
Browsing Category
ରାଜ୍ୟ
ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ପ୍ରୋଜେକ୍ଟ ‘ପଞ୍ଛି’ର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ, ଅଣସଂରକ୍ଷିତ ସମ୍ପ୍ରଦାୟର ବାଳିକାମାନଙ୍କୁ ନିଯୁକ୍ତି…
ଲାଞ୍ଜିଗଡ଼: ଭାରତର ସ୍ମେଲଟର ଗ୍ରେଡ୍ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ୟୁନିଟ୍ 'ବେଦାନ୍ତ ଲିମିଟେଡ୍' ଏହାର ଅନନ୍ୟ ନିଯୁକ୍ତି ଡ୍ରାଇଭ୍ 'ପ୍ରୋଜେକ୍ଟ ପଞ୍ଛି'ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛି…
ଏନକାଉଣ୍ଟରକୁ ମାଓବାଦୀଙ୍କ ବିରୋଧ, ଆସନ୍ତା ୧୫ରେ ୫ଟି ରାଜ୍ୟରେ ବନ୍ଦ ଡାକରା
ମାଲକାନଗିରି: ଆସନ୍ତା ୧୫ ତାରିଖରେ ୪ଟି ରାଜ୍ୟରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏନକାଉଣ୍ଟରକୁ ବିରୋଧ କରି ଏକ ଲିଖିତ ଚିଠି ମାଧ୍ୟମରେ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ପାଇଁ ସୂଚନା ଦିଆଯାଇଛି । ଗତ…
ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ସମୟ ବଦଳିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି । ଗତ ୫ ତାରିଖ ଦିନ ରାଜ୍ୟର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ପାଖାପାଖି ୪୪ ଡିଗ୍ରୀରେ ପହଞ୍ଚିବା ସହିତ ଏସିଆର ଷଷ୍ଠ ଉତ୍ତପ୍ତ ସହର…
ପୁଣିଥରେ IAS ବୀର ବିକ୍ରମ ଯାଦବ ହେଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ
ଭୁବନେଶ୍ୱର: ବଦଳିଲେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ। ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଲେ ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…
(Video) ବାଲେଶ୍ୱରରେ ବିଜେଡି ମଙ୍ଗ ଧରିବେ ଲେଖାଶ୍ରୀ! ପ୍ରତାପ ନନାଙ୍କ ବିପକ୍ଷରେ ହେବ କଡ଼ା ଟକ୍କର…
ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଏବେ ଚା ଖଟିରେ ନିର୍ଦ୍ଧୁମ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚାକୁ ଆହୁରି ଗରମ କରିଛି ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାର୍ଟି ପରିବର୍ତ୍ତନ । ଭାରତୀୟ ଜନତା ପାର୍ଟିର…
ଦିଲ୍ଲୀପ ରାୟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ହାଇକୋର୍ଟ
ଓଡ଼ିଶା ଭାସ୍କର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଦିଲ୍ଲୀପ ରାୟଙ୍କୁ ଆଶ୍ୱସ୍ତି। ଏଥର ନିର୍ବାଚନ ଲଢ଼ିବା ନେଇ ଦିଲ୍ଲୀପଙ୍କ ବାଟ ଫିଟିଲା। କାରଣ ଦିଲ୍ଲୀପ ରାୟଙ୍କ କୋଇଲା ଦୁର୍ନୀତି ମାମଲା…
କାଳବୈଶାଖୀ ଯୋଗୁଁ କମିଛି ତାପମାତ୍ରା: ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା
ଭୁବନେଶ୍ୱର: କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ରାଜ୍ୟ ଉପରେ ବର୍ତ୍ତମାନ ଏକ ପଶ୍ଚିମା ଝଡ଼ ସକ୍ରିୟ ହୋଇଥିବା…
ଯୁବ ପ୍ରତିଭା ଓ ସଂଶାଧନକୁ ଅଧିକ ବ୍ୟବହାର କରି ଭାରତକୁ ବିଶ୍ୱ ଅର୍ଥନୀତିରେ ଶୀର୍ଷ ସ୍ତରରେ ପହଁଞ୍ଚାଇବା ପାଇଁ ଆହ୍ୱାନ ଦେଲେ ରାଜ୍ୟପାଳ
ଭୁବନେଶ୍ୱର: ଯୁବ ପ୍ରତିଭା ଓ ସଂଶାଧନକୁ ଅଧିକରୁ ଅଧିକ ବ୍ୟବହାର କରି ଭାରତକୁ ବିଶ୍ୱ ଅର୍ଥନୀତିରେ ଶୀର୍ଷ ସ୍ତରରେ ପହଁଞ୍ଚାଇବା ପାଇଁ ଛାତ୍ର ଶକ୍ତିକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି । ସମ୍ବଲପୁର…
Breaking News: ୨ ଜିଲ୍ଲାର ଏସ୍ପିଙ୍କୁ ପରିବର୍ତ୍ତନ କଲେ ନିର୍ବାଚନ କମିଶନର
ଭୁବନେଶ୍ୱର:ନିର୍ବାଚନ କମିଶନ ରାଜ୍ୟର ଦୁଇ ଜିଲ୍ଲାର ଏ୍ପିଙ୍କୁ ପରିବର୍ତ୍ତନ କରିଛନ୍ତି । ବ୍ରହ୍ମପୁର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଖୋର୍ଦ୍ଧା ଏସପି ଭାବରେ ଅବିନାଶ କୁମାରଙ୍କୁ…
Big Breaking: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ
ଭୁବନେଶ୍ୱର: ଲୋକସଭା ଏବଂ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ରାଜନୀତିରେ ଦଳ ଅଦଳ ବଦଳ ପ୍ରକ୍ରିୟା ଚାଲୁ ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ପୂର୍ବତନ ସାଂସଦ ପ୍ରଭାସ ସିଂହ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି ।…