Browsing Category
ରାଜନୀତି
ପ୍ରଧାନମନ୍ତ୍ରୀ ମୋଦୀ ତୁରନ୍ତ ଇସ୍ତଫା ଦିଅନ୍ତୁ; ମମତା ବାନାର୍ଜୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଣ୍ତିଆ ମେଣ୍ଟର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀ ଗଣମାଧ୍ୟମକୁ…
ଲୋକସଭା ନିର୍ବାଚନରେ ପାକିସ୍ତାନୀ ମିଡିଆର ପ୍ରତିକ୍ରିୟା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କହିଲେ ଏହି କଥା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ବିଜେପି ବହୁମତ ପାଇଛି । ଏଥିସହ ଇଣ୍ଡିଆ ମେଣ୍ଟ ମଧ୍ୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ଅନେକ ରାଜ୍ୟରେ ବିଜେପିକୁ ଅନେକ କ୍ଷତି…
ନୀତୀଶ ଏବଂ ନାଇଡୁ ଉପରେ ନିର୍ଭର ନମୋ ସରକାର ! N-Factorକୁ ନେଇ କାହିଁକି ହେଉଛି ଏତେ ଚର୍ଚ୍ଚା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଚଳିତ ଥର ବିଜେପି ‘୪୦୦ ପାର’ର ନାରାର ଜାଦୁ ଦେଶରେ ଲିଡ୍ କରୁଥିବାର ଦେଖାଯାଉଛି । ଏହି ଆକଳନ ପରେ ଏନଡିଏ ଏବଂ ମୋଦୀ ପାଇଁ N-Factor ଉଭା ହୋଇଥିବାର…
ଆମେଥିରେ ହାରିଲେ ସ୍ମୃତି ଇରାନୀ; ପରାଜୟ ପରେ କହିଲେ ଏପରି କଥା
ଆମେଥି: ଆମେଥିରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ୧.୬୫ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ସ୍ମୃତି ଇରାନୀ ପରାଜୟର ନିକଟତର ହୋଇଛନ୍ତି। ସ୍ମୃତି ମଙ୍ଗଳବାର…
ଭୋଟରଙ୍କ ହାତରେ ଗଣତନ୍ତ୍ରର ଚାବିକାଠି: ଜନତା ଚାହିଁଲେ ବଦଳିବ ସରକାର, ଜନତା ଚାହିଁଲେ ଭୁଶୁଡ଼ିବ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ପାଇଁ ଆଜି ଥିଲା ଏକ ମହାନ୍ ଦିନ । ଲୋକସଭା ଓ ୨ଟି ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଯଦିଓ ବିଜେତାଙ୍କ ନାମ ନିର୍ବାଚନ…
(Video) ହାରିବା ପରେ କାନ୍ଦିବାକୁ ଲାଗିଲେ ବିଜେପି ପ୍ରାର୍ଥୀ, ମାତ୍ର ଏତିକି ଖଣ୍ଡ ଭୋଟର ରହିଥିଲା ପ୍ରାର୍ଥକ୍ୟ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ଫଳାଫଳ ଆସିସାରିଛି । ମୁଜଫରନଗର ଲୋକସଭା ସିଟରେ ସପା ପ୍ରାର୍ଥୀ ହରେନ୍ଦ୍ର ମଲ୍ଲିକ ବିଜୟୀ ହୋଇଛନ୍ତି । ହରେନ୍ଦ୍ର ମଲ୍ଲିକଙ୍କ ବିଜୟ ପରେ ବିଜେପି ପ୍ରାର୍ଥୀ ସଞ୍ଜୀବ…
ବାଜି ମାରିଲେ କଙ୍ଗନା ରଣାୱତ, ମଣ୍ଡି ଲୋକସଭା ଆସନରୁ ୭୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିକ୍ରମାଦିତ୍ୟ ସିଂହଙ୍କୁ କରିଲେ ପରାସ୍ତ
ନୂଆଦିଲ୍ଲୀ: ବଲିଉଡର କ୍ୱିନ୍ ଭାବେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରଣାୱତ । ଚଳିତ ଲୋକସଭା ନିର୍ବାଚନରେ ସେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ ।…
ବାରଣାସୀ ଆସନରୁ ୧.୫୨ ଲକ୍ଷ ଭୋଟରେ ବିଜୟୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ୧ ଲକ୍ଷ ୫୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ମୋଟ ୬ ଲକ୍ଷ ୧୨ ହଜାର ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ୪ ଲକ୍ଷ ୬୦ ହଜାର ଭୋଟ୍ ପାଇ…
Election Result; ଜିତିଲେ ଆକାଶ, ହାରିଗଲେ ବବିଙ୍କ ମା’: କୋରେଇ ଆସନରେ ବାଜି ମାରିଲା ବିଜେପି
ଓଡ଼ିଶା ଭାସ୍କର: କୋରେଇ ବିଧାନସଭା ଆସନରେ ବାଜି ମାରିଛି ଭାରତୀୟ ଜନତା ପାର୍ଟି । ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ଆସନ ଅଧିକାର କରିଛନ୍ତି ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ । କୋରେଇରେ…
ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ବିଜୟୀ, ଜିତିଲେ ସୋଫିଆ ଫିର୍ଦୋସ
ନୂଆଦିଲ୍ଲୀ: ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ବିଜୟୀ ହୋଇଛି । କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସ ଜିତିଛନ୍ତି । ବିଜେପିର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ହରାଇଲେ ସୋଫିଆ । ବିଜେପି ପ୍ରାର୍ଥୀ…