Browsing Category

ରାଜ୍ୟ

ବନ୍ଧ କଡ଼ରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତ ଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଗଞ୍ଜାମ: ପୁଣି ଏକ ହତ୍ୟା ଅଭିଯୋଗ। ନୂଆ ବର୍ଷ ଆରମ୍ଭରୁ ଘଟୁଛି ଗୋଟେ ପରେ ଗୋଟେ ଅପରାଧ। କେତେବେଳେ ରାସ୍ତା ଉପରେ ମୁଣ୍ଡ କାଟି ଦିଆଯାଉଛି ତ ଆଉ କେତେବେଳେ ଖଣ୍ଡ ଖଣ୍ଡ କରି ହାଣି ଦିଆଯାଉଛି। ଆଉ ଏବେ ସେହିଭଳି ଏକ…

ଆଜିଠାରୁ ଭିତରକନିକାରେ କୁମ୍ଭୀର ଗଣନା, ୨୨ ତାରିଖ ଯାଏଁ ପର୍ଯ୍ୟଟକଙ୍କୁ ମନା

ରାଜନଗର: ବନ୍ଦ ରହିବ ଭିତରକନିକା । ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏଁ ବଉଳା କୁମ୍ଭୀର ଗଣନା ହେବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜର ନଦୀନାଳରେ ହେବ ଗଣନା। ଗଣନା ପାଇଁ ଟିମ୍: କୁମ୍ଭୀର ଗଣନାରେ ବନ ବିଭାଗର ୨୨ଟିମ୍…

ପୁଣି ଚର୍ଚ୍ଚାରେ ଏକ ଟଙ୍କିଆ ଡ଼ାକ୍ତର ରାମଚନ୍ଦାନୀ

ଓଡ଼ିଶା ଭାସ୍କର: ପୁଣି ପ୍ରଶଂସା ସାଉଁଟିଛନ୍ତି ଏକ ଟଙ୍କିଆ ଡ଼ାକ୍ତର। ଭାରତ ଇସିହାସରେ ପ୍ରଥମ। ଏକ ଟଙ୍କାରେ ECG ସହ ନେବ୍ୟୁଲାଇଜର ସେବା ଦେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି ରାମଚନ୍ଦାନୀ। ଭିମସାର ସହକାରୀ…

ଢେଙ୍କାନାଳରେ ଚାଞ୍ଚଲ୍ୟ..ରାତି 8ଟାରେ ଘରେ ପଶିଲା ଦୁର୍ବୃତ୍ତ, ମହିଳାଙ୍କ ହାତଗୋଡ଼ ବାନ୍ଧି ଛୁରୀ ଦେଖାଇ ଦୁଷ୍କର୍ମ

ନୂଆଦିଲ୍ଲୀ: ଢେଙ୍କାନାଳରୁ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଘଟଣା । ଘରେ ପଶି ମହିଳାଙ୍କ ହାତଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତବେ ପୀଡିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ପୋଲିସ ।…

ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି, ୪ ଜିଲ୍ଲା ସାବଧାନ !

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଶୀତ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ନଥିଲେ ମଧ୍ୟ ରାଜ୍ୟରେ ଜାରି ରହିବ ଶୀତ। ଓଡ଼ିଶାରେ କୁହୁଡ଼ୁ ହେବା ନେଇ ଆଲର୍ଟ ଜାରି କରାଯାଇଛି।…

ଚିଲିକାରେ କମିଲେ ବିଦେଶୀ ପକ୍ଷୀ, ବଢିଲା ପ୍ରଜାତି

ଖୋର୍ଦ୍ଧା,୧୮l୧: ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ରେଞ୍ଜ ଟାଙ୍ଗୀ, ବାଲୁଗାଁ, ନୂଆପଡ଼ା, ସାତପଡ଼ା, ରମ୍ଭା ଅଞ୍ଚଳରେ ଶନିବାର ସକାଳେ ପକ୍ଷୀଗଣନା ହୋଇଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ଚିଲିକାକୁ ଅନେକ…

Breaking: ୨୨ରେ ବେଟୀ ବଚାଓ, ବେଟୀ ପଢ଼ାଓ ଉତ୍ସବ, କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବେଟୀ ବଚାଓ ବେଟୀ ପଢ଼ାଓ ଉତ୍ସବ ହେବ ପାଳନ । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ଭାବେ ପାଳିତ ହେବ କାର୍ଯ୍ୟକ୍ରମ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଆୟୋଜିନ କରିବ…

Breaking: ଭୁବନେଶ୍ୱର ନିକଟରେ ଗଢ଼ାହେବ ନୂଆ ସହର, ଦେଶର ଗ୍ରୋଥ୍ ଇଞ୍ଜିନ ହେବ ଓଡ଼ିଶା

ଭୁବନେଶ୍ୱର: ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ସମ୍ଭାବନାର ରାଜ୍ୟ, ଦେଶର ଗ୍ରୋଥ୍ ଇଞ୍ଜିନ ଭାବେ କାମ କରିବ । ଭିତ୍ତିଭୂମି ସୁଦୃଢ଼ ଓ ରାଜ୍ୟକୁ ନିବେଶ ଆଣିବାକୁ ସରକାର କାମ…

Breaking: ଫେବୃଆରୀରୁ ନୂଆ ନିୟମ: ଗାଡ଼ି ବୀମା ନ ଥିଲେ ଗଣିବ ଜରିମାନା, ଭୋଗିବ ୩ ମାସର ଜେଲ ଦଣ୍ଡ

ଭୁବନେଶ୍ୱର: ମୋଟର ଯାନରେ ବୀମା ନ ଥିଲେ ସ୍ୱୟଂକ୍ର୍ରିୟା ପ୍ରଣାଳୀରେ ଧରାପଡ଼ିବ । ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟରେ ଥିବା ୨୨ ଟୋଲଗେଟ୍ରେ ଏହା କାର୍ଯ୍ୟକାରୀ ହେବ । ଫେବୃୟାରୀ ପହିଲାରୁ…

Breaking: ଆରମ୍ଭ ହେବ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ, ୩୮ କୋଟି ବ୍ୟୟରେ ହେବ ୩ କି.ମି. କାମ

କଟକ: ଖୁବଶୀଘ୍ର ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ କାମ ଆରମ୍ଭ ହେବ । ଏ ନେଇ ସୂଚନା ଦେଲେ ସିଡିଏ ଉପାଧ୍ୟକ୍ଷ ଅନାମ ଚରଣ ପାତ୍ର । ରିଭର ଫ୍ରଣ୍ଟ ପ୍ରକଳ୍ପ ଡିପିଆର୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ । ପ୍ରଥମ…