Browsing Category
ରାଜ୍ୟ
ବାସରରାତିରେ କନ୍ୟାର ହେଲା ଭର୍ଜିନିଟି ଟେଷ୍ଟ, ଅମାନବୀୟ ଭାବେ ଏହି କାର୍ଯ୍ୟ କଲେ ଶାଶୁଘର ଲୋକେ
ନୂଆଦିଲ୍ଲୀ: ବିବାହର ପ୍ରଥମ ରାତିରେ କୁମାରୀତ୍ୱ ଯାଞ୍ଚ କରିବାର କୁପ୍ରଥା ବିରୋଧରେ ଇନ୍ଦୋରର ବାଣଗଙ୍ଗା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯୁବତୀ ଜଣକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଶ୍ୱଶୁର…
ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇପଡିଲେ ୮ ଛାତ୍ର
ରାୟଗଡ଼ା: ସ୍କୁଲ ଛୁଟି ହେବା ପରେ ପିଲାମାନଙ୍କ ଖୁସି କହିଲେ ନ ସରେ। ପିଲାମାନେ ସ୍କୁଲରୁ ଫେରିବା ବାଟରେ ଅନେକ ମଜା ଏବଂ ଖେଳକୁଦ କରି ଘରକୁ ଫେରିଥାଆନ୍ତି। ତେବେ ଏହି ସ୍କୁଲ ଫେରିବା ସମୟରେ ଛାତ୍ରମାନେ ବିଷାକ୍ତ ଫଳ…
ମହାକାଶରେ ମହାଜାଗତିକ ଦୃଶ୍ୟ, ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ବର: ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହଜଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଆସନ୍ତା ଜାନୁଆରି ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ।…
Breaking: NEP-2020 ପାଇଁ ଆସିଲା ନାମଲେଖା ବିଜ୍ଞପ୍ତି, ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀ ଯିବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି- ୨୦୨୦ ପାଇଁ ଆସିଲା ନାମଲେଖା ବିଜ୍ଞପ୍ତି । ଏଣିକି 6 ବର୍ଷ ହେଲେ ହିଁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ । ଯଦି ବୟସ ହୋଇନଥିବ ତାହେଲେ ଅନୁମତି ମିଳିବ ନାହିଁ ।…
ବିଜୁ ପକ୍କା ଘର ଛାପା କାଢ଼ିବାକୁ ଲୋକେ କହୁଛନ୍ତି…ପେଷ୍ଟ ଉଠିବ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ
ଭୁବନେଶ୍ବର: ସରକାର ବଦଳିବା ପରେ ବଦଳିଯାଇଛି ଯୋଜନା । ଏହାରି ଭିତରେ ବଡ଼ ଘୋଷଣା କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । ବିଜୁ ପକ୍କାଘର ଛାପାକୁ ଉଠାଇ ଦିଆଯିବ ବୋଲି ମନ୍ତ୍ରୀ ରବି ନାୟକ କହିଛନ୍ତି ।
ଲୋକେ କହୁଛନ୍ତି…
ଆଜିଠୁ କୋଣାର୍କରେ ଆରମ୍ଭ ହେଲା ଦୁଇଦିନିଆଇ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ପୁରୀ: ଆଜିଠୁ କୋଣାର୍କରେ ଆରମ୍ଭ ହେଲା ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏଥିସହ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ…
ଏହିଦିନରୁ ଓଡ଼ିଶାରେ PMAY ପାଇଁ ସର୍ଭେ ଆରମ୍ଭ; ଯୋଗ୍ୟତା ମାନଦଣ୍ଡ କୋହଳ କଲେ ସରକାର
ଭୁବନେଶ୍ୱର: ଜାନୁଆରୀ ୨୪ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ପାଇଁ ସର୍ଭେ ଆରମ୍ଭ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି। ସର୍ଭେ ପାଇଁ ଏହି ଦିନ ସରକାର ଏକ ପୋର୍ଟାଲ ଆରମ୍ଭ…
ଡୁଡୁମା ପିକନିକ ସ୍ପଟରେ ଗଣ୍ଡଗୋଳ, ୧୩ ଜଣଙ୍କୁ ବାନ୍ଧିଲା ପୋଲିସ
ମାଥଲି: ଶୀତ ସହ ଆରମ୍ଭ ହୋଇଛି ପିକନିକ୍ ଋତୁ । ଲୋକମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯିବା ସହ ବଣଭୋଜି କରି ଖାଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଗାରିମା ଡୁଡୁମା ପିକନିକ ସ୍ପଟରେ ଗଣ୍ଡଗୋଳ ହୋଇଥିବା ଖବର…
Breaking: ଧବଳେଶ୍ୱରଙ୍କ ଜମିରେ ନିର୍ମିତ ବେଆଇନ ଘର ଭଙ୍ଗାଯିବ, ଜମି ବିକିଥିବା ଲୋକଙ୍କ ନାଁରେ ହେବ ଏତଲା
କଟକ: ଧବଳେଶ୍ୱର ସରକାରୀ ଜମି ବିକ୍ରି ଘଟଣାରେ କଟକ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଅନେକ ବେଆଇନ ଭାବେ ସେଠାରେ ଘର କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି ।
ସରକାରୀ ଜମି ଚିହ୍ନଟ ସରିଛି । ତହସିଲଦାରଙ୍କ ଜରିଆରେ…
Breaking: ବଡ଼ବଡ଼ିଆଙ୍କ ପାଖରେ ରାସନ କାର୍ଡ… ତୁରନ୍ତ ନ ଫେରାଇଲେ, ସୁଧମୂଳ ଆଦାୟ କରିବେ ସରକାର
ଭୁବନେଶ୍ୱର: ଇ-କେୱାଇସି ଯାଞ୍ଚବେଳେ ଚାଞ୍ଚଲ୍ୟକର ତଥ୍ୟ । ବଡ଼ ବଡ଼ିଆ ବାବୁ ରାସନକାର୍ଡର ଲାଭ ଉଠାଉଥିଲେ ବୋଲି କହିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ।
କାର୍ଡ ଫେରାଇବାକୁ ଯୋଗାଣ ମନ୍ତ୍ରୀଙ୍କ…