Browsing Category

ରାଜ୍ୟ

ବୋର୍ଡ଼ ପରୀକ୍ଷାର୍ଥୀଙ୍କ ପାଇଁ ‘ଟେଲିମାନସ’ ସେବା, ଏଣିକି ଚାପମୁକ୍ତ ରହିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ବୋର୍ଡ଼ ପରୀକ୍ଷା । ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରଖିବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର ୧୪୪୧୬ । ଏହି ଟୋଲ ଫ୍ରି ନମ୍ବର…

ଓଡ଼ିଶାର ରହସ୍ୟମୟୀ ଗଛ: ଥରେ ଛୁଇଁଦେଲେ ୩-୪ ଦିନ ମଧ୍ୟରେ ମୃତ୍ୟୁ ଘଟିଥାଏ, ଆଜି ବି ଭୟଭୀତ ସ୍ଥାନୀୟ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ବିଜ୍ଞାନ ବହୁ ଅଗ୍ରଗତି କରିଥିଲେ ମଧ୍ୟ ଏବେ ବି ଅନେକ ସ୍ଥାନରେ ଲୋକମାନେ ଭୂତପ୍ରେତ ଉପରେ ବିଶ୍ୱାସ କରୁଥିବା ଦେଖାଯାଏ । ତେବେ ଓଡ଼ିଶାରେ ଏଭଳି ଏକ ରହସ୍ୟମୟୀ ଗଛ ରହିଛି ।…

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ସାଂସଦଙ୍କ ସମେତ ୩ ଜଣ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଂସଦଙ୍କ ଗାଡ଼ି ଏକ ବିଲ ଭିତରକୁ ଖସି ପଡ଼ିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ସାଂସଦ ଓ…

ଭୁବନେଶ୍ୱର ଲୋକସଭା ଆସନରେ କିଏ ବାଜିମାତ୍ କରିବ: ବିଜେଡି ନା ବିଜେପି, ଏଥର କାହାକୁ ବାଛିବେ ରାଜଧାନୀବାସୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୧୯ ବିଧାନସଭା ନିର୍ବାଚନରେ ରାଜଧାନୀର ଉତ୍ତର, ମଧ୍ୟ ଓ ଏକାମ୍ର ତିନୋଟି ବିଧାନସଭା ଆସନକୁ ବିଜେଡି କବଜା କରିଥିଲା । ମାତ୍ର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ…

ରାଜ୍ୟର ସମସ୍ତ ସ୍କୁଲ୍‍ କାନ୍ଥରେ ଲେଖାଯିବ ଏହିସବୁ ତଥ୍ୟ : ପ୍ରଧାନଶିକ୍ଷକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ୍‍ କାନ୍ଥରେ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ତଥ୍ୟ ଏବଂ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‍ ନମ୍ବର ଲେଖିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍‍…

ବୋଲେରୋକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ୬ ଆହତ

ଓଡ଼ିଶା ଭାସ୍କର: ଭଦ୍ରକ ଅରଡ଼ିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅରଡ଼ି ଛକରେ ଏକ ବୋଲେରୋକୁ ଧକ୍କା ଦେଲା ହାଇୱା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ୨ ଜଣ ଭଦ୍ରକ…

ଫିରିଙ୍ଗିଆ ସହରରେ ମାଓ ପୋଷ୍ଟର: ଏମିତି କିଛି ଲେଖି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲା ଲାଲ୍ ବାହିନୀ

ଓଡ଼ିଶା ଭାସ୍କର: ଆଜି ପ୍ରଥମ ଥରପାଇଁ ଫିରିଙ୍ଗିଆ ସହରରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟ ଛକ ନିକଟରେ ଥିବା ଗୋଟିଏ କଲଭର୍ଟରେ ଏକ ମାଓ ପୋଷ୍ଟର ଲଗାଯାଇଛି। ଏହା ଏକ ଜନଗହଳପୂର୍ଣ୍ଣ…

ଗିରଫ ହେଲେ RTO ଟ୍ରାଫିକ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ର

ଭୁବନେଶ୍ୱର: ଜଗତସିଂହପୁର ଆରଟିଓ ଟ୍ରାଫିକ୍ ଇନ୍ସପେକ୍ଟର ପ୍ରଶାନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଟ୍ରାଫିକ ଇନ୍ସପେକ୍ଟରଙ୍କ ଠାରୁ ମୋଟ୍ ୬.୭୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାଲି ୪.୩୪ ଲକ୍ଷ…

ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି କେ ମିଶ୍ର ଆଜି ସମ୍ବଲପୁର ଠାରେ ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତିରେ…

ଭୁବନେଶ୍ୱରରେ ପହଞ୍ଚିଲା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀର । ଚେନ୍ନାଇରୁ ବର୍ତ୍ତମାନ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ଏହାପରେ ବିମାନବନ୍ଦରରୁ…