
Browsing Category
ରାଜ୍ୟ
ଓଡ଼ିଶାର କଂସା ଶିଳ୍ପ ଐତିହ୍ୟ ଉପରେ ରଚିତ ଗବେଷଣାତ୍ମକ ପୁସ୍ତକ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ବାରା ଉନ୍ମୋଚିତ
ଭୁବନେଶ୍ୱର: ଏମଜିଏମ୍ ଫାଉଣ୍ଡେସନ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍), ପକ୍ଷରୁ ପ୍ରସ୍ତୁତ "କଂସା: ପରମ୍ପରା ଗଠନ, ଭବିଷ୍ୟତରୂପରେଖ" ନାମକ ଏକ ଗବେଷଣାତ୍ମକ ପୁସ୍ତକ…
ରାଜନୈତିକ ମଞ୍ଚରେ ହଟଚମଟ; ବିଜେଡି ଛାଡ଼ିଲେ ଭାସ୍କର ରାଓ, ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
ଭୁବନେଶ୍ୱର: ବିଜେଡ଼ିକୁ ଶକ୍ତ ଝଟକା । ଇସ୍ତଫା ଦେଲେ ଏନ ଭାସ୍କର ରାଓ । ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଭାସ୍କର ରାଓ ଇସ୍ତଫା ଦେଇଛନ୍ତି। ପାର୍ଟି ଉଚ୍ଚକମାଣ୍ଡଙ୍କୁ ପତ୍ର ଲେଖି ସେ ବିଜେଡ଼ିର ପ୍ରାଥମିକ ସଦସ୍ୟତା…
ନାବାଳିକା ଗୋଡ଼ ଉପରେ ଚଢିଗଲା ‘ଆମ ବସ୍’, କଟକ ଗଣେଶ ଘଟରେ ଅଘଟଣ
କଟକ: ପୁଣି ଆମ ବସ ଦୁର୍ଘଟଣାଗ୍ରସ୍ତ । ନାବାଳିକା ଗୋଡ଼ ଉପରେ ଚଢିଗଲା ଆମ ବସ । କଟକର ଗଣେଶ ଘାଟ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ସ୍ଥାନୀୟଲୋକଙ୍କ…
ସୁଭଦ୍ରା ଟଙ୍କା ଆପଣ ପାଇନାହାନ୍ତି କି? ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ସାମିଲ ନେଇ କାଲି ବସିବ ବୈଠକ
ଭୁବନେଶ୍ୱର: ଆସନ୍ତାକାଲି ବସିବ ସୁଭଦ୍ରା ସମୀକ୍ଷା ବୈଠକ। ଏହି ବୈଠକରେ ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ ହେବେ କି ନାହିଁ ଆଲୋଚନା ହେବ। ଏନେଇ ତିନି ବିଭାଗକୁ ତଥ୍ୟ ମାଗିଥିଲା ମହିଳା ଓ ଶିଶୁ କଲ୍ୟାଣ ବିଭାଗ।…
ଉଜୁଡି ଗଲା ହସ ଖୁସିର ସଂସାର, ସାପ ଦଂଶନରେ ଆଖି ବୁଜିଲେ ଭାଇ-ଭଉଣୀ
ନବରଙ୍ଗପୁର: ଉମରକୋଟ ବ୍ଲକ ରାଜପୁର ଗାଁରେ ଅବାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଭାଇ ଓ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ 9 ମାସର ଭାଇ ଋତୁରଜ ହରିଜନ ଏବଂ 11 ବର୍ଷର ଭଉଣୀ ଅମିତା…
ଶ୍ରୀଜିଉଙ୍କ ବଡ଼ ମହାସ୍ନାନ, ବନ୍ଦ କରାଗଲା ସାଧାରଣ ଦର୍ଶନ
ପୁରୀ: ଶ୍ରୀମନ୍ଦିରରେ ମହପ୍ରଭୁଙ୍କ ବଡ଼ ମହାସ୍ନାନ। ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି।
ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି।…
“ଖ୍ୱାହିଶ୍ ଦ ୱିଶ୍” ପ୍ରଥମ ଜାତୀୟ ସ୍ତରର ବହୁଭାଷାଭିତ୍ତିକ ସାହିତ୍ୟ ସମ୍ମିଳନୀରେ କଳା ଓ ସାହିତ୍ୟର ଅପୂର୍ବ ସମନ୍ଵୟ
ଭୁବନେଶ୍ୱର: “ଖ୍ୱାହିଶ୍ ଦ ୱିଶ୍” ଅନୁଷ୍ଠାନର ପ୍ରଥମ ବହୁଭାଷୀ ସାହିତ୍ୟ ସମ୍ମିଳନୀ, ଗୁରୁ କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟରଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସାହିତ୍ୟ, କଳା, ବାଦ୍ୟ…
କୋରାପୁଟ କଫି ପିଇ ଏମିତି କହିଲେ ରାଜ୍ୟପାଳ ; କଫି ଚାଷୀଙ୍କ ସହ କଲେ ଆଲୋଚନା
କୋରାପୁଟ ଜିଲ୍ଲା ଗସ୍ତରେ ରାଜ୍ୟପାଳ। ବୁଲି ଦେଖିଲେ କଫି ଚାଷ ପିଇବା ପରେ କଲେ ପ୍ରସଂଶା ...
ଉପରାଷ୍ଟ୍ରପତି ନିର୍ବାଚନ: ଭାଗ ନେବନି ବିଜେଡି! ପିସିସି ସଭାପତି କହିଲେ- ଐତିହାସିକ ନିଷ୍ପତି ନେବାର ସମୟ ଆସିଛି
ଭୁବନେଶ୍ୱର: ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ପରେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ, ଏହା ଉପରେ ସମସ୍ତଙ୍କ ନଜର। ତେବେ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ପ୍ରକାଶ କରିସାରିଛନ୍ତି।…
‘ଧୃତରାଷ୍ଟ୍ର’ କହି କାହାକୁ ଟାର୍ଗେଟ କଲେ ଶ୍ରୀମୟୀ? ଏଥର ନିଶାନାରେ ଛାମୁ ନା …
ଶ୍ରୀମୟୀଙ୍କ ଟ୍ୱିଟରେ ସଭିଏଁ କାବା, କିଏ ସେ ଧୃତରାଷ୍ଟ୍ର ଏବେ ସବୁଠାରେ ଚର୍ଚ୍ଚା ।