Browsing Category
ରାଜ୍ୟ
କେମିତି ପହଞ୍ଚି ପାରିବେ ଅଗ୍ନିବୀର ମେଜର ପଦ ପର୍ଯ୍ୟନ୍ତ, ଜାଣନ୍ତୁ ଏହି ନିୟମ
ଓଡିଶା ଭାସ୍କର: ଭାରତୀୟ ସେନା ବିଶ୍ୱର ଚତୁର୍ଥ ସର୍ବବୃହତ ସେନା ଅଟେ । ଏଥିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ସୈନିକ ଦେଶମାତୃକାର ସେବାରେ ନିୟୋଜିତ ଅଛନ୍ତି । କିନ୍ତୁ, ୨୦୨୨ ମସିହାରୁ ନୂଆ ନିୟମ ଅନୁସାରେ, ଅଗ୍ନିବୀର…
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି :ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ କହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ…
ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେସନ୍ କ୍ଲିନିକର ଉଦଘାଟନ, ଜାଣନ୍ତୁ ଏହାର ଫାଇଦା
ଭୁବନେଶ୍ୱର: ଭୁବନେଶ୍ୱରରେ ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେସନ୍ କ୍ଲିନିକ ଉଦଘାଟିତ ହୋଇଛି । ପିଫାଇଜର ଲିମିଟେଡ୍ ସହଭାଗିତାରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ବୟସ୍କମାନଙ୍କ ପ୍ରତି ପ୍ରତିଷେଧକ ପଦକ୍ଷେପ ଉପରେ…
ସମ୍ବଲପୁରରେ ରେଳ ଫ୍ଲାଏଓଭର ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୨୮୮.୬୧ କୋଟି ଟଙ୍କା ଅନୁମୋଦନ
ଭୁବନେଶ୍ୱର : ସମ୍ବଲପୁର ଷ୍ଟେସନରୁ ସମ୍ବଲପୁର ସିଟି ଷ୍ଟେସନକୁ ରେଳ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦୂର କରିବା ଉଦେଶ୍ୟରେ 8.10 କିଲୋମିଟର ଦୂରତା ବିଶିଷ୍ଟ ଏକ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ…
ଭାରତ ଦିନିକିଆ ଦଳକୁ ନେଇ ୩ ବଡ ଅପଡେଟ, ଶ୍ରୀଲଙ୍କାଗସ୍ତରେ ଖେଳି ପାରନ୍ତି ରିୟାନ-ପନ୍ତ
3 big updates on India's one-day squad, Ryan-Pant likely to play in Sri Lanka
ମୁଖ୍ୟମନ୍ତ୍ରୀ ଯିବା ସମୟରେ ମାହାଙ୍ଗାରେ ଗଣ୍ଡଗୋଳ, ବିଜେପି କର୍ମୀ – ସ୍ୱାଧୀନ ବିଧାୟକ ମୁହାଁମୁହିଁ
Confusion in Mahanga during the Chief Minister's departure, BJP workers - Independent MLAs clashed
NEET RESULT: ଜୁଲାଇ ୨୦ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ, ସୁପ୍ରିମକୋର୍ଟ ଦେଲେ ଏନଟିଏକୁ ଆଦେଶ
ଓଡିଶା ଭାସ୍କର: ଆସନ୍ତା ଜୁଲାଇ ୨୦ ତାରିଖ ମଧ୍ୟାହ୍ନ ୧୨ ଟା ଭିତରେ ନିଟ ପରୀକ୍ଷାଫଳ ପ୍ରକାଶ ପାଇବ । ଏନେଇ ସୁପ୍ରିମକୋର୍ଟ ଏନଟିଏକୁ ଆଦେଶ ଦେଇଛନ୍ତି । ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି ( ଏନଟିଏ ) ଏହାକୁ…
ବନ୍ଦ ହେବନି ଗରିବଙ୍କ ସାହାରା ସାଜିଥିବା ‘ଆହାର କେନ୍ଦ୍ର’…..
ଓଡିଶା ଭାସ୍କର: ପୂର୍ବତନ ସରକାର, ମାନେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗରିବଙ୍କ କଲ୍ୟାଣ ପାଇଁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଆହାର କେନ୍ଦ୍ର ଖୋଲାଯାଇଥିଲା । ପାଞ୍ଚ ଟଙ୍କା ଦେଇ ଜଣେ ସାଧାରଣ ବର୍ଗର…
ଉତ୍ତରପ୍ରଦେଶରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ, ୨ ମୃତ, ୩ ଗୁରୁତର
ଓଡିଶା ଭାସ୍କର: ଉତ୍ତରପ୍ରଦେଶରେ ରେଳ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିବ୍ରୁଗଡ ଏକ୍ସପ୍ରେସ ଟ୍ରେନ ଗୋଣ୍ଡାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣା ପଡିଛି । ତାହାସହ ୩…
(Video): ବାଥରୁମ୍ ଭିଡିଓ ଲିକ ପରେ ଉର୍ବଶୀ ଫୋନରେ ନିଜ ମ୍ୟାନେଜରଙ୍କୁ କହିଲେ, ‘ତମେ ବି ଦେଖିଛ’
ଓଡିଶା ଭାସ୍କର: ସୁନ୍ଦରୀ ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଗତକାଲି ଏକ ବାଥରୁମ୍ ଭିଡିଓ ଲିକ ହୋଇଛି । ଜିରୋ ଫିଗର ରଖୁଥିବା ଏହି ଅଭିନେତ୍ରୀ ଜଣଙ୍କ ଏହି ଲିକ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି…