fbpx
Browsing Category

ସାଧାରଣ ନିର୍ବାଚନ 2024

ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର: ୧୯ ତାରିଖରେ ହେବ ମତଦାନ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରେ ଆରମ୍ଭ ହେବାକୁ ଯାଉଛି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଗତ କିଛି ଦିନରୁ ଜୋରଦାର ପ୍ରଚାର ଜାରି ରଖିଥିଲେ ପ୍ରାର୍ଥୀ ଏବଂ ରାଜନୈତିକ ଦଳ । କିନ୍ତୁ ଆଜିଠାରୁ ଏହି…

Big Breaking; ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା BJP: ବାଦ୍ ପଡ଼ିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ବିଜେପି ନିଜ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜ୍ୟର ବିଭିନ୍ନ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତା ନିର୍ବାଚନରେ ରାଉରକେଲା ଆସନରୁ ଦିଲ୍ଲୀପ…

‘ପଦ୍ମ ପୋଖରୀ’ରେ ପାଦ ଦେଲେ ଜ୍ୟୋତି ପାଣିଗ୍ରାହୀ: ସ୍ୱାମୀ ସରୋଜ ପାଣିଗ୍ରାହୀଙ୍କ ସହ ବିଜେପିରେ ସାମିଲ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ଦଳଡିଆଁ ପର୍ବ ଏବେ ବି ଜାରି ରହିଛି । ଆଜି ବିଜୁ ଜନତା ଦଳର ଆଉ ଜଣେ ସଦସ୍ୟ ଦଳ ଛାଡ଼ି ବିଜେପିକୁ ନିଜର କରିଛନ୍ତି । କିଛି ଦିନ ତଳେ ବିଜେଡିରୁ ବିଦାୟ ନେଇଥିବା…

Big Breaking; କଂଗ୍ରେସର ପ୍ରାର୍ଥୀ ଘୋଷଣା: ନିର୍ବାଚନରେ ୯ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ଓଡ଼ିଶା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଉ ୯ଟି ଲୋକସଭା ପ୍ରାର୍ଥୀଙ୍କ ନାମରେ ମୋହର ମାରିଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ବାଲେଶ୍ୱରରୁ ଶ୍ରୀକାନ୍ତ ଜେନାଙ୍କୁ ପ୍ରାର୍ଥୀ…

ବାବୁସାନ-ଅମ୍ଳାନଙ୍କୁ ମିଳିପାରେ ବଡ଼ ‘ଦାୟିତ୍ୱ’: ନବୀନ ନିବାସରେ ସିନେ ଷ୍ଟାରଙ୍କ ଲମ୍ବା ଲାଇନ୍

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦେଖାଦେଇଛି ଆଉ ଏକ ଟ୍ୱିଷ୍ଟ । ଚିହ୍ନା ଚେହେରାଙ୍କୁ ହରାଇ ଏବେ ଓଡ଼ିଶା ପଲିଟିକ୍ସରେ ବଳ ଗୋଟାଉଛି ବିଜୁ ଜନତା ଦଳ । ଗାଦି ହାତେଇବା ପାଇଁ ନବୀନ ନିବାସରେ ଚାଲିଛି ଚକ୍ରବ୍ୟୁହର…

(Video) ଶ୍ରୀମୟୀ ମିଶ୍ରଙ୍କ ଟିକେଟ ଫାଇନାଲ! ଏହି ଆସନରୁ ନିର୍ବାଚନ ଲଢିବେ ବିଜେଡି ନେତ୍ରୀ… ବିବାଦରେ ଅନନ୍ତ

ଓଡ଼ିଶା ଭାସ୍କର: ଆଉ କିଛି ସମୟ ଭିତରେ ଆସିପାରେ ବିଜୁ ଜନତା ଦଳର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରାଜ୍ୟର ୨୦ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ଦେଇ ସାରିଥିବା ବେଳେ ୧୦୮ ଜଣଙ୍କୁ ବିଦାନସଭା ନିର୍ବାଚନ ପ୍ରାର୍ଥୀ…

ବଡ଼ ଘୋଷଣା; ନିର୍ବାଚନ ପାଇଁ ରାଜି ହେଲେ ପୱନ ସିଂହ: ଏବେ ଏହି ଲୋକସଭା ଆସନ ପାଇଁ କରିବେ ଲଢେଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଭୋଜପୁରୀ ଷ୍ଟାର ପୱନ ସିଂହ । ନିର୍ବାଚପ ଲଢିବା ପାଇଁ ପ୍ରଥମେ ମନା କରୁଥିବା ବେଳେ ବର୍ତ୍ତମାନ ରାଜନୀତି ମଇଦାନକୁ ମନ ବଳାଇଛନ୍ତି ପୱନ । ଆସନ୍ତା…

ରୋଚକ ସ୍ଥିତିରେ କଟକ ଲୋକସଭା ଆସନ: ଭର୍ତ୍ତୃହରି ଓ ସଂତୃପ୍ତଙ୍କ ମଧ୍ୟରେ କଡ଼ା ମୁକାବିଲା, ରାଜନୀତିରେ ଜଣେ ନବୀନ- ଜଣେ ପ୍ରବୀଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ…

(Video) ବାଲେଶ୍ୱରରେ ବିଜେଡି ମଙ୍ଗ ଧରିବେ ଲେଖାଶ୍ରୀ! ପ୍ରତାପ ନନାଙ୍କ ବିପକ୍ଷରେ ହେବ କଡ଼ା ଟକ୍କର…

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିକୁ ନେଇ ଏବେ ଚା ଖଟିରେ ନିର୍ଦ୍ଧୁମ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚାକୁ ଆହୁରି ଗରମ କରିଛି ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାର୍ଟି ପରିବର୍ତ୍ତନ । ଭାରତୀୟ ଜନତା ପାର୍ଟିର…

ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କିଏ ହେବେ: ଜଣେ ମହିଳା ପ୍ରାର୍ଥୀଙ୍କୁ ନେଇ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହା ମଧ୍ୟରେ ବିଜେଡି ୩ଟି ପର୍ଯ୍ୟାୟରେ…