Browsing Category
ରାଜ୍ୟ
ଗରିବ ଲୋକ ପାଉନାହାନ୍ତି, ହେଲେ ୫.୭୫ ଲକ୍ଷ ମୃତକଙ୍କ ନାଁରେ ରାସନକାର୍ଡ ରହିଛି
ଭୁବନେଶ୍ୱର: ରାସନ କାର୍ଡ ଇ-କେଓ୍ୱାଇସି ପରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। ରାଜ୍ୟରେ ଅନେକ ଗରିବ ଅଛନ୍ତି ଯେଉଁମାନଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁନାହିଁ। ହେଲେ ଏଠି ମଲା ଲୋକଙ୍କ ନାଁରେ ରାସନ କାର୍ଡ…
ଟଳିପଡ଼ିବ BJD ଗଡ଼! ଜଣଙ୍କ ପରେ ଜଣେ ନେତା ଛାଡ଼ୁଛନ୍ତି ନବୀନଙ୍କ ହାତ, ପାଣ୍ଡିଆନଙ୍କୁ ନେଇ ବିଷ ଗାଳିଲେ ହରିଶଙ୍କର
ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ହାରିବା ପରେ ବିଜେଡିର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ଦଳରେ ଅନ୍ତଃକନ୍ଦଳ ବଢ଼ିଥିବାବେଳେ ଜଣ ଜଣ କରି ନେତା ନବୀନଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି ।
ନବୀନ ଦଳର ସୁପ୍ରିମୋ ହୋଇ ମଧ୍ୟ…
୧୬ରେ ସର୍ବଦଳୀୟ ବୈଠକ: ୧୮ରୁ ୨୫ ଯାଏଁ ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ବର: ଆସନ୍ତା ୧୬ ତାରଖରେ ବସିବ ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ । ଆସନ୍ତା 18ରୁ ଆରମ୍ଭ ହେଉଛ ଏହି ବିଧାନସଭା ଅଧିବେଶନ ।
ଏହି ଅଧିବେଶନରେ ରହିଛି 7ଟି କାର୍ଯ୍ୟ ଦିବସ ।…
ବାଣୀବିହାରରେ ଅପରେସନ ଅଲ୍ଆଉଟ୍, ମାଡ଼ିବସିଥିବା କ୍ୱାର୍ଟର୍ସ ହେଉଛି ଖାଲି
ଭୁବନେଶ୍ୱର: ବାଣୀବିହାରରେ ଅପରେସନ ଅଲ୍ଆଉଟ୍। ହଷ୍ଟେଲ ପରେ ଖାଲି ହେଉଛି କ୍ୱାର୍ଟର୍ସ। ଯାଞ୍ଚ ପରେ ଜବରଦଖଲ କ୍ୱାର୍ଟର୍ସ ଉଚ୍ଛେଦ। କ୍ୱାର୍ଟର୍ସ ତାଲା ଭାଙ୍ଗି ଘର ସାମଗ୍ରୀ ଫିଙ୍ଗିଲା ପ୍ରଶାସନ।
ଅନଧିକୃତ ଭାବେ…
ଭଡ଼ା ଘରେ ଚାଲିଥିଲା ରାସଲୀଳା, ଅସଞ୍ଜତ ଅବସ୍ଥାରେ ସ୍ତ୍ରୀକୁ ପ୍ରେମିକ ସହ ଧରିଲା ସ୍ୱାମୀ, ଆଉ ତାପରେ…
ନିମାପଡ଼ା: ଚାଲିଥିଲା ଚୋରାପ୍ରୀରତି। ଅସଞ୍ଜତ ଅବସ୍ଥାରେ ବେଡରେ ଧରିଲା ସ୍ୱାମୀ। ଆଉ ତାପରେ ଚାଲିଲା ଜେରା। ଶିକ୍ଷୟିତ୍ରୀ ସ୍ତ୍ରୀ ପ୍ରେମିକ ସହ ଭଡ଼ା ଘରେ ଚଲାଇଥିଲେ ଡାରେ ନାରେ। ଅସଞ୍ଜତ ଅବସ୍ଥାରେ ଶିକ୍ଷୟିତ୍ରୀଙ୍କ…
ନେପାଳରେ ଫଶିଲେ 23 ଓଡ଼ିଆ; ପରିବାରରେ ହାହାକାର, ଉଦ୍ଧାର ପାଇଁ ଚେଷ୍ଟା ଜାରି
ଯାଜପୁର: ନେପାଳରେ ଫସିଛନ୍ତି 23 ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ତେବେ ଫସିଥିବା 23 ଓଡ଼ିଆ ପର୍ଯ୍ୟଟକ ଯାଜପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।
ସେପଟେ ବୁଲାଇବାକୁ ନେଇଥିବା…
ରାଜ୍ୟ କ୍ୟାବିନେଟ୍ରେ ବଡ଼ ଘୋଷଣା ; ୫ପ୍ରସ୍ତାବରେ ଲାଗିଲା ମୋହର
ଭୁବନେଶ୍ୱର : ସରିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ । ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ…
ଧର୍ମଶାଳାରେ ଆଉ ବାଜୁନି ଶଙ୍ଖ, ପଦ୍ମ ରଙ୍ଗରେ ରଙ୍ଗୀନ ହୋଇ ବିଜେପିର ଐତିହାସିକ ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ…
ଓଡ଼ିଶା ଭାସ୍କର: ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ପରିବର୍ତ୍ତନ ହେବା ପରେ ଯାଜପୁର ଜିଲ୍ଲାର ବିଜେଡି ଗଡ଼ ଦୋହଲିସାରିଲାଣି। ଆଜି ଯାଜପୁର ସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ରାଜ୍ୟ ବିଜେପି…
ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ, ଆଉ ଆସିବନି ଆକାଉଣ୍ଟଙ୍କୁ ଟଙ୍କା… ଅଛି କି ନାମ କରନ୍ତୁ ଚେକ
ଭୁବନେଶ୍ୱର:ଆଜି ସୁଭଦ୍ରା ସମୀକ୍ଷା ବୈଠକ । ସୁଭଦ୍ରାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ସାମିଲ ହେବେ । ଆଜି ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ…
ସାବଧାନ! କଟକ ଜିଲ୍ଲାରେ ବଡ଼ ଧରଣର ଚଢ଼ାଉ: ବାହାର କ୍ଷୀରରେ ମିଶୁଛି ଲୁଣ, ପାଉଡର ଏବଂ କେମିକାଲ୍
କଟକ: ଲୋକଙ୍କ ସ୍ବାସ୍ଥ୍ୟକୁ ଅଣଦେଖା । ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ | ମାଡି ବସିଲା ପୋଲିସ | ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର…