fbpx
Browsing Category

ରାଜନୀତି

ବର୍ଷାରେ ଆରମ୍ଭ କଲେ ଭାରତ ଯୋଡ ଯାତ୍ରା, ଟି-ସାର୍ଟ ଉପରେ ପିନ୍ଧିଲେ ଜ୍ୟାକେଟ

ନୂଆଦିଲ୍ଲୀ: ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାମ୍ମୁ-କାଶ୍ମୀରର କଠୁଆ ଠାରୁ ଆରମ୍ଭ କରି ଲଖନପୁର ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଏହି ଯାତ୍ରାରେ ବର୍ଷା ହେଉଥିବାରୁ ରାହୁଲ ଗାନ୍ଧୀ…

ରାଜନଙ୍କ ବଡ଼ ବୟାନ, କହିଲେ ରାହୁଲଙ୍କ ସହ ଭାରତ ଯୋଡୋରେ ସାମିଲ ହେଲି କାରଣ ମୁଁ …

ନୂଆଦିଲ୍ଲୀ:ଅତୀତରେ ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ଦେଖାଯାଇଥିବା ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ରଘୁରାମ ରାଜନ ରାହୁଲ ଗାନ୍ଧୀଙ୍କୁ କଡ଼ା ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ରାହୁଲ…

ମାଡ୍ରାସରେ ପଢ଼ୁଥିବା ଛାତ୍ରଛାତ୍ରୀ ଏଣିକି ପଢିବେ NCERT ପାଠ୍ୟକ୍ରମ, ଏହାସହ ବଦଳିବ ୟୁନିଫର୍ମ

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ସରକାର ମଦ୍ରାସାରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ବଡ ଆଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ୟୁପିର ସମସ୍ତ ସ୍ୱୀକୃତିପ୍ରାପ୍ତ ତଥା ରାଜ୍ୟ ସହାୟକ ମଦ୍ରାସାଗୁଡ଼ିକରେ…

ପୂର୍ବତନ ଅର୍ଥମନ୍ତ୍ରୀ ଦେଲେ ଇସ୍ତଫା, କଂଗ୍ରେସକୁ ଛାଡି ବିଜେପିର ହାତ ଧରିଲେ ମନପ୍ରୀତ

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଏହାପରେ ସେ ବିଜେପି ଦଳରେ ସାମିଲ ହୋଇଛନ୍ତି । ମନପ୍ରୀତ ବାଦଲ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ରାଷ୍ଟ୍ରୀୟ…

୨୦୨୪ ପୂର୍ବରୁ BJPର ଅଗ୍ନି ପରୀକ୍ଷା: ୯ଟି ରାଜ୍ୟ ଦଖଲ କରିବା ମୋଦୀଙ୍କ ଲକ୍ଷ୍ୟ, କେଉଁ ରାଜ୍ୟର ସ୍ଥିତି କିପରି ରହିଛି

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ସେମିଫାଇନାଲ ସ୍ୱରୂପ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଜି ଭାରତୀୟ ନିର୍ବାଚନ କମିସନ ମେଘାଳୟ, ନାଗାଲ୍ୟାଣ୍ଡ ଓ…

ତିନି ଉତ୍ତର-ପୁର୍ବ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ, ଜାଣନ୍ତୁ ତାରିଖ

ନୁଆଦିଲ୍ଲୀ: ତିନି ଉତ୍ତର-ପୁର୍ବ ରାଜ୍ୟରେ ନିର୍ବାଚନ ବିଗୁଲ ବଜାଇଛନ୍ତି ନିର୍ବାଚନ କମିଶନର। ତ୍ରିପୁରାରେ ୧୬ ଫେବୃଆରୀ ଏବଂ ନାଗାଲାଣ୍ଡ ଓ ମେଘାଳୟରେ ୨୭ ପେବୃଆରୀରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ମାର୍ଚ୍ଚ ୨…

କଂଗ୍ରେସକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ମନପ୍ରୀତ ସିଂ ବାଦଲ

ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସ ଦଳକୁ ବହୁତ ବଡ଼ ଝଟକା ଲାଗିଛି । ପଞ୍ଜାବର ବରିଷ୍ଠା ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କଂଗ୍ରେସ ଛାଡିଛନ୍ତି । ଏବେ ମନପ୍ରୀତ ସିଂ ବାଦଲ ବିଜେପିରେ ଯୋଗ ଦେଇଛନ୍ତି ।…

ବାଜିବ ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରା ବିଧାନସଭା ନିର୍ବାଚନ ବିଗୁଲ: ଆଜି ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ନିର୍ବାଚନ ହୋଇପାରେ । ତେବେ ଆଜି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ତିନୋଟି…

(Video)ହ୍ୟୁମାନଙ୍କ ନାମରେ ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ କହିଲେ ମଦ୍ୟପାନ କରି ମୋ ସହ …

କଟକ:ବିବାଦ ଘେରରେ ଓଲିଉଡର ଆଗ ଧାଡିର ଗାୟକ ହ୍ୟୁମାନ ସାଗର । ହ୍ୟୁମାନ ସାଗରଙ୍କ ନାମରେ ଅଭିଯୋଗ ଆଣିଲେ ତାଙ୍କ ପତ୍ନୀ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ସ୍ତ୍ରୀ । ନ୍ୟାୟ ପାଇଁ…

ଜାନୁଆରୀ ୩୦ରେ ସାରା ଦେଶରେ ପାଳନ ହେବ ଶହୀଦ ଦିବସ, MHA ଦେଲା ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ :ଏଥର କେନ୍ଦ୍ର ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତାରିଖ( ଜାନୁଆରୀ ୩୦) କୁ ଶହୀଦ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଦିନ ସକାଳ ୧୧ ଟାରେ ଦୁଇ ମିନିଟର ନିରବତା ପାଳନ…