fbpx
Browsing Category

ରାଜ୍ୟ

Breaking: ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିବା ବେଳେ ରାଜ୍ୟକୁ କେନ୍ଦ୍ର ମନ୍ତ୍ରୀମାନଙ୍କର ଆଗମନ ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ଖୁବ ଜୋରରେ ଚାଲିଥିବା ବେଳେ ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର…

(Video) କାହିଁକି ନିର୍ବାଚନୀ ଟିକେଟ ପାଇଲେନି ଅନୁଭବ? ପାରିବାରିକ ବିବାଦ ନଷ୍ଟ କରୁଛି ରାଜନୈତିକ କ୍ୟାରିୟର!

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରେ କମ୍ପୁଛି ପ୍ରଚାର ମଇଦାନ । ବିଭିନ୍ନ ଦଳର ବଡ଼ ବଡ଼ ନେତା ଓଡ଼ିଶାର ଅନେକ ସ୍ଥାନରେ ଦଳ ପାଇଁ ପ୍ରଚାର କରିବାରେ ମାତିଛନ୍ତି । କିନ୍ତୁ ଏହାଭିତରେ ଭାଙ୍ଗି ପଡ଼ିଛନ୍ତି କେନ୍ଦ୍ରପଡ଼ା ସାଂସଦ…

(Video) ପୁଅ ଦ୍ୱିତୀୟ ଥର ବାହା ହେଉଥିଲା; ଜେଲକୁ ଘୋଷାଡ଼ି ଘୋଷାଡ଼ି ନେଇଗଲା ବାପା…

ଭଦ୍ରକ: ଦ୍ୱିତୀୟ ଥର ପୁଅ ବାହା ହେଉଥିଲା। ଲୁଚି ଲୁଚି କୋର୍ଟରେ ମ୍ୟାରେଜ କରୁଥିଲା। ହେଲେ ଖବର ପାଇ ପହଞ୍ଚି ଯାଇଥିଲେ ବାପା। ଆଉ ତାପରେ କିଛି ଏମିିତି ଦୃଶ୍ୟ ଦେଖିବାକୁ ମିଳିଛି। ପୁଅର ସାର୍ଟକୁ ଧରି ଘୋଷାଡ଼ି ଘୋଷାଡ଼ି…

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ପ୍ରଭୁ ଜଗନ୍ନାଥ ଏବଂ ମା’ ମାଣିକେଶ୍ବରୀଙ୍କୁ ପ୍ରଣିପାତ ହୋଇ ଆରମ୍ଭ କଲେ ସଭା

ଭୁବନେଶ୍ୱର: ଦେଶରେ ଆରମ୍ଭ ହୋଇସାରିଛି ସାଧାରଣ ନିର୍ବାଚନ । ଏହାରି ମଧ୍ୟ ଅନେକ ରାଜ୍ୟରେ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ବର୍ତ୍ତମାନ ବିଜେପି ଓଡ଼ିଶାକୁ ଟାର୍ଗେଟ କରିଛି । ତେବେ ବର୍ତ୍ତମାନ ଅପେକ୍ଷାର…

ଦୁର୍ବଳ ହେଉଛି ମାଓ ଦୁର୍ଗ, ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୋଲିସ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ ଅତ୍ମସମର୍ପଣ

ବୌଦ୍ଧ: ଦିନକୁ ଦିନ ମାଓବାଦୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ମିଳିଛି ଆଶ୍ୱସ୍ତି । KKBN ମାଓ ଡିଭିଜନର ୯ ଜଣ ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ପୋଲିସ ଆଇଜିଙ୍କ ନିକଟରେ ୨ ଜଣ…

ବଢିଲା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ; ଡିସଚାର୍ଜ ପିଟିସନକୁ ଖାରଜ କଲେ କୋର୍ଟ

କଟକ: ବର୍ତ୍ତମାନ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି । ତାଙ୍କ ନାଁରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଛି । ଏହି…

ଚଳିତ ମାସ ଚତୁର୍ଥ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ! ବୋର୍ଡ ସୂତ୍ରରୁ ମିଳିଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ମାସ ଚତୁର୍ଥ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ସେନେଇ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଲକ୍ଷ୍ୟ ରଖାଇଛି । ଆସନ୍ତା ୨-୩ ଦିନ ଭିତରେ ଏ ବାବଦରେ…

ଆହୁରି ୫ ଦିନ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଲୋକଙ୍କୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏହାରି ମଧ୍ୟରେ ଆହୁରି ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଆଜି ଉତ୍ତର ଓଡ଼ିଶାରେ ବର୍ଷା ହେବାର…

ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନର ମଞ୍ଜୁରୀ କ୍ଷେତ୍ରରେ ଭିଜିଲାନ୍ସ ମାମଲା ବାଧକ ନୁହେଁ: ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବ୍ୟକ୍ତି ସରକାରୀ ଚାକିରିରୁ ଅବସର ନେବା ପାଇଁ କରିଥିବା ଆବେଦନର ମଞ୍ଜୁରୀ ପ୍ରଦାନ କରିବା କ୍ଷେତ୍ରରେ ତାଙ୍କ ନାମରେ ରହିଥିବା ଭିଜିଲାନ୍ସ ମାମଲା ବାଧକ ହେବ ନାହିଁ । ବରଗଡ଼ର ଜଣେ…

(Video) ଭୁବନେଶ୍ୱର ଏମ୍ସରେ ବିରଳ ସର୍ଜରୀ: ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ବାହାରିଲା ୭ କେଜିର ଟ୍ୟୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଏମ୍ସରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଜଣେ ବ୍ୟକ୍ତିଙ୍କ ମୁଣ୍ଡରୁ ୭ କେଜିର ଏକ ବଡ଼ ଟ୍ୟୁମର ବାହାର କରାଯାଇଛି । ଦୀର୍ଘ ୧୦ ଘଣ୍ଟାର ଅସ୍ତ୍ରୋପଚାର ପରେ ଶେଷରେ…