Browsing Category

ରାଜ୍ୟ

ଓଡିଶାକୁ ପ୍ରଶଂସାରେ ପୋତି ପକାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୫ତମ ‘ମନ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ମନ କି ବାତରେ ଓଡିଶା ଗସ୍ତ କଥା ଉଠାଇଲେ ମୋଦୀ । ବାତ୍ୟା ଅମ୍ଫନ ମୁକାବିଲା ନେଇ ଓଡିଶାର ସାହସ…

ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୧/୫(ଓଡ଼ିଶା ଭାସ୍କର) ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ  ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି।୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…

ଆସନ୍ତାକାଲିଠୁ ଅନଲାଇନରେ ଆରମ୍ଭ ହେବ +୨ ଖାତାଦେଖା

ଭୁବନେଶ୍ୱର, ୩୧/୫(ଓଡିଶା ଭାସ୍କର): କରୋନା ଭାଇରସ ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଛି। କିନ୍ତୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଲକ ଡାଉନ ଫିଟିବ। ଏହାସହ ବନ୍ଦ ଥିବା +୨ ଖାତା ଦେଖା ଆରମ୍ଭ ହେବ। ଆସନ୍ତା…

‘ବନ୍ଦେ ଉତ୍କଳ ଜନନୀ’ରେ ଗୁଞ୍ଜରିତ ହେଲା ଓଡିଶା ଭାସ୍କର କାର୍ଯ୍ୟାଳୟ

ଭୁବନେଶ୍ୱର,୩୦ ।୫(ଓଡିଶା ଭାସ୍କର): ସାରା ଓଡିଶାରେ ଆଜି ସନ୍ଧ୍ୟା ୫ଟା ୩୦ରେ ଗୁଞ୍ଜରିତ ହୋଇଛି ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ତଥା ସମ୍ମାନିତ କରିବା ପାଇଁ ସମସ୍ତ ଓଡିଶାବାସୀ ବନ୍ଦେ ଉତ୍କଳ…

କରୋନା ଯୋଦ୍ଧାଙ୍କୁ ସମ୍ମାନ: ନବୀନ ନିବାସରେ ବନ୍ଦେ ଉତ୍କଳ ଜନନୀ ଗାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ବନ୍ଦେ ଉତ୍କଳ ଜନନୀ ଗୀତରେ ଗୁଞ୍ଜରିତ ହୋଇ ଉଠିଲା ସାରା ରାଜ୍ୟ । ସବୁ ଓଡ଼ିଆ ଏକାଠି ହୋଇ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ । କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଏକାଠି…

୭୩କେଜି ଗଞ୍ଜେଇ ଜବତ, ୪ ଅଭିଯୁକ୍ତ ଗିରଫ

କନ୍ଧମାଳ, ୩୦ା୫(ଓଡ଼ିଶା ଭାସ୍କର): ଦେଶ ହେଉ କିମ୍ବା ରାଜ୍ୟ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଗଞ୍ଜେଇ ଚୋରାଚାଲାଣ ଠାରୁ ଆରମ୍ଭ କରି ଡ୍ରଗ୍ସ, ମର୍ଡ଼ର, ଚୋରୀ ବଢ଼ିବାରେ ଲାଗିଛି ।ଏହାରି ମଧ୍ୟରେ କନ୍ଧମାଳରୁ ଆଜି…

ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ରାଜ୍ୟରେଅ ଆଜି ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୦୫୦କୁ ବୃଦ୍ଧି…

କଟକଣା ସହିତ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ

ପୁରୀ, ୩୦ା୫(ଓଡ଼ିଶା ଭାସ୍କର): ପୁରୀରେ କଟକଣା ସହିତ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସରକାରଙ୍କୁ ଏହିପରି ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ରହିଛି । ଏନେଇ…

ପୁରୀକୁ ବନ୍ଦ ହେଲା ଟ୍ରେନ୍

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ରାଜ୍ୟ ସରକାରଙ୍କ ପରାମର୍ଶ…

କ୍ୱାରେଣ୍ଟିନ ପାଇଁ ୬୨କୋଟି ଟଙ୍କା ପ୍ରଦାନ ନେଇ ଏସଆରସିଙ୍କ ଚିଠି

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି ଟଙ୍କା ପ୍ରଦାନ ପାଇଁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସିଏମ ରିଲିଫ ପାଣ୍ଠିରୁ ୬୨କୋଟି ଟଙ୍କା ଦେବାକୁ ଏସଆରସି ଚିଠି…