Browsing Category
ରାଜ୍ୟ
ଆଜିଠୁ ‘ସ୍ୱୟମ୍’ ଯୋଜନା ପାଇଁ ଆବେଦନ ଆରମ୍ଭ : ଜାଣନ୍ତୁ କେମିତି କରିବେ ଆବେଦନ?
ଭୁବନେଶ୍ୱର : ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା 'ସ୍ୱୟମ୍' । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ଅନଲାଇନ୍…
ସରକାରଙ୍କ ପାଖରେ ଯଦି ଇଚ୍ଛା ଓ ଅର୍ଥ ଅଛି ସେ ଅନ୍ୟ କେଉଁଠି ନୂଆ ଷ୍ଟାଡିୟମ ନିର୍ମାଣ କରନ୍ତୁ: ବିଧାୟକ ମହମ୍ମଦ ମୋକିମ
କଟକ: ନବକଳେବର ହେବାକୁ ଯାଉଛି ଐତିହାସିକ ବାରବାଟୀ ଷ୍ଟାଡିୟମ। କାରଣ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ତେବେ ୧୯୫୨ ମସିହାରୁ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ…
ଢେଙ୍କାନାଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ, ବାର୍ଷିକ ୧୨୦୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦିଆଯିବ ପ୍ରଶିକ୍ଷଣ
ଭୁବନେଶ୍ୱର:ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ତଥା ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ହେବ ବୋଲି ଶୁକ୍ରବାର ଢେଙ୍କାନାଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)କୁ…
ଯାଜପୁର: ଝାଡ଼ା ବାନ୍ତିରେ ୫୦ରୁ ଅଧିକ ଜଣ ଆକ୍ରାନ୍ତ, ହଠାତ ଏପରି ହେବାର କାରଣ ଅସ୍ପଷ୍ଟ
ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ପ୍ରାୟ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ଲକ୍ଷ୍ମୀ ନଗର, ଚୋରଦା, ଗୁରୁସାହି,…
ଢେଙ୍କାନାଳ: ଦମକଳ କେନ୍ଦ୍ରରେ ପଶିଲା ଭାଲୁ, କ୍ୟାମେରାରେ ଦୃଶ୍ୟ କଏଦ
ଓଡ଼ିଶା ଭାସ୍କର: ଦମକଳ କେନ୍ଦ୍ର ଭିତରେ ପଶିଲା ଭାଲୁ। ଢେଙ୍କାନାଳ ଜିଲ୍ଲାର ଭୁବନ ଦମକଳ କେନ୍ଦ୍ରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ୱିତ ରାତିରେ ଏକ ଭାଲୁ ଦମକଳ କେନ୍ଦ୍ର ଆଗରେ ବୁଲୁଥିବା…
ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ, କାରଣ ଅସ୍ପଷ୍ଟ
ଝରିଗାଁ: ଗଛରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ଘଟଣାଟି ନବରଙ୍ଗପୁର ଜିଲ୍ଲାର ଝରଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭରକିଭଟ୍ଟା ଗ୍ରାମରେ ଘଟିଛି । ଗ୍ରାମର ଜଗ ଗୌଡ଼ଙ୍କ ଚତୁର୍ଥ ଝିଅ ଗୋରୀ…
ବରଗଡ଼: ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ଓଡ଼ିଶା ଭାସ୍କର: ବରଗଡ଼ ପାଇକମାଳ ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ପୋଲିସ-ମାଓବାଦୀ । ଫଳରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି। ଏହାକୁ ନେଇ କମ୍ବିଂ ଅପରେସନ ମଧ୍ୟ ଜାରି ହୋଇଛି।…
ରାଜଧାନୀ ଭୁବନେଶ୍ୱରର କାନ୍ଥବାଡ଼ରୁ ହଟିବ ରାଜନୈତିକ ପୋଷ୍ଟର
ଓଡ଼ିଶା ଭାସ୍କର: ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର। ଏହା ସହ କାନ୍ଥ ଲେଖା ବି ଲିଭାଯିବ। ଏନେଇ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ତେବେ ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ…
ବଢିଲା କର୍ପୋରେଟରଙ୍କ ମିଟିଂ ଭତ୍ତା: ମିଟିଂ ପିଛା ୧୦ ହଜାର ଟଙ୍କା ପାଇବେ ଅଧିକାରୀ
ଭୁବନେଶ୍ୱର: ବର୍ତ୍ତମାନ ପ୍ରତ୍ୟେକ ବିଭାଗର ସଶକ୍ତିକରଣ ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର କର୍ମଚାରୀମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦିଆଯାଇଛି । ଏହାମଧ୍ୟରେ…
ବଢ଼ିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ , ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା…