Browsing Category

ରାଜ୍ୟ

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଓଡ଼ିଶାରେ ମୌସୁମୀ ସକ୍ରିୟ ହେବା ସହ ପ୍ରବଳ ବର୍ଷିବ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଓଡ଼ିଶାର କୃଷକମାନଙ୍କ ପାଇଁ ଆଶାର ଆଲୋକ ଆଣି, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଘୋଷଣା କରିଛନ୍ତି ଯେ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ବ୍ୟାପକ…

ସାଙ୍ଗମାନଙ୍କ ସହିତ ବସିଥିବାବେଳେ ଯୁବକ ଛାତିରେ ଛୁରି ଭୁସି ହତ୍ୟା

ସମ୍ବଲପୁର,୧୪ା୬: ଶନିବାର ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ସୀମା ଅନ୍ତର୍ଗତ କୁମ୍ଭାରପଡ଼ାରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ କଲିମ ବେଗ୍। ରିପୋର୍ଟ ଅନୁଯାୟୀ, ଆଜି…

ଶୁଦ୍ଧିକ୍ରିୟା ଭୋଜି ଖାଇ ୬୪ ଅସୁସ୍ଥ

ବରଗଡ଼,୧୪ା୬: ବରଗଡ଼ ଜିଲା ପାଇକମାଳ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି । ଫଳରେ ୬୪ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ,…

ଆସନ୍ତାକାଲି ଯାଜପୁର ଗସ୍ତ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ, ବିଭିନ୍ନ ଅଞ୍ଚଳ ବୁଲି ଝାଡ଼ାବାନ୍ତି ସ୍ଥିତି ପରଖିବେ

ଯାଜପୁର,୧୪ା୬: ଆସନ୍ତାକାଲି ଅର୍ଥାତ୍ ରବିବାର ଯାଜପୁର ଗସ୍ତରେ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାଜପୁର ଜିଲାରେ ବ୍ୟାପିଥିବା ଝାଡ଼ାବାନ୍ତି ସ୍ଥିତି ସମୀକ୍ଷା କରିବାକୁ ମନ୍ତ୍ରୀ ତାଙ୍କର ଏହି ଗସ୍ତ କରିବେ…

ବେଦାନ୍ତର ବଡ଼ ଅଭିଯାନ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ବଡ଼ ଅଭିଯାନ। ବିଶ୍ୱ ପରିବେଶ ଦିବସ ୨୦୨୫ ଅବସରରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ "ମୋ ଗଛ ମୋ ପରିବାର" ନାମକ ଏକ ମେଗା ବୃକ୍ଷ…

ପହିଲି ରଜରେ ବାପାକୁ ଅତି ନୃଶଂସ ଭାବରେ ପିଟିପିଟି ବିଭତ୍ସ ହତ୍ୟା କରିଛି ବଡ଼ପୁଅ

ବାରିପଦା: ପହିଲି ରଜରେ ବିଭତ୍ସ ହତ୍ୟାକାଣ୍ଡ। ସବୁଠି ଖୁସିର ଲହରୀ ଖେଳିଯାଇଥିବା ବେଳେ, ସମସ୍ତେ ରଜ ପୋଡ଼ପିଠା ଆଉ ପାନ ଖାଇ ମଉଜ କରୁଥିବା ବେଳେ, ବାରିପଦାରେ ଘଟିଛି ହତ୍ୟାକାଣ୍ଡ। ତାହା ପୁଣି ଜଣେ ପୁଅ ତାର…

ଏଣିକି ମଣିଷ ନୁହେଁ ପାଣିପାଗ ବାବଦରେ ପୂର୍ବାନୁମାନ କରିବ AI

ଭୁବନେଶ୍ୱର: କହିବାକୁ ଗଲେ ଏବେ ହେଉଛି AI ଯୁଗ। ଲୋକଙ୍କ କାମକୁ ଏବେ ସହଜ କରିଦେଇଛି AI। ବିନା କିଛି ପରିଶ୍ରମରେ କାମ ହେଇଯାଉଛି। ତେଣୁ ଏବେ ପାଣିପାଗ ସମ୍ୱନ୍ଧୀୟ ସୂଚନା ପାଇଁ ମଧ୍ୟ AI ର ପ୍ରୟୋଗ କରାଯିବା ନେଇ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ହେବ ମକଡ୍ରିଲ୍

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ଟେକ୍ ଅଫ୍ ଓ ଲ୍ୟାଣ୍ଡିଂରେ ରହିଛି ପ୍ରତିବନ୍ଧକ।  ସୂଚନା ଦେଲେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।  ବିମାନ ଟେକ୍ ଅଫ୍ ପଥରେ ବଡ଼ ବଡ଼ ଗଛ ରହିଛି। ରନଓ୍ୱେର…

ଯାଜପୁରରେ ଡାଇରିଆ ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଯାଜପୁର: ଯାଜପୁରରେ ଡାଇରିଆ। ଏବେସୁଦ୍ଧା ୭୦୦ ପାର୍ କରିସାରିଲାଣି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଚିନ୍ତାରେ ପଡିଲେଣି ଡାକ୍ତର। ଯଦିଓ ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି। ଲୋକ ସୁସ୍ଥ ହୋଇ ଧିରେ ଧିରେ ଘରକୁ…

ଓଡ଼ିଶାରେ ନୂଆ ଯୋଜନାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ରୋଡ୍ ଶୋ’ରେ ହେବେ ସାମିଲ

ଭୁବନେଶ୍ୱର : ଜୁନ୍ ୨୦ରେ ଭୁବନେଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ରୋଡ୍ ଶୋ । ଏନେଇ ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ୨୦ ତାରିଖ ଅପରାହ୍ନ ଟାରେ ବିମାନ ବନ୍ଦରରେ ପହଞ୍ଚିବେ…