fbpx
Browsing Category

ରାଜ୍ୟ

(Video) କେନ୍ଦ୍ରାପଡ଼ାରେ ବଦଳିବେ ଲୋକସଭା ପ୍ରାର୍ଥୀ! ବିଜେପି ଖୋଜୁଛି ବୈଜୟନ୍ତଙ୍କ ବିକଳ୍ପ ନେତା

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତି ମାହୋଲ ଏବେ ରେମାଞ୍ଚକର ମୋଡ଼ରେ ପହଞ୍ଚିଛି । ସମସ୍ତ ପ୍ରାର୍ତୀ ଏବେ ନାମାଙ୍କନ ଭରିବା ସହ ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । କିନ୍ତୁ ଏହି ସମୟରେ ରାଜ୍ୟ…

ସାବଧାନ୍! ଆହୁରି ୫ ଦିନ ଲାଗି ରହିବ ବର୍ଷା ଓ ଘଡଘଡି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ କାରଣରୁ ତାତିରୁ ଆଶ୍ୱସ୍ତି ମିଳିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଗତ ଦୁଇ ଦିନରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଅସହ୍ୟ ତାତିରୁ ମୁକ୍ତି ଦେଇଛି । ବର୍ତ୍ତମାନ…

ଓଡ଼ିଶାରେ ପ୍ରଚାର ମଙ୍ଗ ଧରିବେ ହେମା ମାଳିନୀ! ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ‘ଡ୍ରିମ ଗାର୍ଲ’ଙ୍କ ନାଁ

ନୂଆଦିଲ୍ଲୀ: ଓଡ଼ିଶାରେ ରାଜନୀତି ମାହୋଲ ଏବେ ଖୁବ ସରଗରମ ହୋଇଛି । ଗାଁରୁ ସହର ନିର୍ବାଚନ ଲଢେଇରେ ଏବେ ବ୍ୟସ୍ତ ହୋଇ ପଡ଼ିଛନ୍ତି । ତେବେ ଏହା ଭିତରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ବଲିଉଡର…

ନକଲି ନିଟ୍ ପରୀକ୍ଷାର୍ଥୀ ସହ ୩ ଗିରଫ, ଟଙ୍କା ଦେଇଥିବା ଛାତ୍ର ଫେରାର

ଭଦ୍ରକ: ମେ’ ୫ରେ ନିଟ୍ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା କିପରି ସୁରୁଖୁରୁରେ ହେବ ସେ ନେଇ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

ତିହାର ଜେଲରେ ହିଁ ରହିବେ କେଜ୍ରିୱାଲ, ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି, ମେ’୯ରେ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ସହ ଜଡିତ ଏକ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇନାହାଁନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨ 9 ରେ ହେବ।…

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଉପରେ RBIର କାର୍ଯ୍ୟାନୁଷ୍ଠାନ: ଗ୍ରାହକଙ୍କ ଉପରେ ପଡ଼ିବ କି ପ୍ରଭାବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ସମୟରେ କିଛି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ । ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ନିକଟରେ କେନ୍ଦ୍ରୀୟ…

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗାର୍ଲ ହେମାମାଲିନୀ !

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଏଥିମଧ୍ୟରେ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରିଛି । ବିଜେପିର ଷ୍ଟାର ପ୍ରଚାରକ…

ଭୋଟରଙ୍କ ମନବଳ ଭାଙ୍ଗୁଛି ୧୦ରୁ ୬୦ କିମିର ଯାତ୍ରା, ମତଦାନ ପାଇଁ ମାଇଲ ମାଇଲ ବାଟ ଯାତ୍ରା କରୁଛନ୍ତି ଏହି ଗ୍ରାମବାସୀ

(ଓଡିଶା ଭାସ୍କର): ରାଜ୍ୟରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଛି । ବର୍ତ୍ତମାନ ସାରା ରାଜ୍ୟରେ ଏକ ରାଜନୈତିକ ସରଗରମ ଦେଖିବାକୁ ମିଳୁଛି । ସାଧାରଣ ଭୋଟର ମତଦାନ କରିବା ପାଇଁ ବେଶ ଆଗ୍ରହ ପ୍ରକାଶ…

ଓଡ଼ିଶା ଆସିବେ ବିଜେପି ହେଭିୱେଟ୍‌; ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କରିବେ ପ୍ରଚାର, ମୋଦୀଙ୍କ ରୋଡ୍ ଶୋ’କୁ ନେଇ ଉତ୍ସାହିତ ବିଜେପି ଶିବିର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ପଲ୍ଲୀରୁ ସହର । ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଭୋଟରୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ରଣନୀତି । ଏଥିମଧ୍ୟରେ ଓଡ଼ିଶା…

SSB ପକ୍ଷରୁ ସୂଚନା: ଜୁନ୍ ୭ରେ ହେବ ୨୦୬୪ ଶିକ୍ଷକ ପଦ ପାଇଁ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ତରଫରୁ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଜୁନ୍ ମାସ ୭ ତାରିଖରେ ୨୦୬୪ଟି ଶିକ୍ଷକ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ଅନୁଗୁଳ, ବାଲେଶବର,…