Browsing Category

ରାଜ୍ୟ

ସମ୍ବଲପୁର: ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା କଲେ ଖାଉଟି ଅଦାଲତ

ସମ୍ବଲପୁର: (ଓଡ଼ିଶା ଭାସ୍କର) ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା ହୋଇଛି । ୨ଟି ଅଲଗା ଅଲଗା ମାମଲାରେ ୨୫ ହଜାର ଲେଖାଏଁ ଜରିମାନା କଲେ ଖାଉଟି ଅଦାଲତ । ଏଭଳି ମାମଲା ଦେଖିବାକୁ ମିଳିଛି…

ଆସନ୍ତାକାଲି ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ: ଜାଣନ୍ତୁ, ଏହି ନିର୍ଦ୍ଧାରିତ ସମୟସୀମା

ପୁରୀ: ଆସନ୍ତାକାଲି ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ପାଇଁ ବନ୍ଦ ରହିବ। କାରଣ ଆସନ୍ତାକାଲି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଟିତ ହେବ। ଏହି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି। ଅପରାହ୍ନ…

ଯାଜପୁର: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ, ଅଶ୍ଲୀଳ ଭାଷା କହି ନିଲମ୍ବନ ହେଲେ ପ୍ରଧାନ ଶିକ୍ଷକ

ଯାଜପୁର: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ, ଅଶ୍ଲୀଳ ଭାଷା କହି ନିଲମ୍ବନ ହେଲେ ପ୍ରଧାନ ଶିକ୍ଷକ। ଯାଜପୁର ସଦର ବ୍ଲକର ଏକ ହାଇସ୍କୁଲରେ ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଉକ୍ତ…

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା; ମିଳିଲା ‘ବିଜୟିନୀ’ ମା’ର ପରିଚୟ

ଓଡିଶା ଭାସ୍କର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଗୋଟିଏ ପରିତ୍ୟକ୍ତ ବୋରୱେଲ ଏକ ଶିଶୁକନ୍ୟା ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା। ଡାକ୍ତରଖାନା ପରିସରରେ ଗତକାଲି ତାହାର ଏକୋଇଶିଆ ପାଳନ…

ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସି.ବି.ଆଇ ତଦନ୍ତ ଲାଗି ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଲେ ଓଡ଼ିଶା ହାଇକୋର୍ଟ

କଟକ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ସି.ବି.ଆଇ. ତଦନ୍ତ ସମ୍ବନ୍ଧୀୟ ସ୍ପଷ୍ଟୀକରଣ ମାଗିଛନ୍ତି । ଉଚ୍ଚ ନ୍ୟାୟାଳୟରେ ଦାଏର ହୋଇଥିବା ଏହି ସମ୍ବନ୍ଧରେ…

ପଶ୍ଚିମ ଓଡ଼ିଶାରେ ଆବଶ୍ୟକ ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ

ଓଡ଼ିଶା ଭାସ୍କର: ‘ଇ-କୋର୍ଟ ବ୍ୟବସ୍ଥା ହାଇକୋର୍ଟ ବେଞ୍ଚ ସହ ସମାନ । ଇ- କୋର୍ଟ ବ୍ୟବସ୍ଥାରେ ଓଡ଼ିଶା ଆଗରେ ଅଛି । ତେଣୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚର ଆବଶ୍ୟକତା ନାହିଁ’ ବୋଲି କହିଛନ୍ତି କେନ୍ଦ୍ର ଆଇନ୍…

ଆଇସିୟୁରେ ମନଇଚ୍ଛା ଆଡମିଶନ୍ ଉପରେ ଲାଗିବ ରୋକ୍

ଭୁବନେଶ୍ୱର: ଏଣିକି ଆଇସିୟୁରେ ମନଇଚ୍ଛା ଆଡମିଶନ୍ ଉପରେ ଲାଗିବ ରୋକ୍ । କେବଳ ଗୁରୁତର ରୋଗୀଙ୍କୁ ଆଡମିଶନ୍ କରାଯିବ ଏବଂ ଆସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସଚାର୍ଜ କରିବା ସମୟରେ ଧାର୍ଯ୍ୟ ନିୟମର ପାଳନ କରିବା ଜରୁରୀ…

ଜାତୀୟସ୍ତରର ସର୍ଭେକ୍ଷଣ ରିପୋର୍ଟ: ରାଜ୍ୟର ୩୦ ପ୍ରତିଶତ କ୍ଷୀରର ନମୂନା ନିମ୍ନମାନର, ପଚାସଢ଼ା ନଡ଼ାରେ ରହିଛି ‘ଆଫ୍ଲାଟକ୍ସିନ’ ଫଙ୍ଗସ୍, ବଢ଼ିପାରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ଷୀର ଆମର ଦୈନନ୍ଦିନ ଜୀବନର ପୋଷଣର ଆବଶ୍ୟକତାକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥାଏ । ତେବେ ଆପଣମାନେ ପିଉଥିବା କ୍ଷୀରର ବିଶୁଦ୍ଧତାକୁ ନେଇ ଆସିଛି ଏକ ଭୟଙ୍କର ତଥ୍ୟ ।…

ନିଶ୍ଚିନ୍ତକୋଇଲି ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ…

ନୂଆବର୍ଷରେ ବି ନିସ୍ତାର ନାହିଁ: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୫ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ପୁରୁଣା ବର୍ଷ ବିଦାୟ ନେଇ ନୂଆବର୍ଷ ୨୦୨୪ ପାଦ ଦେଇଥିଲେ ବି କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ନିସ୍ତାର ମିଳିପାରି ନାହିଁ । ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟରୁ ୨ ଜଣ କୋଭିଡ୍…