Browsing Category

ରାଜ୍ୟ

ଏଥର ନିର୍ବାଚନରେ ଧର୍ମେନ୍ଦ୍ର Vs ପ୍ରଣବ! ସମ୍ବଲପୁର ଆସନରେ ହେବ BJD-BJP ମହାଲଢେଇ…

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟ ମେଣ୍ଟ ହେବାକୁ ନେଇ ଚର୍ଚ୍ଚାରେ ଏବେ ବିରାମ ଲାଗିଛି । ନିର୍ବାଚନରେ ଉଭୟ ଦଳ ଏକାକୀ ଲଢିବେ ବୋଲି ସ୍ଥିର ହୋଇଛି । ଏହାପରେ ଖୁବଶୀଘ୍ର ଓଡ଼ିଶା ଆସନ ପାଇଁ…

ବିଜେଡିରେ ମିଶିଲେ ଇରାନୀ ରାୟ

ଓଡିଶା ଭାସ୍କର: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳରେ ଉଷ୍ମତା ଦେଖିବାକୁ ମିଳୁଛି । ଗୋଟିଏ ପଟେ ଦଳ ବଦଳ ପ୍ରକ୍ରିୟା ଜାରି ରହିଥିବାବେଳେ ଅନ୍ୟପଟେ ବିଭିନ୍ନ ଆସନ ପାଇଁ ପ୍ରାର୍ଥୀ ଘୋଷଣା…

ସାମାନ୍ୟ ବଚସାରୁ ବାପା-ମାଆଙ୍କୁ ହାଣିଦେଲା ପୁଅ, ମାଆ ଗୁରୁତର

କେନ୍ଦୁଝର: ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଛି । ଏଥିସହ ମାଆ ଗୁରୁତର ଅଛନ୍ତି । ଚମ୍ପୁଆ ଥାନା କାଳିକାପ୍ରସାଦ ପଞ୍ଚାୟତ ବସିରା ଗାଁରେ ଏହି ବୀଭତ୍ସ କାଣ୍ଡ ଘଟିଛି । ସାମାନ୍ୟ ବଚସାରୁ…

Breaking: ଆରମ୍ଭ ହେଲା ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ

ଗଞ୍ଜାମ: ଓଡ଼ିଶାରେ ବାର ମାସରେ ୧୩ ପର୍ବର ପରଂପରା ରହିଆସିଛି । ଏହାରି ମଧ୍ୟରେ ଗଞ୍ଜାମ ଭୁଲିନି ନିଜର ପରମ୍ପରା ଏବଂ ସଂସ୍କୃତି । ବର୍ତ୍ତମାନ ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ ଆରମ୍ଭ ହୋଇଛି । ୨୧ ଦିନ ଗାଁ ଗାଁ ବୁଲି…

ଆଜି ଜାରି ହେବ ବିଜେପିର ୪ର୍ଥ ତାଲିକା! ଓଡ଼ିଶାରେ ଏହିମାନଙ୍କୁ ଦିଆଯାଇପାରେ ଟିକେଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀଙ୍କ ୪ର୍ଥ ତାଲିକା ଆଜି ଆସିପାରେ । ଏହି ତାଲିକା ଦ୍ୱିପ୍ରହରରେ ଆସିବାର ସମ୍ଭାବନା ରହିଛି । ଯେଉଁଥିରେ ପାଞ୍ଚଟି ରାଜ୍ୟ ଯଥା ଉତ୍ତର…

ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା SI, ଜବତ ଗାଡ଼ି ଛାଡ଼ିବା ପାଇଁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହିଦ ନଗର ଥାନା ଏସଆଇ । ସହିଦ ନଗର ଥାନା ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ । ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା…

ରାଜ୍ୟର ୭ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର’: ଜିଲ୍ଲାପାଳଙ୍କୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ନୂଆ ଯୋଜନା କରିଛନ୍ତି…

ପେଶାରେ ଶିକ୍ଷକ ନିଶାରେ ଗଞ୍ଜେଇ ବେପାର; ବିକ୍ରି କରିବା ବେଳେ ମାଡ଼ି ବସିଲା ପୋଲିସ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶିକ୍ଷକଙ୍କ ଗଞ୍ଜେଇ କାରବାର । ଭୁବନେଶ୍ୱରର ଇସନେଶ୍ଵର୍ ବସ୍ତିରେ ଗଞ୍ଜେଇ ବିକ୍ରି କରିବା ବେଳେ ମାଡ଼ି ବସିଲା ପୋଲିସ୍ । ଚନ୍ଦ୍ରଶେଖର ପୁରରେ ଇସନେଶ୍ୱର ବସ୍ତିରୁ ୧୫ କେଜି ଗ୍ରାମ ଓଜନର…

ରାଜଧାନୀରେ ମାତିଲେଣି ଯୁବତୀ ବ୍ରାଉନସୁଗାର ବେପାରୀ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି ଯାହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଥିମଧ୍ୟରେ ୨ ଯୁବତୀ ବ୍ରାଉନସୁଗାର କାରବାର କରୁଥିବା ଘଟଣା ସାମ୍ନାକୁ ଆସିଛି ।…

ଯାଜପୁର ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

ଓଡ଼ିଶା ଭାସ୍କର: ଯାଜପୁର ରୋଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ କଳିଙ୍ଗ ନଗର ସ୍ଥିତ ଜିନ୍ଦଲ କାରଖାନା ନିକଟରେ ଟ୍ରକ୍ ସହ ଏକ ବାଇକ୍ ପିଟି ହୋଇଯାଇଥିଲା । ଏହି…