଶାଖୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ଘଡ଼ଘଡ଼ି ସହ ବର୍ଷା…
ଅଣ୍ଡା ଖାଇବାକୁ ଆସି ଧରାପଡିଲା ୬ଫୁଟିଆ ନାଗସାପ ।
ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ଧରାପଡ଼ିଲା କୁକୁଡ଼ା ଅଣ୍ଡା ଚୋର। ଅଣ୍ଡା ଚୋରିକରି ଖାଇବା ପରେ କୁକୁଡ଼ା ଧାଡିକୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିବା ଦେଖିବାକୁ ମିଳିଛି। ଧରାପଡିବାରୁ ତାର କ୍ରୋଧ ଏବଂ ଗର୍ଜନରେ…