Browsing Category
ରାଜ୍ୟ
ସ୍ମାର୍ଟସିଟିରେ ସ୍ଥାପନ ହେବ ୨୫ଟି ‘ଆଇକନିକ୍ ଟ୍ରାଫିକ୍ ପୋଷ୍ଟ’: କମିଶନରେଟ୍ ପୋଲିସ ଓ BSCL ପକ୍ଷରୁ କାର୍ଯ୍ୟକାରୀ ହେବ ନୂଆ ଜ୍ଞାନକୌଶଳ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁସାରେ ଏଠାରେ ଟ୍ରାଫିକ ନିୟନ୍ତ୍ରଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଦିନକୁ ଦିନ ସ୍ମାର୍ଟସିଟି ବିକାଶ…
(Video) ଧାନ ମେଶିନ ଭିତରେ ଶ୍ରମିକ… ତାଙ୍କୁ ଦେଖିବା ପାଇଁ ମେଶିନ ବାହାରେ ଅନେଇ ବସିଛନ୍ତି ପୂରା ପରିବାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଯେ କୌଣସି ମେଶିନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଛୋଟ ହେଉ କି ବଡ଼, ଯେ କୌଣସି ମେଶିନ ଚାଲିଥିବା ସମୟରେ ଟିକିଏ ଅନ୍ୟମନସ୍କ ହେଲେ ଜୀବନ ଚାଲିଯାଇଥାଏ ।…
ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟର ଜଣେ ବରିଷ୍ଠ ଆଇନଜୀବୀଙ୍କ ବିୟୋଗ ଘଟିଛି । ପୂର୍ବତନ ସରକାରୀ ଓକିଲ ତଥା ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ଶ୍ରୀ ପଟ୍ଟନାୟକ…
(Video) ଅଟୋକୁ ପିଟିଲା ବାଇକ୍; ଅଲଗା ହୋଇଗଲା ଚକା, ଅଳ୍ପକେ ବର୍ତ୍ତିଲେ ପ୍ରେମୀ ଯୁଗଳ
ଭୁବନେଶ୍ୱର: ରାସ୍ତାରେ ଯାଉଥିଲେ ପ୍ରେମୀ ଯୁଗଳ ଭାଙ୍ଗିଲା ଗାଡ଼ିର ସକପଚର। ଅଟୋରେ ପିଟିଲେ ଆଉ ଛିଟିକି ପଡ଼ିଲେ। ବ୍ରିଜ୍ ତଳକୁ ଗଳୁ ଗଳୁ ବଞ୍ଚିଗଲେ। ଲକ୍ଷେରୁ ଅଧିକ ଟଙ୍କାର ଗାଡ଼ି ବି ଭାଙ୍ଗିଗଲା । ସ୍ପିଡକୁ ସମ୍ଭାଳି…
ଆସନ୍ତାକାଲି ରାଜ୍ୟର ୩୭୧୪ ଟିଜିଟି ଓ ୪୫୨ ପିଇଟି ଶିକ୍ଷକ ପାଇବେ ନିଯୁକ୍ତି; ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି ଶିକ୍ଷକ ଏବଂ ୪୫୨ ପିଇଟିଙ୍କୁ ଆସନ୍ତାକାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ…
ରାଉରକେଲାରେ ଦେଖାଦେଇଥିବା ଝାଡାବାନ୍ତି ପଛରେ ହଇଜା ଜୀବାଣୁ ଚିହ୍ନଟ
ଭୁବନେଶ୍ୱର: ରାଉରକେଲାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଝାଡାବାନ୍ତି ଆକ୍ରାନ୍ତ ହୋଇ ୫ ଜଣଙ୍କ ମୃତ୍ୟୁ…
Big Breaking: ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ହେବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏହି ସମ୍ମିଳନୀ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଏହି…
(Video) କଟା ଧାନରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ!, ଚାଷ ଜମି ଦେଖି ମୁଣ୍ଡ ବାଡ଼େଇ କାନ୍ଦୁଛି ଚାଷୀ
କୋରେଇ: (ଓଡ଼ିଶା ଭାସ୍କର) ନା କେବେ ଭାବି ଥିଲେ ନା କେବେ ଏମିତି ଦେଖିଥିଲେ । କ’ଣ କରିବେ କେଉଁ ଆଡେ ଯିବେ କେମିତି ଚଳିବେ । କିଛି ଭାବି ପାରୁ ନାହାନ୍ତି ଏବେ, ନିଆଁ ସବୁ କିଛି ସାରିଦେଇଛି । କେତେ କଷ୍ଟ କେତେ ଦୁଃଖ…
ଯାଜପୁର ରଗଡ଼ି ଜେଲ୍ରୁ ଭୁବନେଶ୍ୱର STF ଅଫିସ୍ରେ ପହଞ୍ଚିଲା ଆତଙ୍କୀ ବୁଖାରୀ
ଭୁବନେଶ୍ୱର: ଭୁବନେଶ୍ୱର STF ଅଫିସ୍ରେ ପହଞ୍ଚିଲା ଆତଙ୍କୀ ବୁଖାରୀ। ଯାଜପୁର ରଗଡ଼ି ଜେଲ୍ରୁ ବୁଖାରୀକୁ ଆଣି ପହଞ୍ଚିଲା ଏସ୍ଟିଏଫ୍। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣିଛି। ସୂଚନା…
୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆରଆଇ ଓ ପିଅନଙ୍କୁ ମାଡିବସିଲା ଭିଜିଲାନ୍ସ
ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ମୁତାବକ,ଭିଜିଲାନ୍ସ ଜାଲରେ…