fbpx
Browsing Category

ରାଜ୍ୟ

ଭୋଜି ଖାଇବା ସାଜିଲା କାଳ, ୫୦ରୁ ଉର୍ଦ୍ଧ୍ୱ ଅସୁସ୍ଥ, ୭ ଗୁରୁତର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଦେଓଗାଁ ଥାନା ଉପରଝର ଗାଁରେ ଭୋଜି ଖାଇ ୫୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ । ଭୋଜି ଖାଇବା ପରେ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିବା ଜଣା ପଡ଼ିଛି । ତେବେ ଅସୁସ୍ଥଙ୍କ ଚିକିତ୍ସା ପାଇଁ ଗାଁରେ…

ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌; ଜଣେ ଗିରଫ, ୪ଲକ୍ଷ ୨୬ହଜାର ଜବତ

ବରଗଡ଼: ( ଓଡ଼ିଶା ଭାସ୍କର ) ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । ଜଣେ ଲୁଟେରା ଗିରଫ ହେବା ସହ, ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି । ଲୁଟେରା ନିକଟରୁ ୫ଟି କାର୍‌, ୨ଟି ବାଇକ୍‌, ୭…

ଅସଲି ପୋଲିସ ହାତରେ ନକଲି ପୋଲିସ ଗିରଫ; ୩ ମାସରେ ରୁଜୁ ହୋଇଥିଲା ୧୧ ମାମଲା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଅସଲି ପୋଲିସ ହାତରେ ନକଲି ପୋଲିସ ଗିରଫ । କମିସନର ପୋଲିସ ସ୍ପେସିଆଲ କ୍ରାଇମ୍ ୟୁନିଟ ୭ ଜଣ ନକଳି ପୋଲିସକୁ ଗିରଫ କରିଛି । ସମସ୍ତ ଇରାନରୁ ଆସି ମଧ୍ୟାପ୍ରଦେଶରେ ରହୁଥିଲେ । ଇରାନୀ…

ରାଜ୍ୟର ପ୍ରଥମ ସରକାରୀ ଅନୁଷ୍ଠାନ: ଏମ୍ସ ଭୁବନେଶ୍ୱରରେ ଉଦଘାଟିତ ହେଲା ଲୋ ଭିଜନ କ୍ଲିନିକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପ୍ରଥମ ସରକାରୀ ଅନୁଷ୍ଠାନ ଭାବେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଭୁବନେଶ୍ୱର)ରେ ଲୋ ଭିଜନ୍ କ୍ଲିନିକ୍ ଉଦଘାଟିତ ହୋଇଛି । ଏମ୍ସ ଦିଲ୍ଲୀ ଓ ଜର୍ମାନୀର…

ପୃଥିବୀ ଦିବସ: ବେଦାନ୍ତ ଆଲୁମିନିୟମ୍ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ପାଇଁ ବାୟୋମାସର ବ୍ୟବହାର କରିଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ବୃହତ୍ତମ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ବିଦ୍ୟୁତ୍ ଉତ୍ପାଦନ ପାଇଁ ବାୟୋମାସ ନିୟୋଜନ ସହିତ ଇନ୍ଧନ ମିଶ୍ରଣକୁ ଅଧିକ ସ୍ଥାୟୀ କରିଛି । କମ୍ପାନୀ ବର୍ତ୍ତମାନ…

ବିଜେଡିରୁ ଇସ୍ତଫା ଦେଲେ ରାସେଶ୍ୱରୀ, କୌଣସି ଦଳକୁ ଯିବେ ନାହିଁ କି ପ୍ରାର୍ଥୀ ହେବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି କଲେ…

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ମଧ୍ୟରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଏଥିମଧ୍ୟରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ଦଳ ଛାଡ଼ିଲେ ସମ୍ବଲପୁର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ । ଏହା ସହ ଦଳର…

Big Breaking: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲା ଆଶ୍ୱସ୍ତି

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଜାମିନ ମିଳିଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ…

ସକାଳୁ ଅସହ୍ୟ ତାତି: ସାଢେ ୮ଟା ସୁଦ୍ଧା ୩୫ ଟପିଲା ପାରଦ

ଭୁବନେଶ୍ୱର: ଆଜି ରାଜ୍ୟରେ ସକାଳ ସାଢେ ୮ଟା ସୁଦ୍ଧା ଆଠଟି ସହରରେ ୩୨ ଡିଗ୍ରୀ ଛୁଇଁଛି ପାରଦ । ତେବେ ବାଲେଶ୍ୱରରେ ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ସେହିଭଳି ପାରାଦୀପରେ ୩୩,୪,…

Breaking News; ପୁଣି ତାଣ୍ଡବ କରିବ କାଳବୈଶାଖୀ, ୧୫ ଜିଲ୍ଲାକୁ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ଆଜିଠାରୁ ଓଡ଼ିଶାରେ ଦେଖାଦେବ କାଳବୈଶାଖୀର ପ୍ରଭାବ । ଏହା ବିଶେଷ କରି ରାଜ୍ୟର ପଶ୍ଚମ ଓ ଦକ୍ଷିଣ ପଟେ ହେବାର ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ରାଜ୍ୟର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ: ଦେଉଳ ଭିତରେ ରକ୍ତଛିଟା ପଡ଼ିବାରୁ ବଡ଼ ମହାସ୍ନାନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ କରାଯାଇଛି । ମନ୍ଦିର ଭିତରେ ଭକ୍ତଙ୍କ ରକ୍ତଛିଟା ପଡ଼ିବାରୁ ପ୍ରଭୁଙ୍କୁ ମହାସ୍ନାନ କରାଯାଇଛି । ଭିତରକାଠ ନିକଟରେ କେହି ଭକ୍ତ ଆହତ ହେବାରୁ ନିକଟରେ ରକ୍ତଛିଟା…