Browsing Category

ରାଜନୀତି

ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ୨୨ ପଞ୍ଚାୟତର ସରପଞ୍ଚ-ସମିତିସଭ୍ୟ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ୨୨ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନଙ୍କ ସହ ଧର୍ମଗଡ଼ ଓ କଲ୍ୟାଣପୁର ବ୍ଲକର ଶତାଧିକ କଂଗ୍ରେସ ଓ ବିଜେପି…

ମେଣ୍ଟ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶା ଭାସ୍କର: ବିଜେଡି- ବିଜେପି ମେଣ୍ଟ ସସପେନ୍ସ ଭିତରେ ବଡ଼ ଖବର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ। ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ…

କଂଗ୍ରେସରେ ଯୋଗ ଦେଲେ ଚୁରୁ ସାଂସଦ ରାହୁଲ କସୱାନ୍

ଜୟପୁର: ସାଧାରଣ ନିର୍ବାଚନ ପୂର୍ବରୁ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି । ଏଥିମଧ୍ୟରେ ବିଜେପିକୁ ଲାଗିଛି ଆଉ ଏକ ଝଟକା । ରାଜସ୍ଥାନର ଚୁରୁ ସାଂସଦ ଥିବା ରାହୁଲ କସୱାନ୍ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହା…

ପାଖେଇ ଆସିଲାଣି ନିର୍ବାଚନ: ଜାଣନ୍ତୁ, କିପରି କରିବେ ଭୋଟର ଆଇଡି ପାଇଁ ଆବେଦନ

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ଦେଶରେ ଅନୁଷ୍ଠିତ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ତେଣୁ ଅନେକ ନୂଆ ଯୁବ ଭୋଟର ନିଜ ନିଜର ଭୋଟର ଆଇଡି କରି ସାରିଲେଣି। ତେବେ ଯଦି ଆପଣ ଭୋଟର ଆଇଡି ତିଆରି କରିବାକୁ…

JNUରେ ପୁଣି ହେବ ଛାତ୍ର ସଂଘ ନିର୍ବାଚନ, ଆଜି ପ୍ରସ୍ତୁତ ହେବ ଭୋଟର ତାଲିକା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(JNU)ରେ ପୁଣି ଥରେ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ୪ ବର୍ଷ ପରେ ହେବା ନେଇ ଘୋଷଣା କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୨ରେ…

ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକାକୁ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ: ଆଜି କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(CEC) ବୈଠକ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଦଳୀୟ ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ରୀୟ ନିର୍ବାଚନ କମିଟର ଦ୍ୱିତୀୟ ବୈଠକ ସନ୍ଧ୍ୟା ୬ଟାରୁ ଆରମ୍ଭ…

ବିଜେଡି-ବିଜେପି ସମ୍ପର୍କ ନେଇ କଂଗ୍ରେସର ଅନ୍ନପ୍ରାଶନ ଉତ୍ସବ, ଆଜି ପୁଣି ଚାଲିବ ହାଇଡ୍ରାମା

ଓଡ଼ିଶା ଭାସ୍କର: ଗୋଟିଏ ପଟେ ମେଣ୍ଟ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି ନିଜକୁ ଦୂରେଇ ରଖୁଥିବା ବେଳେ ଅନ୍ୟପଟେ ଏବେ ବି କେଉଁଠି ନାଁ କେଉଁଠି ସସ୍ପେନ୍ସ ଲାଗି ରହିଛି। ଆଉ ଏହା ମଧ୍ୟରେ ଉଭୟ ବିଜେଡି ଓ ବିଜେପିକୁ ମଳିନ…

ନିର୍ବାଚନ ପୂର୍ବରୁ ଉଦ୍ଧବଙ୍କ ହାତ ଛାଡ଼ିଲେ ଆଉ ଜଣେ ବିଧାୟକ: ଶିନ୍ଦେ ଗ୍ରୁପରେ ସାମିଲ ହେଲେ ରବିନ୍ଦ୍ର ବାୟକର

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଲାଗିଛି ପୁଣି ଏକ ଝଟକା । ପୁଣି ଜଣେ ବିଧାୟକ ତାଙ୍କ ହାତ ଛାଡ଼ିଛନ୍ତି । ବିଧାୟକ ରବିନ୍ଦ୍ର ବାୟକର ଆଜି…

BIG BREAKING: ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ଓଡ଼ିଶା ଭାସ୍କର: ପୁଣି ଡକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ। ଏହା ସହ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ସେମାନଙ୍କ ସହିତ ଦିଲ୍ଲୀ ଯାଇଛନ୍ତି। ବିଜେପି…

ପଶ୍ଚିମବଙ୍ଗ ରାଜନୀତି: TMC ଲୋକସଭା ନିର୍ବାଚନ ତାଲିକାରୁ ଅଭିନେତ୍ରୀ ନୁସରତ ଆଉଟ ରଚନା ଇନ୍

କୋଲକତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ରବିବାର (ମାର୍ଚ୍ଚ ୧୦, ୨୦୨୪) ଲୋକସଭା ନିର୍ବାଚନ ୨୦୨୪ ପାଇଁ ତା'ର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ରାଜଧାନୀ କୋଲକାତାରେ ଟିଏମସି ସୁପ୍ରିମୋଙ୍କ…