Browsing Category
ରାଜନୀତି
ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ
ଓଡ଼ିଶା ଭାସ୍କର: ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ରାଜ୍ୟ କଂଗ୍ରେସକୁ ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ବର୍ତ୍ତମାନ ସେ କଂଗ୍ରେସର ସବୁ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ…
ତାମିଲନାଡୁରେ ମେଣ୍ଟ ପାଇଁ ଭାଗବଣ୍ଟା ଶେଷ: ପିଏମ୍କେକୁ ୧୦ଟି ଆସନ ଦେଲା ବିଜେପି
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁ ପଟ୍ଟାଲି ମକ୍କାଲ କାଟ୍ଚି (ପିଏମକେ) ଭାଜପା ସହ ମେଣ୍ଟ କରିବାକୁ ଗତକାଲି ଘୋଷଣା କରିଥିଲା। ଆଉ ଆଜି ଉଭୟ ଦଳ ମଧ୍ୟରେ ଆସନ ଭାଗବଣ୍ଟା ଶେଷ ହୋଇଛି। ମେଣ୍ଟ…
ହରିୟାଣା କ୍ୟାବିନେଟ ସଂପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ୮ ବିଧାୟକ
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି ନାୟବ ସିଂହ ସୈନୀ । ସୈନୀଙ୍କ କ୍ୟାବିନେଟରେ ୮ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।…
ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସିଂହ ସନ୍ଧୁ ବିଜେପିରେ ସାମିଲ: ଲଢ଼ିପାରନ୍ତି ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ: ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ତରଣଜୀତ ସିଂହ ସନ୍ଧୁ ଆଜି ବିଜେପିରେ ସାମିଲ ହୋଇଛନ୍ତି । ପଞ୍ଜାବରର ଅମୃତସରର ବାସିନ୍ଦା ସନ୍ଧୁ ଗତ ୨୦୨୦ ମସିହା ଫେବୃଆରୀ ୩ ତାରିଖରେ ଆମେରିକାରେ…
ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢିବି: ବିଜେଡି ନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର
ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଗତ ଶନିବାର ଦିନ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ…
ଏନସିପିର ନିର୍ବାଚନୀ ଚିହ୍ନ ‘ଘଡ଼ି’ କାହାର: ଶରଦ ନା ଅଜିତଙ୍କର, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଅସଲି ମାଲିକାନାକୁ ନେଇ ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଜାରି ରହିଛି । ତେବେ ଏହା ମଧ୍ୟରେ ଏହି ମାମଲାରେ…
ବିଜେପିର ନିର୍ବାଚନୀ ପ୍ରାକ୍ ପ୍ରସ୍ତୁତି, ଲଞ୍ଚ୍ ହେଲା ‘ଦି ନମୋ ମର୍ଚାଣ୍ଡାଇଜ୍’
ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏଥିମଧ୍ୟରେ ବିଜେପି ମଧ୍ୟ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଛି ।…
ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ JMM ଦଳରୁ ଦେଲେ ଇସ୍ତଫା
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ପୂର୍ବରୁ ଜେଏମଏମ ଦଳ ପାଇଁ ଏକ ଝଟକା । ବିଧାୟକ…
ନିର୍ବାଚନ ଠାରୁ ଦୂରେଇ ରହିବେ ସିଦ୍ଧୁ, IPLରେ ଦେଖାଇବେ କମେଣ୍ଟ୍ରିର ଜାଦୁ !
ଚଣ୍ଡିଗଡ଼: ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି IPL ୨୦୨୪ । IPL କମେଣ୍ଟ୍ରିରେ ଏଥର କିଛି ନୂଆ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟ ଖେଳାଳୀ ନବଜୋତ…
Big Breaking: ମୋଦୀ କ୍ୟାବିନେଟରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ, କହିଲେ- ଏନଡିଏ ଆମ ସହ ଅନ୍ୟାୟ କଲା
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ପଶୁପତି ପାରସ ଆଜି ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ସୋମବାର ଦିନ ଦିଲ୍ଲୀରେ ଏନଡିଏ ଦ୍ୱାରା ବିହାରର ସମସ୍ତ ୪୦ ଲୋକସଭା ସିଟ ବଣ୍ଟନ ପାଇଁ ଘୋଷଣା ପରେ ପାରସ ନିଜ ସରକାରୀ ଆବାସରେ…