Browsing Category
ରାଜ୍ୟ
ସୋର: ମେଡିକାଲରୁ ଦେଢ଼ ବର୍ଷର ଶିଶୁପୁତ୍ର ଅପହରଣ; ଜଣେ ଅପରିଚିତ ମହିଳାଙ୍କ ନାଁ’ରେ ଥାନାରେ ଏତଲା
ବାଲେଶ୍ୱର: (ଓଡ଼ିଶା ଭାସ୍କର) ସୋର ମେଡିକାଲରୁ ଦେଢ଼ ବର୍ଷର ଶିଶୁପୁତ୍ର ଅପହରଣ ଅଭିଯୋଗ ହୋଇଛି । ଜଣେ ଅପରିଚିତ ମହିଳା ଶିଶୁ ଅପହରଣ ନେଇ ଥାନାରେ ଏତଲା । ସୋର ଥାନାରେ ଅଭିଯୋଗ କଲେ ଢ଼ିପାସାହି ଗାଁର ଜଣେ ମହିଳା ।…
Big Breaking; ଜଗନ୍ନାଥ ରଥ ହେଲେ ନୂଆ ସୂଚନା କମିଶନର: ନିଯୁକ୍ତି ଦେଲେ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟର ସୂଚନା କମିଶନର ପଦରେ ହୋଇଛି ପରିବର୍ତ୍ତନ । ନୂଆ ସୂଚନା କମିଶନର ଭାବରେ ଜଗନ୍ନାୟଥ ରଥ ଦାୟିତ୍ୱ ନେଇଛନ୍ତି । ତେବେ ଜଗନ୍ନାଥଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର…
ମାହାଙ୍ଗା ଡବଲ ମର୍ଡର ମାମଲା; ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି, ଆସନ୍ତା ୧୩ ଯାଏଁ ଅନ୍ତରୀଣ ସୁରକ୍ଷା
ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି । ଶୁଣାଣି ଘୁଞ୍ଚିଲା, ଆସନ୍ତା ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି । ପରବର୍ତ୍ତୀ ଶୁଣାଣି ଯାଏଁ ଅନ୍ତରୀଣ ସୁରକ୍ଷାରେ ରହିବେ…
ପୋଲିସ ଡିଜିପିଙ୍କ ବୈଠକ, ନିରପେକ୍ଷ ନିର୍ବାଚନକୁ ନେଇ ଆଲୋଚନା
କଟକ: ନୂଆ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଅରୁଣ ଷଡ଼ଙ୍ଗୀ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ଏହି ବୈଠକରେ ଅପରାଧ ମୁକ୍ତ ସମାଜ ଓ ନିରପେକ୍ଷ ନିର୍ବାଚନ ନେଇ…
ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବଦଳିବ ସ୍ନାତକ ପାଠ୍ୟକ୍ରମ, ୨୦୨୪-୨୫ ଶିକ୍ଷାବର୍ଷରୁ ଲାଗୁହେବ ନୂଆ ପାଠ୍ୟ ଖସଡ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସ୍ନାତକ (ୟୁଜି)ରେ ପାଠ୍ୟକ୍ରମ ବଦଳିବ । ୨୦୨୪-୨୫ ଶିକ୍ଷାବର୍ଷରୁ ନୂଆ ପାଠ୍ୟ ଖସଡ଼ା ଲାଗୁ କରାଯିବ । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ…
(Video) ରୋଷେଇ କରୁଥିଲେ ମହିଳା… ଭାତ ଗାଳୁ ଗାଳୁ ଭାତ ହାଣ୍ଡିରୁ ବାହାରିଲା ସିନ୍ଦୁର, ଧାନ ଓ ମନ୍ଦାର ଫୁଲ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ପାଖପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରନ୍ତି ନାହିଁ । ଏପିରିକି ବେଳେବେଳେ ଐଶ୍ୱରିକ ଶକ୍ତି ସହ ଜଡ଼ିତ କିଛି ଘଟଣା ମଧ୍ୟ ସାମ୍ନାକୁ…
ଓଲଟିଲା ଯାତ୍ରୀବାହୀ ବସ୍, ୨୦ ଆହତ
କଟକ: ଦିନକୁ ଦିନ ବସ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସେଥିମଧରେ କଟକ ଚୌଦ୍ୱାର ଥାନା ନୂଆପାଟଣା ରାସ୍ତାରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଡିଭାଇଡରରେ ପିଟି ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା କାରଣରୁ ୨୦ ଜଣ ଆହତ…
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ବୃଦ୍ଧି ହେଲା କାଳିଆ ଛାତ୍ରବୃତ୍ତି ଅନଲାଇନ ଆବେଦନ ସମୟସୀମା
ଓଡ଼ିଶା ଭାସ୍କର: ଅନଲାଇନ ମାଧ୍ୟମରେ କାଳିଆ ଛାତ୍ରବୃତ୍ତି ଆବେଦନ ସମୟସୀମା ୨୦୨୪ ଫେବ୍ରୁଆରୀ ୮ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ…
DSP ସ୍ତରରେ ବଡ଼ ଧରଣର ଅଦଳବଦଳ: ଜାଣନ୍ତୁ, କାହାର କେଉଁଠାକୁ ହେଲା ବଦଳି
ଭୁବନେଶ୍ୱର: ବୁଧବାର ଡିଏସ୍ପି ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ଷ୍ଟେଟ୍ ପୋଲିସ ଏଷ୍ଟାବ୍ଲିସ୍ମେଣ୍ଟ୍ ବୋର୍ଡର ନିଷ୍ପତ୍ତିକ୍ରମେ ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଦେଖିବାକୁ…
ରାଜ୍ୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ ।…