Browsing Category
ରାଜ୍ୟ
ରାଜ୍ୟର ସମସ୍ତ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମନା: ଆଜିଠୁ ଲାଗୁ ହେଲା କଟକଣା
ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ଆଜିଠୁ ଲାଗୁହେଲା କଟକଣା । ତେବେ ରାଜ୍ୟର ସମସ୍ତ ଜାତୀୟ…
କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ପରଲୋକ, ସୂଚନା ଦେଲେ ସ୍ୱାମୀ ବସନ୍ତ କୁମାର ଛୋଟରାୟ
ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଭଜନ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଶାନ୍ତିଲତାଙ୍କ ମୃତ୍ୟୁକୁ ସ୍ପଷ୍ଟ କରି ସୂଚନା…
ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲିଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଏବଂ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ…
BIG BREAKING: ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି
ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ମିଶିଛନ୍ତି । ଗତ ଶନିବାର ଦିନ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜୁ ଜନତା ଦଳରୁ…
ସକାଳୁଆ ହେବ ଅଙ୍ଗନବାଡ଼ି ସ୍କୁଲ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି
ଓଡ଼ିଶା ଭାସ୍କର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡ଼ି ସ୍କୁଲ ସକାଳୁଆ ହେବା ନେଇ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଦିନ ୧୧ଟା ୩୦ଯାଏଁ ଚାଲିବ ରାଜ୍ୟର ସମସ୍ତ…
ବଡ଼ ଖବର; ‘ପଦ୍ମ ପୋଖରୀ’କୁ ପଶିବେ ଅନୁଭବ! BJPରେ ସାମିଲ ହୋଇପାରନ୍ତି କେନ୍ଦ୍ରାପଡ଼ା ସାଂସଦ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । କେଉଁ ପଦକ୍ଷେପ…
Big Breaking: ହୁତୁ ହୁତୁ ହୋଇ ଜଳିଗଲା ପିଆଜ ବୋଝେଇ ଟ୍ରକ , କାରଣ ଅସ୍ପଷ୍ଟ
ଭୁବନେଶ୍ୱର:ଆଜି ଏକ ପିଆଜ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଛି । ବାରିପଦାରେ ଏହି ଅଘଟଣ ଘଟିଛି । ସେଠାରେ ଏକ ପିଆଜ ବୋଝେଇ ଟ୍ରକରେ ଅଚାନକ ନିଆଁ ଲାଗିଯାଇଥିଲା ।
ଏନଏଚ୍ ୪୯ ବାଙ୍ଗିରିପୋଷି ଘାଟୀରେ ହୁତୁହୁତୁ ହୋଇ…
ସାବଧାନ ରୁହ, ବଢୁଛି ତାତି… ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି । ତେବେ ଖରା ଓ ତାତି ବଢୁଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ…
ମେଡିକାଲ୍ରୁ କଏଦୀ ଫେରାର, ହତ୍ୟା ମାମଲାରେ କାଟୁଥିଲା ସଜା
ଭୁବନେଶ୍ୱର: ଜେଲ୍ କର୍ମଚାରୀଙ୍କୁ ଚକ୍ମା ଦେଇ ମେଡିକାଲ୍ରୁ ଜଣେ କଏଦୀ ଫେରାର ହୋଇଯାଇଛି । ଏପରି ଘଟଣା ଘଟିିଛି ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅଞ୍ଚଳରେ ।
ବିଳମ୍ବିତ ରାତିରେ ମେଡିକାଲ୍ରୁ ଖସି ପଳାଇ ଯାଇଛି…
Big Breaking; ବିଜେଡି ନେତାଙ୍କ ଶିକ୍ଷାନୁଷ୍ଠାନରେ IT ରେଡ୍: ଘରେ-ଅଫିସରେ ବି ଚଢାଉ
ଭୁବନେଶ୍ୱର: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଚହଳ ସୃଷ୍ଟି କରିଛି । କିନ୍ତୁ ଏହି ସମୟରେ ବିଜେଡିର ଜଣେ ନେତାଙ୍କ ଉପରେ ପଡ଼ିଛି ଆୟକର ବିଭାଗର ନଜର । ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟ ରେଡ…