Browsing Category
ରାଜ୍ୟ
ସମୁଦ୍ର ରାସ୍ତାରେ ଆସୁଛନ୍ତି ଓଡିଆ
ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ସମୁଦ୍ର ପଥରେ ୩୮ ଜଣ ଲୋକ ଲୁଚି ଲୁଚି ଡଙ୍ଗାରେ ଓଡିଶାକୁ ଫେରୁଛନ୍ତି । ଡଙ୍ଗାଟି ଆନ୍ଧ୍ରପଦେଶର ଶ୍ରୀକାକୁଳମ ଉପକୂଳ ଅତିକ୍ରମ କରିସାରିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଗଞ୍ଜାମର…
ଆସିଲା ୮୪ ଠାରୁ ୯୦ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ଆଜି କରୋନାରେ ଆକ୍ରାନ୍ତ ଥିବା ୭ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୮୪,୮୫,୮୬,୮୭,୮୮,୮୯ ଓ ୯୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ…
ପଞ୍ଜିକରଣ ପାଇଁ ଆଧାରକାର୍ଡ଼ ଓ ଫୋନ ନମ୍ବର ଆବଶ୍ୟକ: ବାଗଚୀ
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନାକୁ ହରେଇବାକୁ ହେଲେ ସମ୍ପୂର୍ଣ୍ଣ ସରକାର ଓ ସମାଜ ସମନ୍ୱୟ ହେବାକୁ ପଡ଼ିବ । ଏହାସହ…
ରାଜ୍ୟ ଭିତରେ ଶ୍ରମିକଙ୍କ ଗମନାଗମନକୁ ମିଳିଲା ଅନୁମତି
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ଦୃଷ୍ଟିରୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନ ପାଇଁ ଶ୍ରମିକମାନେ ହଇରାଣ ହେଉଥିଲେ । କିନ୍ତୁ ଆଜି ରାଜ୍ୟରେ ଜିଲ୍ଲା-ଜିଲ୍ଲା ଭିତରେ ଶ୍ରମିକଙ୍କ…
କେନ୍ଦ୍ର ନିର୍ଦ୍ଦେଶରେ ରାଜ୍ୟର ସହମତି, ୫୦ପ୍ରତିଶତ କର୍ମଚାରୀରେ ଖୋଲିବ ଦୋକାନ
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ଦୋକାନ ଖୋଲିବା ନେଇ ରାଜ୍ୟ ସରକାର କିଛି ସର୍ତ୍ତ ରଖିଛନ୍ତି । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ପୌରାଞ୍ଚଳ ଓ ଜିଲ୍ଲା ସ୍ତରରେ ପଞ୍ଜିକୃତ ହୋଇଥିବା ଦୋକାନ ଖୋଲିବ । ସପ୍…
ଶ୍ରୀମନ୍ଦିର ଭିତରେ ୨ଟି ଜଳକୁଣ୍ଡରେ ହେବ ଚନ୍ଦନଯାତ୍ରା
ପୁରୀ, ୨୫ା୪(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ ଅଫିସରେ ପଞ୍ଚ ମହାଦେବ କମିଟି ସହ ଚାଲିଥିବା ବୈଠକ ବର୍ତ୍ତମାନ ଶେଷ ହୋଇଛି । ଆସନ୍ତାକାଲି ସୂଚାରୁ ରୂପେ ନୀତିକାନ୍ତି କରିବାକୁ…
କେନ୍ଦ୍ରର ଦୋକାନ ଖୋଲିବା ନିଷ୍ପତ୍ତି ଉପରେ ପୋଲିସ କମିଶନରଙ୍କ ଟ୍ୱିଟ୍
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ଦୋକାନ ଖୋଲିବା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ କେଉଁ ଦୋକାନ ଖୋଲାଯିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟସରକାରଙ୍କ…
ରମଜାନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର):ଆଜିଠୁ ଆରମ୍ଭ ହୋଇଛି ଇସଲାମୀୟ ଧର୍ମ ମାସ ରମଜାନ । ଇସଲାମୀୟମାନଙ୍କ ମଧ୍ୟରେ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ତେଣୁ ପବିତ୍ର ରମଜାନର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ…
ପଶ୍ଚିମବଙ୍ଗ ଫେରନ୍ତାଙ୍କ ଟ୍ରାକିଂ ହେବ ଫୋନ୍
ଭୁବନେଶ୍ୱର, ୨୫ା୪(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଫେରନ୍ତାଙ୍କ ଫୋନ୍ ନମ୍ବର ଟ୍ରାକିଂ କରୁଛନ୍ତି ରାଜ୍ୟ ସରକାର । ୨୫ମାର୍ଚ୍ଚ ପରେ ପଶଚିମବଙ୍ଗରୁ…
ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ନେଇ ପ୍ରସ୍ତୁତି ଆରମ୍ଭ
ପୁରୀ, ୨୫ା୪(ଓଡ଼ିଶା ଭାସ୍କର): ଅକ୍ଷୟ ତୃତୀୟା ନୀତିକୁ ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଭିତରେ ଚାହାଣୀ ମଣ୍ଡପ ନିକଟରେ ନୀତି ହେବ । ରଥ କାଠ ଅନୁକୂଳ ପର୍ବ ପାଇଁ ମାପଚୁପ ହୋଇଛି ।…