Browsing Category

ରାଜନୀତି

ବିଜେଡି ଛାଡି ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ

ଓଡ଼ିଶା ଭାସ୍କର: ବିଜେପିରେ ମିଶିଲେ ଅଭିନେତା ଅରିନ୍ଦମ ରାୟ। ବିଜେଡି ଛାଡିବାର ମାତ୍ର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଜେପି ରାଜ୍ୟ ସଭାପତି…

BIG BREAKING: ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତିରୁ ଆସିଲା ପୁଣି ଏକ ବଡ଼ ଖବର। ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ। ସାଧାରଣ ସମ୍ପାଦକ ସହ ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫା ପତ୍ର…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ଼ ସୋ’କୁ ମିଳିଲାନି ଅନୁମତି

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ଼ ସୋ'କୁ ମିଳିଲାନି ଅନୁମତି । ତାମିଲନାଡୁ କୋଏମ୍ବାଟୁରରେ ପ୍ରଧାନମନ୍ତ୍ରୀ ମୋଦୀ ରୋଡ଼ ସୋ କରିଥା'ନ୍ତେ। କିନ୍ତୁ ଏଥପାଇଁ ତାଙ୍କୁ ଅନୁମତି ପ୍ରଦାନ କରାଯାଇ ନାହିଁ ।…

ଆସାମରେ କଂଗ୍ରେସକୁ ଝଟକା: ସାଂସଦ ଅବଦୁଲ ଖାଲିକ ଦଳରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଆସନ୍ତାକାଲି ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଏନେଇ ଆସନ୍ତାକାଲି ଅପରାହ୍ଣ ୩ଟା ସମୟରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ…

ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସୋ ମାମଲା ରୁଜୁ ହେବା ପରେ କ’ଣ କହିଲେ…

ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କହିଛନ୍ତି ଯେ ତାଙ୍କ ବିରୋଧରେ ପୋକ୍ସୋ ମାମଲା ରୁଜୁ ହେବା ପରେ ଆଇନ ନିଜର କାମ କରିବ । ତେବେ ଏହି ମାମଲାକୁ ସେ ରାଜନୈତିକ ଷଡ଼ଯନ୍ତ୍ର ବୋଲି…

ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ ବିଜୁଳି ଦେୟ ଛାଡ, ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏଥିରେ ସେ ୯ ଗ୍ୟାରେଣ୍ଟିର ଘୋଷଣା କରିଛି । ତେବେ ସେହି ଗ୍ୟାରେଣ୍ଟିଗୁଡିକ ହେଲା କୃଷି ଋଣ ଛାଡ, ଧାନ କୁଇଣ୍ଟାଲ ୩ ହଜାର, ଚାଷୀଙ୍କ ୨ ହଜାର…

ଇଲେକ୍ଟୋରାଲ ବଣ୍ଡ ଜରିଆରେ କେଉଁ ଦଳ ନେଇଛନ୍ତି କେତିକି ଚାନ୍ଦା, ଜାଣନ୍ତୁ କିଏ ଅଛି ସବୁଠାରୁ ପଛରେ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳକୁ ଦିଆଯାଇଥିବା ଚାନ୍ଦାର ବିବରଣୀ ଏହାର ୱେବସାଇଟରେ ଅପଲୋଡ୍ କରିସାରିଛି । ଏହି ରିପୋର୍ଟ ଅନୁସାରେ କେନ୍ଦ୍ରରେ କ୍ଷମତାଧାରୀ ବିଜେପିକୁ ସବୁଠାରୁ…

ବଡ଼ ଖବର; ଆସନ୍ତାକାଲିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ: ଘୋଷଣା କଲେ ନିର୍ବାଚନ କମିଶନ୍

ନୂଆଦିଲ୍ଲୀ: ଆସନ୍ତାକାଲି ଚଳିତବର୍ଷର ଲୋକସଭା ନିର୍ବାଚନ ତାରିଖ ଘୋଷଣା କରାଯିବ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ସୂଚନା ଦିଆଯାଇଛି । ଏହାସହିତ କମିଶନ୍ ଘୋଷଣା କରିଛନ୍ତି ଯେ, କାଲିଠାରୁ ହିଁ ଆଦର୍ଶ ଆଚରଣ ବିଧି…

BIG BREAKING…ଆସନ୍ତାକାଲି ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ତାରିଖ ଘୋଷଣା ହେବ । କାଲି ଅପରାହ୍ନ ୩ଟାରେ ଏନେଇ ସାମ୍ବାଦିକ ସମ୍ମିଳନୀ । ଭାରତୀୟ ନିର୍ବାଚନ…

ଆଜି ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ, ୫ମ ଥର ପ୍ରେସିଡେଣ୍ଟ ହୋଇପାରନ୍ତି ପୁଟିନ, ଜାଣନ୍ତୁ କ’ଣ ରହିଛି ବିରୋଧୀଙ୍କ…

ନୂଆଦିଲ୍ଲୀ: ରୁଷରେ ଆଜି ରାଷ୍ଟ୍ରପତି ପଦବୀ ପାଇଁ ଭୋଟିଙ୍ଗ । ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ହେଲେ ସବୁଠାରୁ ବଡ କଥା ହେଉଛି ରୁଷର ରାଷ୍ଟ୍ରପତି ପୁଟିନ ଲଗାତାର ୫ମ ଥର ରାଷ୍ଟ୍ରପତି ହୋଇପାରନ୍ତି ବୋଲି…