
Browsing Category
ରାଜନୀତି
ବିଜେପିକୁ ବଡ଼ ଝଟକା: ଦଳ ଛାଡିଲେ ରମାରଞ୍ଜନ ବଳୀୟାରସିଂହ
ଭୁବନେଶ୍ୱର: ନିର୍ବାଚନୀ ମାହଲ ଭିତରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଦଳ ଛାଡିଛନ୍ତି ରମାରଞ୍ଜନ ବଳୀୟାରସିଂହ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…
ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ଛାଡ଼ିଲେ: ବିଜେଡିରେ ମିଶିଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ବିଭିନ୍ନ ପର୍ଯ୍ୟାୟରେ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସମାପ୍ତ ହୋଇସାରିଥିବା ବେଳେ ଆଗକୁ ଆଉ…
ନିର୍ବାଚନୀ ହିଂସା; ଦୁଇ ଗୋଷ୍ଠୀ ମଧ୍ୟରେ ହଣାହଣି, ୭ ଆହତ, ଜଣେ ମୃତ
ଖଲ୍ଲିକୋଟ: ନିର୍ବାଚନ ପାଇଁ ସରଗରମ ରହିଛି ବିଭିନ୍ନ ରାଜନୈତିକ ମାହୋଲ । ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଏଥିମଧ୍ୟରେ ଖଲ୍ଲିକୋଟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ…
ବାରାଣସୀରୁ ମିଳିଲା Rejection: ନିର୍ବାଚନ ପାଇଁ ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ଖାରଜ
ବାରାଣସୀ: ହାସ୍ୟ କଳାକାର ଶ୍ୟାମ ରଙ୍ଗିଲାଙ୍କ ନିର୍ବାଚନୀ ନାମାଙ୍କନକୁ ଖାରଜ କରାଯାଇଛି । ବାରାଣସୀରୁ ନିର୍ବାଚନ ପାଇଁ ନୋମିନେସନ କରିଥିବା ବେଳେ ଏଥିରେ ଫେଲ ମରିଛନ୍ତି ରଙ୍ଗିଲା । ଯାଞ୍ଚ ପ୍ରକ୍ରିୟା ସମୟରେ ଶ୍ୟାମ…
(Video) ଶଙ୍ଖ ଧରି ମଇଦାନରେ ମା-ପୁଅ ଯୋଡ଼ି: ସମ୍ବଲପୁରରେ ବବି, କୋରେଇରେ ସନ୍ଧ୍ୟାରାଣୀ ଲଢିବେ ନିର୍ବାଚନ
ଓଡ଼ିଶା ଭାସ୍କର: ବିଜେଡିର ଶଙ୍ଖକୁ ଧରି ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି ମା ପୁଅ ଯୋଡ଼ି । ସମ୍ବଲପୁର ଲୋକସଭା ଆସନରୁ ଲଢୁଛନ୍ତି ପୁଅ ଏବଂ କୋରେଇ ବିଧାନସଭା ଆସନରୁ ଲଢୁଛନ୍ତି ମା’ । ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା…
‘ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଦୁଃଖ ଖବର..’, ଜାଣନ୍ତୁ ଅମିତ ଶାହ କାହିଁକି କହିଲେ ଏପରି
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଲଗାଯିବା ଅଭିଯୋଗର ଉତ୍ତର ଦେଇଛନ୍ତି । ନ୍ୟୁଜ ଏଜେନ୍ସି ସହ କଥାହେବା ସମୟରେ ଅମିତ ଶାହ କହିଛନ୍ତି ଯେ,…
କଟକରେ ଅମିତ ଶାହଙ୍କ ରୋଡ୍ ଶୋ’ ଆରମ୍ଭ, ବିଧାନସଭା ଓ ଲୋକସଭା ପ୍ରାର୍ଥୀ ସାମିଲ
କଟକ: କଟକରେ ଆରମ୍ଭ ହେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ଶୋ' । କଟକ ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ରୋଡ୍ ଶୋ' । ଶାହଙ୍କ ସହ ଏହି ରୋଡ୍ ଶୋ'ରେ କଟକର ବିଧାନସଭା ଓ ଲୋକସଭା ପ୍ରାର୍ଥୀ ସାମିଲ…
କେବଳ ପୁରୁଷଙ୍କୁ ନ୍ୟାୟ ଦେବାକୁ ନିର୍ବାଚନକୁ ଓହ୍ଲାଇଛି MARD ପାର୍ଟି, ଏପରି ମଜାଦାର ରହିଛି ନିର୍ବାଚନୀ ସ୍ଲୋଗାନ
ଲକ୍ଷ୍ନୌ: ଲକ୍ଷ୍ନୌ ଲୋକସଭା ସିଟ୍ରୁ ଗୋଟିଏ ପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସମାଜବାଦୀ ପାର୍ଟିରୁ ରବିଦାସ ମେହରୋତ୍ରା ମଇଦାନରେ ଥିବା ବେଳେ ଅନ୍ୟପଟେ ଏହି ଆସନରୁ ଅନ୍ୟ ଏକ ପାର୍ଟି ନିଜର ବିଚିତ୍ର ନାମ ଓ…
(Video) ବିଜେଡି ସରକାର ମାଗଣା ବିଜୁଳି ଦେବେ…. ପ୍ରଚାର ମଇଦାନରେ ନବୀନ ଗ୍ୟାରେଣ୍ଟି
ରାଉରକେଲା: ଆଜି ରାଉରକେଲାରେ କମ୍ପୁଛି ଶଙ୍ଖଧ୍ୱନୀ । ମୁଖ୍ୟମନ୍ତ୍ରୀ ଖୋଦ୍ ରାଉରକେଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଜୁଲାଇ ମାସରୁ ବିଜୁଳି ବିଲ ଚିନ୍ତାରୁ ଓଡ଼ିଶା ମୁକ୍ତ ହେବ । ଏଭଳି ଏକ ପ୍ରତିଶ୍ରୁତି ଦେଇଛନ୍ତି…
ମହିଳାଙ୍କ ଖାତାକୁ ଆସିବ ମାସିକ ୮ ହଜାର ଟଙ୍କା, ଉଚ୍ଛେଦ ହେବ ସଂରକ୍ଷଣ ବ୍ୟବସ୍ଥା: ରାହୁଲ ଗାନ୍ଧୀ
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଥମେ ଝାରସୁଗୁଡ଼ା ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗିର କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇଛନ୍ତି । ତେବେ ରାହୁଲଙ୍କ…