
Browsing Category
ରାଜନୀତି
Big Breaking; ନିର୍ବାଚନ ମଇଦାନରେ ପ୍ରାର୍ଥୀ ହାତାହାତି: ବୁଥ ଆଗରେ ମାରପିଟ ହେଲେ ପ୍ରଦୀପ-ଶିବଶଙ୍କର
ବ୍ରହ୍ମପୁର: ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । କିନ୍ତୁ ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନରେ ବହୁ ବାଦ ବିବାଦ ଦେଖିବାକୁ ମିଳିଛି । ତେବେ ବ୍ରହ୍ମପୁରରେ ଏକ ଆଶ୍ଚର୍ଯ୍ୟଜନକ ତଥା ଅବିଶ୍ୱସନୀୟ କାଣ୍ଡ…
ଆର୍ଟିକିଲ ୩୭୦ ହଟିବା ପରେ ବଦଳିଗଲା କାଶ୍ମୀରର ଭୋଟିଂ ପ୍ରକିୟା, ଶ୍ରୀନଗରରେ ଭାଙ୍ଗିଲା ୨୫ ବର୍ଷର ରେକର୍ଡ
ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରରୁ ଆର୍ଟିକିଲ ୩୭୦ ହଟାଯିବା ପରେ ସେଠାରେ ହେଉଥିବା ପ୍ରଥମ ନିର୍ବାଚନରେ ଲୋକମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳୁଛି । କେନ୍ଦ୍ରରେ ମୋଦୀ ସରକାର ୨୦୧୯ରେ…
ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ: ଝରିଗାଁ ଥାନାରେ ଅଭିଯୋଗ
ଗଞ୍ଜାମ: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିବାଚନ ଜାରି ରହିଛି । ତେବେ ଏହି ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀିଗାଁର ବିଜେପି ବିଧାୟକ…
Big Breaking; ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତ୍ରୁଟି: ସସପେଣ୍ଡ ସହ ଗିରଫ ହେବେ ପ୍ରଜାଇଡିଂ ଅପିସର
ଗଞ୍ଜାମ: ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ଦିନ ନିର୍ବାଚନରେ ହିଁ ଦେଖିବାକୁ ମିଳିଛି ବଡ଼ ଧରଣର ତ୍ରୁଟି । ନିର୍ବାଚନ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବା ପରେଚ ୨ ଜଣ ପ୍ରିଜାଇଡିଙ୍ଗ…
ସ୍ୱାଧୀନତା ପରେ ସବୁଠୁ ଅଧିକ ଦରଦାମ୍ ବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ଥିଲା; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ଏହି ଦେଶରେ ଅଧିକ ଦରବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିଲା। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କୁ…
ସକାଳ ୧୧ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟର ଉତ୍ସାହିତ
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୪ଟି ସଂସଦୀୟ କ୍ଷେତ୍ରରେ ଉତ୍ସାହର ସହ ମତଦାନ ପ୍ରକ୍ରିୟା ଚାଲି ଥିବାର ଦେଖିବାକୁ ମିଳିଛି । ଏହି ନିର୍ବାଚନ ପ୍ରକ୍ରିୟା ସକାଳ ୬ ରୁ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା…
(Video)ସୋନିଆ ଗାନ୍ଧୀ ମହିଳାଙ୍କୁ ଦେଲେ ଏପରି ଭିଡିଓ ମେସେଜ୍, କହିଲେ ପ୍ରତି ମହିଳାଙ୍କୁ ବର୍ଷକୁ ମିଳିବ ୧ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଲାଗି ସୋମବାର ସକାଳୁ ଭୋଟ ଗ୍ରହଣ ଜାରି ରହିଛି । ଏହାରି ମଧ୍ୟରେ କଂଗ୍ରେସ ନେତା ତଥା ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶର ମହିଳାଙ୍କ ଲାଗି ଏକ ଭିଡିଓ ବାର୍ତ୍ତା…
ବଡ଼ ଖବର; ପ୍ରଥମ ଫେଜ୍ ଭୋଟିଂ ନେଇ CEOଙ୍କ ସୂଚନା; ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍ପେଣ୍ଡ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଚାଲିଥିବା ପ୍ରଥମ ଫେଜ୍ ଭୋଟିଂ ନେଇ CEOଙ୍କ ସୂଚନା । 'ତ୍ରୁଟି ପାଇଁ ୨ ପୋଲିଂ ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର…
ଆଜି ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ, ପାରମ୍ପରିକ ପୋଷାକରେ ହେବ ସ୍ୱାଗତ
ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । ଏଥିମଧ୍ୟରେ ସୋମବାର ସଂସଦୀୟ କ୍ଷେତ୍ର ବାରାଣାସୀରେ ପ୍ରଧାନମନ୍ତ୍ରୀ ମୋଦୀ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି । ଲୋକସଭା…
ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ସୂଚନା; ‘ଯେଉଁଠି EVM ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ’
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ସୂଚନା । 'ଯେଉଁଠି EVM ତ୍ରୁଟି ସାମ୍ନାକୁ ଆସିବ ଅଧ ଘଣ୍ଟାଏରେ ସମାଧାନ । ମକ୍ପୋଲ ବେଳେ ଯେଉଁଠି ତ୍ରୁଟି ସାମ୍ନାକୁ ଆସିଛି ରିପ୍ଲେସ…