Browsing Category
ରାଜ୍ୟ
କଟକରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍
କଟକ,୨୨ ।୧(ଓଡିଶା ଭାସ୍କର): ଆଜି ସକାଳୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କଟକ ବଡ ମେଡିକାଲ ଗସ୍ତ କରିଥିଲେ । ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମ ବୁଲି ଦେଖିଥିଲେ ପାଣ୍ଡିଆନ୍ । ୫ଟି…
ଗିରଫ ହେଲେ ସକିଲର ଆଉ ୨ସହଯୋଗୀ
କଟକ, ୨୧ା୧(ଓଡ଼ିଶା ଭାସ୍କର): କୁଖ୍ୟାତ ଅପରାଧୀ ସକିଲର ଆଉ ୨ସହଯୋଗୀ ଗିରଫ ହୋଇଥିବା ସୂଚନା ମିଳିଛି । ସେହି ଗିରଫଙ୍କ ମଧ୍ୟରେ ଜଣେ ନାବଳକ ଥିବା ଜଣାପଡ଼ିଛି । ଏହି ମାମଲାରେ ଗିରଫ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି ।…
ଆଇଏଏସ ବିଜୟ କେତନଙ୍କ ଆଉ ଜଣେ ସହଯୋଗୀ ଗିରଫ
କଟକ, ୨୧ା୧(ଓଡ଼ିଶା ଭାସ୍କର): ଲାଞ୍ଚ ନେଇଥିବା ଅଭିଯୋଗରେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଗିରଫ ହୋଇଥିଲେ । ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । କୃଷି ନିର୍ଦ୍ଦେଶାଳୟର ଏମଆଇଏସ ପୀତବାସ ପ୍ରଧାନଙ୍କୁ…
ନେପାଳରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର
ଦମନ,୨୧ ।୧: ନେପାଳର ପୋଖରାରେ ୮ ଭାରତୀୟ ନାଗରିକଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ମୃତ ପର୍ଯ୍ୟଟକମାନେ କେରଳର ବାସିନ୍ଦା ଥିଲେ ବୋଲି ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ହୋଟେଲରେ ଶୋଇଥିବା…
ଫେବ୍ରୁଆରି ୧୪ରେ ରାଜ୍ୟ ବଜେଟ୍ ଅଧିବେଶନ
ଭୁବନେଶ୍ୱର,୨୧ ।୧(ଓଡିଶା ଭାସ୍କର): ଫେବ୍ରୁଆରି ୧୪ରେ ରାଜ୍ୟ ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଫେବ୍ରୁଆରୀ ୧୮ରେ ଉପସ୍ଥାପିତ ହେବ ବଜେଟ୍ । ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍ ଅଧିବେଶନ ।…
୧ ନଂ ହାଟ ସାମ୍ନାରେ ଟ୍ରାଫିକ କଟକଣା
ଭୁବନେଶ୍ୱର, ୨୧ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ରାଜମହଲ ଛକ ୧ନଂ ହାଟ ସାମ୍ନାରେ ନୂଆ ଟ୍ରାଫିକ କଟକଣା ଲାଗୁ ହୋଇଛି । କେବଳ ଗୋଟିଏ ଲେନରେ ୪୫ଡିଗ୍ରିରେ କାର୍ ପାର୍କିଂ ହେବ । ଏଣିକି ହାଟ ସାମ୍ନାରେ କୌଣସି…
+୨ ପ୍ରଥମ ବର୍ଷ ପରୀକ୍ଷାର ହେବ ପୁନର୍ବିଚାର: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୨୧ା୧(ଓଡ଼ିଶା ଭାସ୍କର): +୨ ପ୍ରଥମ ବର୍ଷ ପରୀକ୍ଷା ନେଇ ପୁନର୍ବିଚାର ସରକାର କରିବେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ପିଲାମାନେ ପ୍ରସ୍ତୁତି ହୋଇନଥିବାରୁ ପୁନର୍ବିଚାର…
ଜାଲରେ ପଡ଼ିଲା ୨ କ୍ୱିଣ୍ଟାଲର ବିରଳ କାଉ ମାଛ
ଜଗତସିଂହପୁର,୨୧ ।୧(ଓଡିଶା ଭାସ୍କର): ଜଗତସିଂହପୁର ପାରାଦୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛ ପଡ଼ିଛି। ମାଛଟିର ମୁହଁ କାଉ ପରି ହୋଇଥିବା ବେବେ ଏହା ୨ କ୍ୱିଣ୍ଟାଲ ଓଜନର ହେବ ବୋଲି ଜଣାପଡ଼ିଛି ।…
ବରଗଡରେ ୭୦ କୋଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବରଗଡ,୨୧ ।୧(ଓଡିଶା ଭାସ୍କର): ବରଗଡରେ ପହଞ୍ଚି ନୂତନ ଜିଲ୍ଲା ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ।…
ପର୍ଯ୍ୟାୟ କ୍ରମେ ଲାଗୁ ହେବ ୱାନ ନେସନ ୱାନ ରାସନ
ଭୁବନେଶ୍ୱର, ୨୧ା୧(ଓଡ଼ିଶା ଭାସ୍କର): ଜୁନ ୧ରୁ ଦେଶରେ ୱାନ ନେସନ ୱାନ ରାସନ ଲାଗୁ ହେବ । ଏହି ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭୁବନେଶ୍ୱରରେ…