Browsing Category

ରାଜ୍ୟ

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ; ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଓଡିଶା ଭାସ୍କର; ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ। ଏନେଇ…

ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ୨୦ ହଜାର କନିଷ୍ଠ ଶିକ୍ଷକ: ରାଜ୍ୟର ୫୮ଟି କେନ୍ଦ୍ରରେ ଚାଲିଛି ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସମଗ୍ର ଶିକ୍ଷା ଯୋଜନାରେ ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ, ଆସନ୍ତା ଜାନୁଆରୀ ମାସ ସୁଦ୍ଧା କାର୍ଯ୍ୟରେ ଯୋଗଦେବେ ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ– ଓସେପା ପକ୍ଷରୁ ସୂଚନା…

ପ୍ରଯୋଜକ ଟୁଟୁ ନାୟକ ଜାମିନ ଆବେଦନ ମାମଲା: ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର: ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣାକୁ ନେଇ ଟୁଟୁ ନାୟକ ଗିରଫ ହୋଇଛନ୍ତି । ଏନେଇ ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ଅବେଦନ ଘୁଞ୍ଚିଛି । ଏହି ଆବେଦନର ଶୁଣାଣି ୮ ତାରିଖକୁ ଘୁଞ୍ଚିଛି । ଅପଡେଟ୍ କେସ୍ ଡାଏରୀ…

୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆସି ଭାଙ୍ଗିଦେଲେ ଅମ୍ବାଭୋନା ଥାନା; ଘଟଣାକୁ ନେଇ ମାମଲା ରୁଜୁ କଲା ପୋଲିସ

ଓଡିଶା ଭାସ୍କର; ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ନେଇ ମାମଲା ରୁଜୁ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ମିନା। ସେ କହିଛନ୍ତି, ଗୋଟିଏ ଗାଡ଼ିରେ ଗଞ୍ଜେଇ…

ସାପ ବିଷ ଶୋଷି ମହିଳା ଗୁରୁତର; କେନ୍ଦୁଝର ଜିଲ୍ଲାରୁ ଆସିଲା ଏଭଳି ଏକ ଚାଞ୍ଚଲ୍ୟକର ଘଟଣା

ଓଡିଶା ଭାସ୍କର; ସାପ ବିଷ ଶୋଷି ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା । ସର୍ପାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କଠାରୁ ବିଷ ଝାଡ଼ିବାକୁ ଯାଇ ଅନ୍ୟଜଣେ…

ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

ଭଣ୍ଡାରିପୋଖରୀ: ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ଆଜିଠାରୁ ଭୁବନେଶ୍ୱର-ଜୟପୁରକୁ ଦ୍ୱିତୀୟ ବିମାନ ଚଳାଚଳ ଆରମ୍ଭ

ଓଡିଶା ଭାସ୍କର; ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ । ଗତ ବର୍ଷ ଭୁବନେଶ୍ୱର-ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଯାହାକୁ…

ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର: ଅନୁସନ୍ଧାନ ଜାରି

ଓଡ଼ିଶା ଭାସ୍କର: ଘର ଭିତରେ ପୋଡ଼ିହୋଇ ଦମ୍ପତ୍ତି ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ । ତେବେ ଉଭୟଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ଅବସ୍ଥା ଗୁରୁତର ଥିବା…

ଭୁବନେଶ୍ୱରରେ ପୁଣି ସାଇବର ଠକେଇ: ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାଇବର ଠକେଇ । ଗୁଗଲରେ ନମ୍ବର ଖୋଜି ଖାଇବା ମଗାଇବା ଯୁବକଙ୍କୁ ପଡ଼ିଛି ମହଙ୍ଗା । ଯୁବକଙ୍କୁ ଫସାଇ ୧ ଲକ୍ଷ ୩୫ ହଜାର ଲୁଟି ନେଇଛନ୍ତି ସାଇବର ଠକ । ସାଇବର ଠକାମିର ଶିକାର ହୋଇ…

+୩ ରେ ସାମିଲ ହେବ ନୂଆ ପାଠ୍ୟକ୍ରମ ‘ଫ୍ୟୁଚର ସ୍କିଲ୍‍ ପ୍ରାଇମ୍‍’

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ତିନିପାଇଁ ‘ଫ୍ୟୁଚର ସ୍କିଲ୍‍ ପ୍ରାଇମ୍‍’ ନୂଆ ପାଠ୍ୟକ୍ରମ ସାମିଲ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଓ ନାସ୍‍କମ୍‍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରଥମେ ପାଇଲଟ୍‍ କାର୍ଯ୍ୟକ୍ରମ…