Browsing Category

ରାଜ୍ୟ

କରୋନା ମୁକ୍ତ କନିକା

ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ବଲିଉଡ ଗାୟିକା କନିକା କାପୁର । ଗତ ମାର୍ଚ୍ଚ ୯ ତାରିଖରେ ସେ ଲଣ୍ଡନରୁ ପେରିବା ର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲା ।ଲଗାତାରା ତାଙ୍କ ଚାରି ଚାରିଟି ଟେଷ୍ଟ ରିପୋର୍ଟ…

କଟକରେ ୨ଟି ପଞ୍ଚାୟତ ସିଲ୍

କଟକ, ୬ା୪(ଓଡ଼ିଶା ଭାସ୍କର): କଟକ ସାଲେପୁର ଓ ନିଶ୍ଚିତକୋଇଲି ବ୍ଲକର ୨ଟି ପଞ୍ଚାୟତକୁ ଆଜି ସିଲ୍ କରାଯାଇଛି । ଜୟରାମପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପୋଲିସ । ସେହିପରି ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର…

ଗାଡି ସିଜ

ଆଜି ସକାଳୁ ଭୁବନେଶ୍ୱରରେ ପୁଲିସ ୮୭୪ଟି ଗାଡି ଜବତ କରିଛି । ସମସ୍ତେ ମାର୍କେଟକୁ ଗାଡି ନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିଲେ । ସେହିପରି କଟକରେ ମଧ୍ୟ ୧୦୦ ରୁ ଅଧିକ ଗାଡି ସିଜ କରାଯାଇଛି । ଏଥିସହିତ…

ସମରେ କୋଭିଡ଼-୧୯ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): କରୋନା ଯୁଦ୍ଧକାଳିନ ଭିତ୍ତିରେ ସମ୍ ରେ କୋଭିଡ଼-୧୯ ହସ୍ପିଟାଲର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସ ଯୋଗେ ସେ…

ଏଣିକି ନିର୍ଘାତ ମାଡ !

ଲକ୍ଡାଉନ୍କୁ ମାନିବାକୁ ଲୋକଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ I ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ କରିବ ପୋଲିସ Iସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି I ଦୂରତ୍ବ…

କରୋନା ଯୁଦ୍ଧରେ ସାମିଲ ଥିବା ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୪(ଓଡ଼ିଶା ଭାସ୍କର): କରୋନା ଯୁଦ୍ଧରେ ସାମିଲ ରହିଥିବା ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସ କର୍ମଚାରୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଲୋକଙ୍କୁ ଘରେ…

ବମିଖାଲର ୧୯ଜଣ ଯାକ ଆକ୍ରାନ୍ତ ଗୋଟିଏ ପରିବାରର

ବମିଖାଲର ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ପରିଚୟ ଜାଣିବାକୁ ସାଧାରଣରେ ବ୍ୟଗ୍ରତା ସୃଷ୍ଟି ହୋଇଥିବା ବେଳେ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କିଛିଟା ଆଭାସ ଦେଇଥିଲେ । ଆଜି ସକାଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

କରୋନା ମୁକାବିଲା ନେଇ ଭିମସାର ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ମନ୍ତ୍ର

ନିଜ ଚିକିତ୍ସା ଶୈଳୀ ଓ ଚକିତ୍ସା କରିବାର ସ୍ପୃହା ପାଇଁ ଲୋକଙ୍କ ଅତି ପସନ୍ଦର ଡାକ୍ତର ହେଉଛନ୍ତି ଅଶ୍ୱିନୀ ପୂଜାହାରୀଙ୍କ ।ପ୍ରଳୟଙ୍କାରୀ କରୋନାର କିଭଳି ମୁକାବିଲା କରିବେ ସେନେଇ ଜନ ସାଧାରଣଙ୍କୁ ଡାକ୍ତର ପୂଜାହାରୀଙ୍କ…

୯ ମିନିଟ୍ ପର୍ଯ୍ୟନ୍ତ ଦିପାବଳୀ ମନାଇଲା ଭାରତ: ବତୀ ଲିଭିଲା ଦୀପ ଜଳିଲା

ନୂଆଦିଲ୍ଲୀ,୫ ।୪: କରୋନା ଭାଇରସ୍ ବିରୋଧ ଯୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲିଭିଗଲା ବିଜୁଳି ଆଲୁଅ । ଅନ୍ଧାରକୁ ଚିରି ଜଳି ଉଠିଲା ଦୀପ, ମହମବତୀ ଓ ଟର୍ଚ୍ଚ ଲାଇଟ୍ । କରୋନା ବିରୋଧୀ ଲଢେଇ…

ଭୁବନେଶ୍ୱରରେ ଆଉ ୧୬ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୫ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୧୬ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି ।ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…