Browsing Category

ରାଜ୍ୟ

ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା; ଜିଲ୍ଲା ସଦରମହକୁମାରୁ ପୁରୀ ଧାମକୁ ଗଡ଼ିବ ବସ୍‌

ଭୁବନେଶ୍ଵର: ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା । 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା । ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌…

ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ; ଗିରଫ ହେଲେ ମାଷ୍ଟରମାଇଣ୍ଡ ଶିକ୍ଷକ

ବଲାଙ୍ଗିର: ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ନାଁରେ ବଡ଼ ଠକେଇ ହୋଇଛି । ଗିରଫ ହେଲେ ମାଷ୍ଟରମାଇଣ୍ଡ ରାୟଗଡ଼ାର ପ୍ରାଥମିକ ଶିକ୍ଷକ ବୃନ୍ଦାବନ ମିନାକା । ବୃନ୍ଦାବନ ମିନାକାଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଓ ମୋବାଇଲ…

ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ଵର: କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ 'ନୂଆ ଓଡିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ,…

ନିର୍ବାଚନ ପୂର୍ବରୁ ବଦଳିଲେ ଆଉ କିଛି OAS ଅଫିସର

ଭୁବନେଶ୍ୱର: OAS ସ୍ତରରେ ପୁଣି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଓଏଏସ ସ୍ତରରେ ଏହି ବଡ଼ ଅଦଳ ବଦଳ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର…

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍‌

କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ହେଲା ୨୦ବର୍ଷର ଜେଲ୍‌ । ୨୦ ବର୍ଷର ଜେଲ୍‌ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା…

ନଦୀରୁ ମିଳିଲା ଡଲଫିନ୍‌; ପୋଖରୀରେ ଛାଡିଲେ ଲୋକେ, ଦେଖିବାକୁ ପ୍ରବଳ ଭିଡ

ଭୁବନେଶ୍ୱର: ନଦୀରୁ ମିଳିଲା ଡଲଫିନ୍ । ଲୋକମାନେ ତାକୁ ଆଣି ପୋଖରୀରେ ଛାଡିଲେ । ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର ଡଲଫିନକୁ ଲୋକମାନେ ପୋଖରୀରେ ଛାଡିଲେ । ଏହି ଡଲଫିନକୁ ଦେଖିବାକୁ ପ୍ରବଳ ମାତ୍ରାରେ ଲୋକଙ୍କ…

୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଚଢିଗଲେ ଯୁବକ: ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଅଭାବନୀୟ କାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ବରମୁଣ୍ଡା ଛକରେ ଦେଖିବାକୁ ମିଳିଛି ଅଦ୍ଭୁତ କାଣ୍ଡ । ଜଣେ ଯୁବକ ଅଚାନକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇଥିବା ଦେଖାଯାଇଛି । ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖ ଏନଏଚ କଡ଼…

ବିଶ୍ୱବାସୀ ଶୁଣିଲେ ଓଡ଼ିଆ ଭାଷାରେ ରାମ ଭଜନ: ନମିତା ଅଗ୍ରୱାଲ ଗାଇଥିବା ଗୀତକୁ ଶେୟାର କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ…

ଓଡ଼ିଶାର ଘଟଣା: ଆକାଶରେ ଉଡ଼ିଲେ ଭକ୍ତ ହନୁମାନ, ‘ଜୟ ଶ୍ରୀରାମ’ ଧ୍ୱନିରେ କମ୍ପି ଉଠିଲା ସାରା ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରେତୟା ଯୁଗର ରାମାୟଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପରମଭକ୍ତ ହନୁମାନଙ୍କ ବୀରତ୍ୱର ଗାଥା ବିଷୟରେ ଶୁଣିଲେ ଆଜି ବି ଆଶ୍ଚର୍ୟ୍ୟ ଲାଗେ । ରାବଣ…

ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ ଗାଡ଼ି: ୪ ମୃତ

ବରଗଡ଼: ୪ ଜଣ ଶ୍ରମିକଙ୍କ ଉପରେ ବୋରୱେଲ ଗାଡ଼ି ମାଡ଼ିଯାଇଥିବା ଖବର ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମେଲଛାମୁଣ୍ଡା ଥାନା ବିର୍ଜାମ୍ ଗାଁରେ ଏହି ଅଭାବନୀୟ ଘଟଣା…